ଜାତୀୟ

ଡାଟା ବିକିବ କେନ୍ଦ୍ର

ନୂଆଦିଲ୍ଲୀ,୨୪ା୨: ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସ୍ବପ୍ନ ସାକାର ଆଳରେ କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କ ଡାଟା ବା ବ୍ୟକ୍ତିଗତ ଗୋପନୀୟ ତଥ୍ୟ ବିକ୍ରି କରିବାକୁ ଯାଉଛନ୍ତି। ଏଥିଲାଗି ଆଇନ ପ୍ରଣୟନ ପୂର୍ବରୁ ଫେବୃୟାରୀ ୨୧ରେ ବିଧିବଦ୍ଧ ଭାବେ ଡ୍ରାଫ୍ଟ ଇଣ୍ଡିଆ…

ଖୋଲାଖୋଲି କହିବାରୁ ନଓ୍ବାବଙ୍କୁ ଟାର୍ଗେଟ କରାଗଲା: ପାଓ୍ବାର

ମୁମ୍ବାଇ,୨୩ା୨: କେନ୍ଦ୍ର ସରକାରଙ୍କ ବିରୋଧରେ ଖୋଲାଖୋଲି କହିବାରୁ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଟାର୍ଗେଟ କରାଗଲା ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ଦଳୀୟ ନେତା ନଓ୍ବାବଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଏନ୍‌ସିପି ଆଶଙ୍କା କରୁଥିଲା। ଅଣ୍ଡରଓ୍ବାଲର୍‌ଡ ଡନ୍‌ଙ୍କ ସହ ନଓ୍ବାବଙ୍କର…

ଟ୍ରେନ ଚାଳକଙ୍କୁ କଚୋରି ପ୍ରେମ ପଡ଼ିଲା ମହଙ୍ଗା

ଜୟପୁର,୨୩।୨: ଜଣେ ଲୋକୋ ପାଇଲଟ୍‌ ଟ୍ରେନ ସହ ଏକ ରେଲଓ୍ବେ କ୍ରସିଂରେ ବାଧକ ସାଜନ୍ତି। ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥାନ୍ତି ଶତାଧିକ ଯାତ୍ରୀ। ଜଣେ ବ୍ୟକ୍ତି ଇଞ୍ଜିନ କମ୍ପାର୍ଟମେଣ୍ଟ ପାଖକୁ ଯାଇ ଅଲଓ୍ବାରର ଲୋକପ୍ରିୟ କଚୋରି ପ୍ୟାକେଟ୍‌ ଦିଅନ୍ତି। ଏହାପରେ ହର୍ନ…

ଭାରତରେ ପହଞ୍ଚିଲା ଆଉ ୩ ରାଫାଲ

ନୂଆଦିଲ୍ଲୀ,୨୩ା୨: ଫ୍ରାନ୍ସରୁ ଆଉ ୩ ରାଫାଲ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ଅନୁଯାୟୀ, ୩୬ଟି ରାଫାଲ ଯୁଦ୍ଧ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୬୦,୦୦୦ କୋଟି ଟଙ୍କାର ଚୁକ୍ତି ବର୍ତ୍ତମାନ ଶେଷ ହେବାକୁ ଯାଉଛି। କାରଣ ଭାରତୀୟ ବାୟୁସେନା…

ଝିଅକୁ ହତ୍ୟା ପରେ ମୃତଦେହକୁ ବଳାତ୍କାର କଲା ବାପା

ଗୁନା (ମଧ୍ୟପ୍ରଦେଶ),୨୩।୨: ଜଣେ ହାଣ୍ଡିକ୍ୟାପ୍‌ ବ୍ୟକ୍ତି ୧୪ ବର୍ଷୀୟା ନାବାଳିକା ଝିଅଙ୍କୁ ହତ୍ୟା କରିବା ପରେ ମୃତଦେହ ସହ ବଳାତ୍କାର କରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗୁଣା ଜିଲାରୁ। ୪୦ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ…

