୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଘରେ ଦେବେ ଭୋଟ…
ନୂଆଦିଲ୍ଲୀ, ୮।୧: ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ମତଦାନ ୨୮ ଦିନ ଧରି ୭ଟି ପର୍ଯ୍ୟାୟରେ କରାଯିବ। ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ,…
୨୭ ରାଜ୍ୟରେ ଓମିକ୍ରନ୍…
ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭୧ ଛୁଇଁଛି।…
ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ…
ନୂଆଦିଲ୍ଲୀ, ୮।୧ : ଦେଶରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୂଚନା ଦେଇଛନ୍ତି। ଏହା ଦ୍ୱାରା ଅଧିକରୁ ଅଧିକ ବାଳିକାଙ୍କୁ ଭବିଷ୍ୟତରେ ସେନା ବାହିନୀରେ ଯୋଗଦେବାର ସୁଯୋଗ ମିଳିବ ବୋଲି ସେ…
୫ ରାଜ୍ୟରେ ବିଧାନସଭା ନିର୍ବାଚନ…
ନୂଆଦିଲ୍ଲୀ, ୮।୧: ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଫେବୃୟାରୀ ୧୦ରେ ନିର୍ବାଚନ ଆରମ୍ଭ ହୋଇ ମାର୍ଚ୍ଚ ୭ରେ ଶେଷ ହେବ।…
ଏକ ସପ୍ତାହ ମଧ୍ୟରେ ୨ କୋଟି କିଶୋରଙ୍କୁ ଦିଆଗଲାଣି କରୋନା ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୮ ।୧: କରୋନା ମହାମାରୀ ସହ ଲଢିବା ପାଇଁ ସପ୍ତାହେ ହେବ କିଶୋର ଅର୍ଥାତ୍ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ସାରା ଦେଶରେ ଟିକା ଦିଆଯାଉଛି । ଏକ ସପ୍ତାହ ମଧ୍ୟରେ ଦେଶର ପ୍ରାୟ ୨ କୋଟି କିଶୋରଙ୍କୁ କରୋନା ଟିକା…
ଟିକା ନେଇ ନ ଥିଲେ ସାବଧାନ: ମୁମ୍ବାଇରେ ୯୬ ପ୍ରତିଶତ ସଂକ୍ରମିତ ଟିକା ନ ନେଇ ଅକ୍ସିଜେନ ସପୋର୍ଟରେ
ମୁମ୍ବାଇ,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଚମକାଇବା ଭଳି ଖବର ମିଳିଛି । ବୃହନମୁମ୍ବାଇ ମହାନଗର ନିଗମ(ବିଏମ୍ସି)ର ଏକ ଡାଟାରୁ ସୂଚନା ମିଳିଛି କି ମୁମ୍ବାଇର ହସ୍ପିଟାଲରେ ଅକ୍ସିଜେନ ସପୋର୍ଟରେ ୯୬…
ଅପରାହ୍ନରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ,୮।୧: ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଅପରାହ୍ନ ୩ଟା ୩୦ରେ ଘୋଷଣା କରାଯିବ। ତେବେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ ବୋଲି ସୂଚନା ରହିଛି। ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ…
ଚନ୍ନିଙ୍କ ପାଲଟା ଆକ୍ରମଣ: କିଛି ପଥର ବାଜିନାହିଁ, ଗୁଳି ବି ଚାଲିନାହିଁ…
ଚଣ୍ଡିଗଡ଼, ୮।୧: ପଞ୍ଜାବର ଫିରୋଜପୁରରେ ରାଲି କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଢିଲା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସିଧାସଳଖ ଭାବେ ପାଲଟା ଆକ୍ରମଣ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ…
୧୦ ଲକ୍ଷରେ ପହଞ୍ଚିପାରେ ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ,୮।୧: ଓମିକ୍ରନ୍ ଯୋଗୁ ଦେଶରେ କୋଭିଡ୍ର ତୃତୀୟ ଲହର ଆସିଛି। ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ ପହଞ୍ଚତ୍ବ ବୋଲି ଏକ ନୂଆ ମଡେଲ୍ ପୂର୍ବାନୁମାନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସୋନୁଙ୍କ ବଡ ପଦକ୍ଷେପ
ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ପଦକ୍ଷେପ ନେଇଛନ୍ତି। ସେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ନିଜେ ଓହରି ଯାଇଛନ୍ତି। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏସ କରୁଣା ରାଜୁ ସୂଚନା ଦେଇଛନ୍ତି।…
୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ନୂଆ ସଂକ୍ରମିତ
ନୂଆଦିଲ୍ଲୀ,୮।୧: ଦେଶରେ ଉପରମୁହାଁ ହୋଇଛି କରୋନା ମିଟର। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୪୧ ହଜାର ୩୨୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତକାଲି ୧ ଲକ୍ଷ ୧୭ ହଜାର…
ଫେବୃୟାରୀରେ ଶୀର୍ଷ ଛୁଇଁବ କରୋନା: ଦୈନିକ ଚିହ୍ନଟ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ୱ
କାନପୁର,୮ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଛି । ଆସନ୍ତା ଫେବୃୟାରୀରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ସେତେବେଳକୁ ଦୈନିକ ସଂକ୍ରମଣ ୮ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି…
Archives


