୯ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୫।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୮୯୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ…
ବୁଷ୍ଟର ପାଇଁ ଅଧିକ ଗବେଷଣା ହେଉ
ନୂଆଦିଲ୍ଲୀ, ୫।୧୨(ପି.ଟି.): କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ୁଥିବାବେଳେ କୋଭିଡ୍ ଟିକାଗୁଡ଼ିକ କେତେ ଫଳପ୍ରଦ, ତାହାର ଆକଳନ କରିବା ପାଇଁ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଏଥିସହିତ ନୂଆ ଷ୍ଟ୍ରେନ୍କୁ ନିୟନ୍ତ୍ରଣ କରିବା ଲାଗି ବୁଷ୍ଟର ଡୋଜ୍ର…
ବିବାଦ ସମାଧାନର ବିକଳ୍ପ ବାଛ
ନୂଆଦିଲ୍ଲୀ, ୫।୧୨(ଆଇଏଏନ୍ଏସ୍): ବିବାଦ ସମାଧାନ ଲାଗି କୋର୍ଟ କଚେରି ନ ଧାଇଁ ମଧ୍ୟସ୍ଥତା, ବୁଝାମଣା ଭଳି ବିକଳ୍ପ ବ୍ୟବସ୍ଥା ବାଛିବା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍.ଭି. ରମନା ଶନିବାର ବ୍ୟବସାୟିକ ସମୁଦାୟଙ୍କୁ ପରାମର୍ଶ ଦେଇଛନ୍ତି। ହାଇଦ୍ରାବାଦର ଇଣ୍ଟରନ୍ୟାଶନାଲ ଅର୍ବିଟ୍ରେଶନ…
ମମତାଙ୍କୁ ସ୍ବାଗତ କଲେ ଅଖିଳେଶ
ଲକ୍ଷ୍ନୌ,୫।୧୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜାତୀୟ ରାଜନୀତିରେ ଟିଏମ୍ସିର ପତିଆରା ବୃଦ୍ଧିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପକୁ ସ୍ବାଗତ କରିଛନ୍ତି। ମମତା ଜାତୀୟ ସ୍ତରରେ ବିରୋଧୀ ସାମ୍ମୁଖ୍ୟର ନେତୃତ୍ୱ ନେଲେ ସେଥିରେ ସାମିଲ ହେବେ…
ଯୁବତୀଙ୍କୁ ମିଳିଥିବା ସ୍କୁଟି ନମ୍ବରର ଅକ୍ଷରକୁ ନେଇ ପରିବହନ ବିଭାଗକୁ ନୋଟିସ ଜାରି କଲା ଡିସିଡବ୍ଲ୍ୟୁ
ନୂଆଦିଲ୍ଲୀ,୫ ।୧୨: ଜଣେ ଯୁବତୀଙ୍କୁ ସ୍କୁଟିର ନମ୍ବର ପ୍ଲେଟରେ ଥିବା ଅକ୍ଷରକୁ ନେଇ ହଟାହଟା ହେବାକୁ ପଡିଛି । ଏ ନେଇ ସେ ମହିଳା କମିଶନରେ ଅଭିଯୋଗ କରିବା ପରେ ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ) ଏ ନେଇ ପରିବହନ ବିଭାଗକୁ ନୋଟିସ…
ଓମିକ୍ରନ୍ ସଙ୍କଟ: ମହାରାଷ୍ଟ୍ର-କର୍ନାଟକ-ଗୁଜରାଟ ପରେ ଏବେ ଦିଲ୍ଲୀ ଉପରେ ନଜର
ନୂଆଦିଲ୍ଲୀ,୫ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ପ୍ରଥମେ କର୍ନାଟକରେ ୨ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମହାରାଷ୍ଟ୍ର ଓ ଗୁଜରାଟରେ ଜଣେ…
କରୋନାର ଦ୍ୱିତୀୟ ଡୋଜ ଟିକା ନେଲେ ମିଳିବ ସ୍ମାର୍ଟ ଫୋନ
ରାଜକୋଟ,୫ ।୧୨: କରୋନା ମହାମାରୀର ଭୟାବହାତାକୁ ଦେଖି ଏବେ ଟିକାକରଣ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି । ଗୁଜରାଟର ରାଜକୋଟ ମ୍ୟୁନିସିପାଲ କର୍ପୋରେଶନ ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବାକୁ ଯାଇ ସ୍ମର୍ଟ ଫୋନ ଉପହାର ଦେବାକୁ ଘୋଷଣା କରିଛି ।…
ଠକଠାରୁ ଜ୍ୟାକଲିନ ନେଇଥିବା ଉପହାର ତାଲିକାରେ ୯ ଲକ୍ଷ ଟଙ୍କାର ବିଲେଇ
ନୂଆଦିଲ୍ଲୀ, ୫।୧୨: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇକୁ ମିଶାଇ ୧୦ କୋଟି ଟଙ୍କାର ଉପହାର ଦେଇଛନ୍ତି ସୁକେଶ ଚନ୍ଦ୍ରଶେଖର ନାମକ ଏକ ଠକ। ବେଆଇନ…
ଶାହାଙ୍କ ସହ ଆଲୋଚନା ପରେ ଗଠନ ହେଲା ୫ ଜଣିଆ କମିଟି
ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ବିକ୍ଷୋଭରତ କୃଷକମାନେ ଆନ୍ଦୋଳନରୁ ଓହରିପାରନ୍ତି। କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପରେ କୃଷିଜାତ ସାମଗ୍ରୀଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରଦାନ ପାଇଁ ବିଚାର କରୁଥିବାରୁ…
ମୋଦିଙ୍କ ରାଲିକୁ ଯାଉଥିବା ବସ୍ ଧକ୍କାରେ ଗଲା ପରିବାରର ୩ ଜୀବନ
ସାହରନପୁର, ୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେରାଡୁନ୍ ରାଲିକୁ ଲୋକ ନେଇ ଯାଉଥିବା ଏକ ବସ୍ ଧକ୍କାରେ ଚାଲିଯାଇଛି ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ସେହି ପରିବାର ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଉତ୍ତରପ୍ରଦେଶ ସାହରନପୁର ଜିଲାର ମୋହନ୍ଦ…
‘ୟୁପିରେ ସଂଖ୍ୟାଗରିଷ୍ଠତା ସହ ଭାଜପା ସରକାରକୁ ଫେରିବ’
ମୁମ୍ବାଇ,୪।୧୨: ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଭାଜପା ଉତ୍ତର ପ୍ରଦେଶ ସରକାରକୁ ଫେରିବ। ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍ ବୈଠକ (ଏଚ୍ଟିଏଲଏସ୍)ରେ ଏଭଳି ଦୃଢ଼ୋକ୍ତି ରଖିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏଥିସହ ନିର୍ବାଚନ ଲାଗି ଛୋଟ ଛୋଟ ରାଜନୈତିକ ଦଳ ସହ…
ଅମରିନ୍ଦରଙ୍କ ସହ ମେଣ୍ଟ ଉପରେ ଏମିତି କହିଲେ ଶାହା
ନୂଆଦିଲ୍ଲୀ,୪।୧୨: ପଞ୍ଜାବ ବିଧାନସଭା ନିର୍ବାଚନରେ ମେଣ୍ଟ ଗଠନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ଶିରୋମଣି ଅକାଳୀ ଦଳର ପୂର୍ବତନ ନେତା ଶୁଖଦେବ ସିଂ ଧିଂସାଙ୍କ ସହ ଭାଜପାର ଆଲୋଚନା ଚାଲିଛି। ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏହି ସୂଚନା…
Archives


