ଫେବୃୟାରୀ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଲକ୍ଷ୍ନୌ, ୨୭।୧: ଉତ୍ତରପ୍ରଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସ୍କୁଲ କଲେଜକୁ କଲେଜକୁ…
କୋଭିଡ୍ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ
ନୂଆଦିଲ୍ଲୀ, ୨୭।୧: କୋଭିଡ୍ ସ୍ଥିତିକୁ ନେଇ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକ ରାଜ୍ୟପାଳ ଅନୀଲ ବାଇଜଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମଧ୍ୟ୍ୟାହ୍ନ ୧୨.୩୦ରେ ବୈଠକ ହେବାକୁ ଧାର୍ଯ୍ୟ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ…
ଚାକିରି ନାହିଁ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ହତାଶ ଯୁବବର୍ଗ…
ନୂଆଦିଲ୍ଲୀ, ୨୭।୧ : ଭାରତରେ ବେକାରୀ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ଚାକିରି ନ ଥିବାରୁ ଯୁବବର୍ଗ ହତାଶ ହୋଇ ଦେଶ ଛାଡି ବିଦେଶ ଯିବାକୁ ଚାହୁଁଛନ୍ତି। କ୍ରମାଗତ ଏଭଳି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନୀତି ବିଫଳ ହେଉଥିବାରୁ…
ପୁଣି ଉପର ମୁହାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ, ୨୭।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍ ଲାଗିବା ପରେ ଏହା ପୁଣି ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୬ ହଜାର ୩୮୪ ଜଣ ନୂଆ…
ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍, ବୈଜ୍ଞାନିକ-କଳାକାର-ଲେଖକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…
ବେଙ୍ଗାଲୁରୁ, ୨୭।୧ : କର୍ନାଟକରେ ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଉଛି। ଏସବୁ ଧାର୍ମିକସ୍ଥଳ ଉପରେ ଲଊଗାତାର ଆକ୍ରମଣ ବୃଦ୍ଧି ପାଉଛି। ଏନେଇ ୩୭ ଜଣ ବୈଜ୍ଞାନିକ, ପରିବେଶ୍ବିତ୍, କଳାକାର ଏବଂ ଲେଖକ ରାଜ୍ୟ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଚିଠି ଲେଖିଛନ୍ତି। …
ଗୁଲାମ ନବି ଆଜାଦଙ୍କ ପଦ୍ମ ସମ୍ମାନକୁ ନେଇ କଂଗ୍ରେସରେ ତିକ୍ତତା
ନୂଆଦିଲ୍ଲୀ,୨୭ ।୧: କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦଙ୍କୁ ମିଳିବ ପଦ୍ମ ଭୂଷଣ ସମ୍ମାନ । ଏହା ଘୋଷଣା ହେବା ପରେ ଏବେ କଗ୍ରେସରେ ତିକ୍ତତା ଆରମ୍ଭ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ…
କଂଗ୍ରେସକୁ ଘାରିଛି ଘର କଳି ଚିନ୍ତା, ପଞ୍ଜାବ-ଉତ୍ତରାଖଣ୍ଡରେ ଅବୁଝାଙ୍କୁ ବୁଝାଇବା ଜାରି…
ନୂଆଦିଲ୍ଲୀ, ୨୭।୧ : ଆଗକୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତେବେ ଏହି ଦୁଇରାଜ୍ୟରେ ଘର କଳି ଯୋଗୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି। ଟିକଟ ବଣ୍ଟନ ଉପରେ ଦଳୀୟ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦଳର ହାଇକମାଣ୍ଡ…
କରୋନା ବୁଷ୍ଟର ଡୋଜକୁ ନେଇ ବଦଳିପାରେ ନିୟମ
ନୂଆଦିଲ୍ଲୀ,୨୭ ।୧: କରୋନାର ବୁଷ୍ଟର ଡୋଜକୁ ନେଇ ସରକାର ନିୟମରେ କିଛି ପରିବର୍ତ୍ତନ କରିପାରନ୍ତି । ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧିକୁ ଦେଖି ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ କରାଯାଇଥିଲା । ହେଲେ ଏବେ ଏହା ମନ୍ଥର ଗତିରେ ଚାଲିଛି ।…
ରେଲଓ୍ବେ ଟ୍ରାକ୍ ଉଡାଇଲେ ମାଓବାଦୀ…
ରାଞ୍ଚି, ୨୭।୧ : ଝାଡ଼ଖଣ୍ଡରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ରେଲଓ୍ବେ ଟ୍ରାକ୍କୁ ଉଡାଇ ଦେଇଛନ୍ତି। ଝାଡ଼ଖଣ୍ଡର ଗିରିଡ଼ିହ ନିକଟରେ ମାଓବାଦୀମାନଙ୍କ ପକ୍ଷରୁ ଏଭଳି ଆଇଡି ବିସ୍ଫୋରଣ କରାଯାଇଛି। ରାତି ୧୨ଟା ୩୪ରେ ଧାନବାଦ ଡିଭିଜନ୍ର କରମାବାଦ୍-ଚିଚାକି ଷ୍ଟେଶନ ମଧ୍ୟରେ ଏହି…
କଂଗ୍ରେସକୁ ଲାଗିପାରେ ଝଟ୍କା
ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡ କଂଗ୍ରେସକୁ ଲାଗିପାରେ ବଡ ଝଟ୍କା । ଉତ୍ତରାଖଣ୍ଡ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି । ନିକଟରେ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳର ସମସ୍ତ ପଦରୁ ହଟାଇ…
୩୦ ବର୍ଷ ପରେ ଲାଲ ଚୌକରେ ଉଡ଼ିଲା ତ୍ରୀରଙ୍ଗା
ଶ୍ରୀନଗର,୨୬।୧: ଲାଲ ଚୌକରେ ଥିବା ଐତିହାସିକ କ୍ଲକ୍ ଟାଓ୍ବାରରେ ୩୦ ବର୍ଷ ପରେ ବୁଧବାର ଉଡ଼ିଛି ତୀରଙ୍ଗା। ଭେଟେରାନ ଭାଜପା ନେତା ମୁରଲି ମନୋହର ଯୋଶି ପତକା ଉତ୍ତୋଳନ କରିଥିଲେ। ସାମାଜିକ କର୍ମୀ ସାଜିଦ ୟୁସୁଫ ଶାହା ଓ ସାହିଲ ବାଶିର…
ଡ୍ୟାନ୍ସରଙ୍କ ଉପରେ ଖସି ପଡ଼ିଲା ଡ୍ରୋନ
ଭୋପାଳ,୨୬।୧: ମଧ୍ୟପ୍ରଦେଶର ଜବଲପୁରରେ ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଇଭେଣ୍ଟରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବା ଡ୍ୟାନ୍ସରଙ୍କ ଉପରେ ଡ୍ରୋନ ଖସି ପଡ଼ିଛି। ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାର ଭିଡିଓରେ ଇଣ୍ଡୁ…
Archives


