ଜାତୀୟ

ଅଫ୍‌ଲାଇନ୍‌ରେ ହେବ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା, ଅନ୍‌ଲାଇନ୍‌ ପରୀକ୍ଷା ଆବେଦନ ଖାରଜ…

ନୂଆଦିଲ୍ଲୀ, ୨୩।୨ : ଦଶମ ଏବଂ ଦ୍ୱାଦଶ ବୋର୍ଡର ଅଫଲାଇନ ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାୟ ପ୍ରଦାଦ କରିଛନ୍ତି। ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନଲାଇନରେ କରିବାକୁ କୋର୍ଟ ମନା କରି ଦେଇଛନ୍ତି। ବୁଧବାର ଅନୁଷ୍ଠିତ…

ଜଣେ ବ୍ୟକ୍ତିଙ୍କର ୨ଟି ଜନ୍ମ ପ୍ରମାଣପତ୍ର ହୋଇପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ଜଣେ ବ୍ୟକ୍ତିଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ହୋଇ ପାରିବ ନାହିଁ। ଏଭଳି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ବ୍ୟକ୍ତିଙ୍କ ପରିଚୟ କେବଳ ତାଙ୍କର ନାମ ଅବା ମାତାପିତାଙ୍କ ଦ୍ୱାରା ହୋଇ ନଥାଏ।…

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିମଲା,୨୩।୨: ହିମାଚଳ ପ୍ରଦେଶରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। କିନ୍ନୌର ଜିଲାରେ ବୁଧବାର ସକାଳ ୯.୫୮ଟାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ନ୍ୟାସନାଲ ସେଣ୍ଟର ଫର ସେସ୍‌ମୋଲୋଜି ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା ୪.୦ ତୀବ୍ରତା…

ଲିଙ୍ଗଗତ ସମାନତା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଏହାକୁ ଉପେକ୍ଷା କରାଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ପ୍ରତିଟି କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପଲବ୍ଧ କରାଇବା ଆବଶ୍ୟକ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାକୁ ଉପେକ୍ଷା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ନାଗଲାଣ୍ଡ ପୌରପାଳିକା ନିର୍ବାଚନରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ମାମଲାର…

୧୫ ଦିନର ପୁଅକୁ ଅପହରଣ କଲେ ବାପା: କାରଣ ଜାଣିଲେ ହେବେ ଭାବପ୍ରବଣ

ଚଣ୍ଡିଗଡ,୨୩।୨:ପଞ୍ଜାବର ଅମ୍ବାଲା ଜିଲାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଜଣେ ପିତା ନିଜ ପୁଅକୁ ଅପହରଣ କରିନେଇଛନ୍ତି। ଏନେଇ ସ୍ବାମୀଙ୍କ ବିରୋଧରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି ସ୍ତ୍ରୀ। ତେବେ ଘଟଣା ପଛର କାରଣ ଭାବପ୍ରବଣ କରିଦେବ। ଅଭିଯୁକ୍ତ…

ରୁଷିଆ-ୟୁକ୍ରେନ ସମ୍ଭାବ୍ୟ ଯୁଦ୍ଧ ପଛର କାରଣ କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇବାରେ ଲାଗିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ବଢିବାରେ ଲାଗିଛି। ତେବେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଭାରତ ନିରପେକ୍ଷ ରହିବା ସହ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ସପକ୍ଷରେ…

ଟୁଇଟ୍‌ କରିବା ପଡିଲା ମହଙ୍ଗା

ବେଙ୍ଗାଲୁରୁ,୨୩।୨: ହିଜାବ ମାମଲାର ଶୁଣାଣି କରୁଥିବା ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ଟୁଇଟ୍‌ ଅଭିଯୋଗରେ କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାରଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଥାନାରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର…

ଭୋଟ ଦେଲେ ମିଳିବ ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ରାଜଧାନୀ ଲକ୍ଷ୍ନୌ ହେଉଛି ଉତ୍ତରପ୍ରଦେଶ ରାଜନୀତିର ପାଓ୍ବାର ସେଣ୍ଟର। ତେଣୁ ଲକ୍ଷ୍ନୌରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସ୍ବତନ୍ତ୍ର ଉପହାରର ଘୋଷଣା…

ହର୍ଷଙ୍କ ହତ୍ୟା ଘଟଣାରେ ଏଯାଏ ୮ଅଭିଯୁକ୍ତ ଗିରଫ: ଗୃହମନ୍ତ୍ରୀ

ବେଙ୍ଗାଲୁରୁ,୨୩।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏନେଇ କର୍ନାଟକ ଗୃହମନ୍ତ୍ରୀ ଅରାଗା ଜନେନ୍ଦ୍ର ବୁଧବାର ସୂଚନା ଦେଇଛନ୍ତି। ଏହି ମାମଲାରେ ୬ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା।…

ଲମ୍ବା ଲାଇନ୍‌ରେ ଠିଆ ହୋଇ ପ୍ରାୟ ଦେଢ଼ ଘଣ୍ଟା ପରେ ଭୋଟ ଦେଲେ ଭାଜପା ପ୍ରାର୍ଥୀ ପଙ୍କଜ ଗୁପ୍ତା

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଭୋଟ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଅନେକ ସ୍ଥାନରେ ଇଭିଏମ୍‌ ଓ ଭିଭିପାଟ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଭୋଟରମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି।…

ସ୍ବଦେଶୀ ଜ୍ଞାନକୌଶଳର ବିକାଶ ପାଇଁ ପ୍ରିଡେଟର ଡ୍ରୋନ୍‌ କିଣିବାକୁ ମନା କଲା ଭାରତ…

ନୂଆଦିଲ୍ଲୀ, ୨୩।୨ : ଆମେରିକାରୁ କିଣିବାକୁ ଥିବା ୩୦ଟି ବିନା ଚାଳକ ପ୍ରିଡେଟର ଡ୍ରୋନ କିଣିବା ପାଇଁ ଭାରତ ଯୋଜନା କରିଥିବାବେଳେ ଏବେ ଏହାକୁ ବାତିଲ କରିଛି। ଭାରତୀୟ ସେନା ଲାଗି ୩ ବିଲିୟନ ଡଲାରରେ ଏହି ଡ୍ରୋନ୍‌ କିଣାଯାଇଥାନ୍ତା। ମାତ୍ର…

ଉନ୍ନାଓରେ ୧୧ ପୋଲିଂ ବୁଥ୍‌ରେ ଇଭିଏମ୍‌-ଭିଭିପାଟ ଖରାପ୍‌

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଲୋକମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। କେଉଁଠାରେ ଲୋକମାନେ ନିଜେ ଭୋଟ ବର୍ଜନ କରିଛନ୍ତି ତ ଆଉ କେଉଁଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ ଦେଇପାରିନାହାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri