ଦୁଇ ଥର ପତକା ଉତ୍ତୋଳନ କଲେ ମନ୍ତ୍ରୀ
ଥିରୁବାନନ୍ଥପୁରମ,୨୬।୧: ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଲଜ୍ଜିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। କେରଳର କାସାରାଗଡ୍ ଜିଲା କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପରେଡ୍ରେ ବନ୍ଦର ମନ୍ତ୍ରୀ ଅହାମଦ ଦେଭରକୋଇଲ ଓଲ୍ଟା ପତକା ଉତ୍ତୋଳନ କରିଛନ୍ତି। ପତକା ଉତ୍ତୋଳନ ପରେ…
ଅମୃତସର ପୂର୍ବରୁ ହେଭି ଓ୍ବେଟ୍ ଲଢ଼େଇ
ନୂଆଦିଲ୍ଲୀ,୨୬।୧: ପଞ୍ଜାବ ବିଧାନସଭା ନିର୍ବାଚନରେ ଅମୃତସର (ପୂର୍ବ) ଆସନରେ ହେବ ସବୁଠୁ ବଡ଼ ମୁକାବିଲା। ଏହି ଆସନରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରାଜ୍ୟର ଦୁଇ ହେଭିଓ୍ବେଟ ନେତା। ଗୋଟିଏ ପଟେ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଥିବା ବେଳେ ତାଙ୍କ…
ଗୁଗ୍ଲ ସିଇଓଙ୍କ ବିରୋଧରେ ମାମଲା
ନୂଆଦିଲ୍ଲୀ,୨୬ା୧: କପିରାଇଟ୍ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରିଛି। ମୁମ୍ବାଇ ପୋଲିସ କହିଛି ଯେ, କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଗୁଗ୍ଲ ସିଇଓ…
ଗର୍ଭବତୀ ମହିଳା, ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ‘ଓ୍ବାର୍କ ଫ୍ରମ୍ ହୋମ୍’ ସୁବିଧା
ଲକ୍ଷ୍ନୌ,୨୬।୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ‘ଓ୍ବାର୍କ ଫ୍ରମ୍ ହୋମ୍’ ସୁବିଧା ମିଳିବ। ପୂର୍ବରୁ ସରକାର ଅଫିସଗୁଡ଼ିକରେ ଭିଡ କମ୍ କରିବାକୁ ୫୦%…
ଅବସର ନେଲା ବିରାଟ, ସେବା ଲାଗି ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ, ୨୬।୧: ରାଷ୍ଟ୍ରପତିଙ୍କ ସୁରକ୍ଷା ଦଳରେ ସାମିଲ ଥିବା ଏକ ଘୋଡ଼ା ବିରାଟ ବୁଧବାର ଅବସର ନେଇଛି। ଗଣତନ୍ତ୍ର ଦିବସ ପରେଡ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରାଟ ନିକଟକୁ ଯାଇ ସେବା ଲାଗି ତାର ପ୍ରଶଂସା କରିଥିଲେ। ସେ ଗତ…
ଆଇଏଏଫ୍ ମେଢ଼ରେ ସ୍ଥାନ ପାଇଲେ ଦେଶର ପ୍ରଥମ ମହିଳା ରାଫେଲ ପାଇଲଟ୍
ନୂଆଦିଲ୍ଲୀ,୨୬।୧: ୭୩ତମ ସାଧାରଣତନ୍ତ୍ର ଦିବସ ପରେଡ୍ ଭାରତୀୟ ବାୟୁ ସେନା (ଆଇଏଏଫ୍) ମେଢ଼ରେ ସ୍ଥାନ ପାଇଥିଲେ ଦେଶର ପ୍ରଥମ ମହିଳା ରାଫେଲ ଫାଇଟର ଜେଟ ପାଇଲଟ୍ ଶିଭାଙ୍ଗି ସିଂ। ଭାରତୀୟ ବାୟୁ ସେନା ମେଢ଼ରେ ସ୍ଥାନ ପାଇବାରେ ସେ ହେଉଛନ୍ତି ଦେଶର…
ସାଧାରଣତନ୍ତ୍ର ଦିବସରେ ବିହାରରେ ଟ୍ରେନ ଜାଳିଦେଲେ ଛାତ୍ରୀଛାତ୍ର