ମାଲ୍ୟା, ମୋଦି, ଚୋକ୍‌ସିଙ୍କ ଠାରୁ ୧୮ ହଜାର କୋଟି ଫେରିପାଇଛି ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ବ୍ୟାଙ୍କଗୁଡ଼ିକୁ ଫେରାଯାଇଛି। ବେଆଇନ ଟଙ୍କା ନେଣଦେଣ ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦିଆଯାଇଥିବା ଅତିରିକ୍ତ ଅଧିକାର ବିରୋଧରେ ଦାଖଲ କରାଯାଇଥିବା…

କମ୍ପାନୀ ଟଙ୍କାରେ ନିଜର ବିୟୁଟି ଚିକିତ୍ସା କରାଉଥିଲେ

ନୂଆଦିଲ୍ଲୀ,୨୩।୨: ଫିନଟେକ୍‌ ଫାର୍ମ ଭାରତପେ’ ଏହାର ମ୍ୟାନେଜିଂ ଡିରେକ୍ଟର ଅଶନୀର ଗ୍ରୋଭରଙ୍କ ସ୍ତ୍ରୀ ମାଧୁରୀ ଜୈନଙ୍କୁ ବିଦା କରିଛି। ଏକ୍ସଟରନାଲ ଅଡିଟ୍‌ ପରେ ଆର୍ଥିକ ଅନିୟମିତତା ଏବଂ ଷ୍ଟକ ଅପଶନକୁ ବାତିଲ କରିବାରୁ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। “ଏମପ୍ଲୟମେଣ୍ଟ…

ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ…

ମୁମ୍ବାଇ, ୨୩।୨ : ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ। ଏହା ଆଫିନିଟ୍‌ ଟେଷ୍ଟ୍‌ ହୋଇପାରେ କିନ୍ତୁ ଲିଟମସ୍‌ ଟେଷ୍ଟ୍‌ ନୁହେଁ ବୋଲି ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ସମୟ ସହିତ କୌଣସି…

ପ୍ରଥମେ ପାଠପଢ଼ାରେ ମନ ଦିଅ, ପରେ ବିବାହ…

ଭୋପାଳ, ୨୩।୨ : ପାଠପଢ଼ା ପରେ ବିବାହ କାର୍ଯ୍ୟ ହେଲେ ଭଲ। ନାରୀ ନିକେତନରେ ଥିବା ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ପରାମର୍ଶ ପ୍ରଦାନ କରାଯାଇଛି। ଯୁବତୀ ଜଣକ ନିଜ ସମ୍ପ୍ରଦାୟ ବାହାରେ ଜଣଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।…

ଅଣ୍ଡରୱାର୍ଲଡ ସହ ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମନ୍ତ୍ରୀ ନଓ୍ବାବ ମଲିକ

ମୁମ୍ବାଇ,୨୩।୨: ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଏବଂ ମୁମ୍ବାଇ ଅଣ୍ଡରଓ୍ବାଲର୍‌ଡ ସହ ବେଆଇନ ଟଙ୍କା ନେଣଦେଣ ମାମଲାରେ ବୁଧବାର ଗିରଫ ହୋଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ। ୬୨ ବର୍ଷୀୟ ମନ୍ତ୍ରୀଙ୍କୁ ଗିରଫ କରାଯିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ…

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପାଇଁ ପୋଲିସ ଘେରି

ନୂଆଦିଲ୍ଲୀ,୨୩।୨: ଶତାଧିକ ପୋଲିସ କର୍ମୀ, ପାରାମିଲିଟାରୀ ଯବାନଙ୍କ ଛାଉଣୀ ମଧ୍ୟରେ ବୁଧବାର ଉତ୍ତରପ୍ରଦେଶର ଲଖିମବୁର ଖେରି ନିର୍ବାଚନ ଲାଗି ଭୋଟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ କେନ୍ଦ୍ରମନ୍ତ୍ରୀ ପୋଲିସ ଓ ସୁରକ୍ଷା କର୍ମୀ…

ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରି ପୋତି ଦେଲେ

ପାଟଣା,୨୩।୨: ସୋସିଆଲ ମିଡିଆରୁ ଏକ ବିଚଳିତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମୁସଲିମ ଯୁବକଙ୍କୁ ଗୋରକ୍ଷକ ଦର୍ଶାଉଥିବା ଏକ ଗୋଷ୍ଠୀ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ଘଟିଛି ବିହାରରେ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପୀଡ଼ିତଙ୍କୁ ପିଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri