ଜାତୀୟ

ପଞ୍ଜାବ ରାଜ୍ୟ ସଭା ଆସନ ପାଇଁ ଏଏପିକୁ କ୍ଲିନ୍‌ ସ୍ବିପ୍‌

ଚଣ୍ଡିଗଡ଼,୨୪।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ପୁଣି ଥରେ ଆମ ଆଦମୀ ପାର୍ଟି (ଏଏପି)କୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ଏଏପି ସରକାରଙ୍କ ସମସ୍ତ ୫ଜଣ…

ଯୋଗୀଙ୍କ ଶପଥ ଉତ୍ସବରେ ସୋନିଆ-ମୁଲାୟମଙ୍କୁ ନିମନ୍ତ୍ରଣ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବ। ଏହି ସମାରୋହ ପାଇଁ ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ ପଠାଯାଇଥିବା ଜଣାପଡ଼ିଛି। ଯୋଗୀଙ୍କ ୨.୦ ଶପଥ ଗ୍ରହଣ ସମାରୋହରେ ଅନେକ ବିଶିଷ୍ଟ…

ବିଧାୟକ ଦଳଙ୍କ ବୈଠକରେ ପହଞ୍ଚିଲେ ଶାହା

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଗୁରୁବାର ୟୁପି ଲୋକ ଭବନରେ ବିଧାୟକ ଦଳଙ୍କ ବୈଠକରେ ସାମିଲ ହେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପହଞ୍ଚିଛନ୍ତି। ଏଥିସହ ସହ-ପର୍ଯ୍ୟବେକ୍ଷକ…

ମୋଦିଙ୍କୁ ଭେଟିଲେ ମାନ: ମାଗିଲେ ୫୦ ହଜାର କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ,୨୪।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ଉଭୟଙ୍କ ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ପରେ ମାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ବିଜୟ…

ପୁଣି ବିବାଦରେ ଦିଦି

କୋଲକତା,୨୪।୩: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ଭାଜପା, କଂଗ୍ରେସ ସମେତ ଅନେକ ବିରୋଧୀଦଳ ନେତା ଟିଏମସି ସରକାର ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ମମତା ବାନାର୍ଜୀ ଗୁରୁବାର ବୀରଭୂମରେ ପହଞ୍ଚି ହିଂସାରେ…

କରୋନା ମୃତ୍ୟୁ କ୍ଷତିପୂରଣ ଆବେଦନ ପାଇଁ ୬୦ ଦିନର ସମୟ ସୀମା…

ନୂଆଦିଲ୍ଲୀ,୨୪।୩ : କରୋନା ମୃତ୍ୟୁ କ୍ଷତିପୂରଣ ପାଇବା ପାଇଁ ମିଥ୍ୟା ଦାବିର ଅଭିଯୋଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ କେରଳରେ ଦାଖଲ ହୋଇଥିବା ଆବେଦନଗୁଡିକର ୫ ପ୍ରତିଶତ ସମୀକ୍ଷା କରାଯିବ। ଏହି…

ଜିଅନ୍ତା ଜାଳିବା ପୂର୍ବରୁ ନିର୍ଯାତନା ଦିଆଯାଇଥିଲା

ରାମପୁରହାଟ,୨୪।୩: ୩ ମହିଳା ଏବଂ ୨ ଶିଶୁଙ୍କ ସମେତ ୮ ଜଣଙ୍କୁ ପଶ୍ଚିମବଙ୍ଗର ବୀରଭୁମ ଜିଲାରେ ଜିଅନ୍ତ ଜାଳି ଦିଆଯାଇଥିଲା। ମୃତକଙ୍କ ବ୍ୟବଚ୍ଛେଦ କରାଯିବା ପରେ ସେମାନଙ୍କୁ ଜିଅନ୍ତା ଜାଳିବା ପୂର୍ବରୁ ଖୁବ୍‌ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିବା ଜଣାପଡ଼ିଛି। ଘରୁ…

ୟୁପି ବୋର୍ଡ ପରୀକ୍ଷା, ଡ୍ୟୁଟିରେ ଅବସରପ୍ରାପ୍ତ-ମୃତ ଶିକ୍ଷକ…

ଲକ୍ଷ୍ନୌ,୨୪।୩ : ଉତ୍ତରପ୍ରଦେଶରେ ବୋର୍ଡ ପରୀକ୍ଷା ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେଇଛନ୍ତି। ଫିରୋଜାବାଦରୁ ଏଭଳି ମାମଲା ସାମ୍ନାକୁ ଆସିଛି, ଏହା ଜାଣି ଯେକେହି ଚକିତ ହୋଇଯିବେ। ଏହାର…

କୁକୁର ଭୋକିବାରୁ ମାଲିକଙ୍କୁ ପିଟି ପିଟି ମାରି ଦେଲେ

ନୂଆଦିଲ୍ଲୀ,୨୪।୩: ପୋଷା କୁକୁର ଲଗାତର ଭୋକିବାରୁ ଜଣେ ୧୭ ବର୍ଷୀୟ ନାବାଳକ କୁକୁରର ମାଲିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଦିଲ୍ଲୀ ଜାନାଫଗଡ଼ରେ। ଗତ ଶୁକ୍ରବାର କୁକୁର ବାରମ୍ବାର ଭୋକିବାକୁ ନେଇ ଅଭିଯୁକ୍ତ ଏବଂ ମୃତକ ଅଶୋକ କୁମାର (୮୫)ଙ୍କ…

ହିଜାବ ବିବାଦ: ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୩: କର୍ନାଟକରେ ହିଜାବ ବିବାଦ ଉପରେ ଦାଖଲ ହୋଇଥିବା ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଆଗ୍ରହ ପ୍ରକାଶ କରିଥିବା ବରିଷ୍ଠ ଓକିଲ ଦେବଦତ୍ତ କାମାଥଙ୍କୁ ମାମଲାକୁ ଅଧିକ ସମ୍ବେଦନଶୀଳ…

ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ଜଷ୍ଟିସ ଜ୍ୟୋତ୍ସ୍ନା ରେୱାଲ ଦୁଆଙ୍କ ନେତୃତ୍ୱରେ…

ଜୀବନସାଥୀଙ୍କ ଉପରେ ମିଥ୍ୟା ଆରୋପ ଏକ କ୍ରୁରତା, ହାଇକୋର୍ଟ…

ନୂଆଦିଲ୍ଲୀ,୨୪।୩ : ଜୀବନସାଥୀଙ୍କ ବିରୋଧରେ ଚରିତ୍ରହୀନତା ଅଭିଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଭଳି ଏକ ପବିତ୍ର ସମ୍ପର୍କରେ ଏହା କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ। କୋର୍ଟ କହିଛନ୍ତି ଯେ ବିବାହ ଏକ ପବିତ୍ର ସମ୍ପର୍କ ଏବଂ ଏକ ସୁସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?