ପାଟଣା,୨୬।୧: ଦେଶରେ ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବିହାରରେ ଏକ ଯାତ୍ରୀବାହି ଟ୍ରେନକୁ ଜାଳି ଦେଇଛନ୍ତି ରେଲଓ୍ବେ ଚାକିରି ପରୀକ୍ଷା ବିରୋଧରେ ବିକ୍ଷୋଭ କରୁଥିବା ଛାତ୍ରୀଛାତ୍ର। କେବଳ ଏତିକି ନୁହେଁ, ଅନ୍ୟ ଏକ ଯାତ୍ରୀବାହି ଟ୍ରେନକୁ ପଥରେ…
ପାଦରେ ଚାଲି ଚାଲି ଲୋକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୨୬।୧ : ଦେଶର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବୁଧବାର ରାଜଧାନୀ ଦିଲ୍ଲୀର ରାଜପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ଲୋକଙ୍କୁ ଭେଟିଛନ୍ତି। ୨୦୧୫ଠାରୁ ଗତ ୭ ବର୍ଷ ଧରି ପ୍ରଧାନମନ୍ତ୍ରୀ ଏହି ପରମ୍ପରା ପାଳନ କରୁଛନ୍ତି। ପରେଡ…
ବିଏସ୍ଏଫ୍ ପକ୍ଷରୁ ରାଜପଥରେ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା…
ନୂଆଦିଲ୍ଲୀ, ୨୬।୧ : ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ବିଏସ୍ଏଫ୍ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା ଦିଆଯାଇଛି। ବିଏସ୍ଏଫ୍ର ଡେୟାର ଡେଭିଲ୍ ଟିମ୍ ପକ୍ଷରୁ ହୋଇଥିବା ମୋଟରସାଇକେଲରେ ବିଭିନ୍ନ…
ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ
ରାୟପୁର,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଛତିଶଗଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି, ଏଣକି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ସପ୍ତାହରେ ମାତ୍ର ପାଞ୍ଚ ଦିନ କାମ କରିବାକୁ ପଡିବ। ଏହା ବ୍ୟତୀତ ମହିଳା ସୁରକ୍ଷା…
ପରାକ୍ରମ ଦେଖିଲା ସାରା ଦୁନିଆ…
ନୂଆଦିଲ୍ଲୀ, ୨୬।୧ : ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ଭାରତ ପକ୍ଷରୁ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରାଯାଇଛି। ଭାରତୀୟ ସେନାର ସର୍ବଶ୍ରେଷ୍ଠ ତଥା ଶକ୍ତିଶାଳୀ ଯୁଦ୍ଧ ଉପକରଣ ପ୍ରଦର୍ଶିତ ହୋଇଛି। ସ୍ବଦେଶୀ…
ମୁଣ୍ଡରେ ଉତ୍ତରାଖଣ୍ଡ ଟୋପି-ବେକରେ ମଣିପୁର ଗାମୁଛା, ଗୋଟିଏ ତୀରରେ ଦୁଇ ଶିକାର…
ନୂଆଦିଲ୍ଲୀ, ୨୬।୧ : ସାଧାରଣତନ୍ତ୍ର ଦିବସ ଅବସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରେ ଉତ୍ତରାଖଣ୍ଡର ସଂସ୍କୃତି ଅନୁସାରେ ମୁଣ୍ଡରେ ପାରମ୍ପରିକ ଟୋପି ପିନ୍ଧିଛନ୍ତି। ଏଥିରେ ଉତ୍ତରାଖଣ୍ଡର ରାଜ୍ୟର ଜାତୀୟ ଫୁଲ ବ୍ରହ୍ମକମଳ ଅଙ୍କିତ ହୋଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମଣିପୁରର…
Archives


