୭୫ ଯୁବତୀଙ୍କୁ ବିବାହ ପରେ କଲଗର୍ଲ କରି ଥିବା ଅଭିଯୁକ୍ତ ଗିରଫ…
ଭୋପାଳ,୪।୧୦: ବାଂଲାଦେଶୀ ଯୁବତୀଙ୍କୁ ଚୋରା ଚାଲାଣ କରି ସେମାନଙ୍କୁ ବିବାହ ପରେ କଲଗର୍ଲ କରୁଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଯାଇଛି। ଅଭିଯୁକ୍ତ ୨୦୦ରୁ ଅଧିକ ବାଂଲାଦେଶୀ ଯୁବତୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିବା ପୋଲିସ ପକ୍ଷରୁ ସୂଚନା...
୪ ବର୍ଷ ଧରି ଡ୍ରଗ୍ସ୍ ନେଉଛନ୍ତି ଆର୍ୟନ…
ମୁମ୍ବାଇ,୪।୧୦: କ୍ରୁଏଜ୍ ଡ୍ରଗ୍ସ୍ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ପଚରା ଉଚରା ସମୟରେ ନୂଆ କଥା ପଦାକୁ ଆସିଛି। ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ (ଏନ୍ସିବି) ପକ୍ଷରୁ ପଚରା ଉଚରା ସମୟରେ ଆର୍ୟନ ଗତ...
ଏକାଠି ନ ରହି ପାରିଲେ, ଅଲଗା ହେବା ଶ୍ରେୟସ୍କର…
ନୂଆଦିଲ୍ଲୀ,୪।୧୦: ଦାମ୍ପତ୍ୟ ଜୀବନ ଉପରେ ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ସ୍ତ୍ରୀ-ସ୍ବାମୀ ଏକାଠି ରହିବାରେ ସମସ୍ୟା ଉପୁଜୁଛି ତେବେ ପରସ୍ପର ଛାଡିବା ଶ୍ରେୟସ୍କର। ଦାମ୍ପତ୍ୟ ଜୀବନରେ ଉଠିଥିବା...
ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ,୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ...
ଡେରାଡୁନ୍ବାସୀଙ୍କ ଅସହଯୋଗ ଆନ୍ଦୋଳନ
ଡେରାଡୁନ୍, ୪ା୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରୁ ଅନୁପ୍ରାଣିତ ହୋଇ ଅନୁରୂପ ଭାବେ ରାସ୍ତା କାମ ପାଇଁ ଗଛକଟା କାମକୁ ବିରୋଧ କରିଛନ୍ତି ଡେରାଡୁନ୍ବାସୀ। ଉତ୍ତରପ୍ରଦେଶର ଗଣେଶପୁରଠାରୁ ଉତ୍ତରାଖଣ୍ଡର ଆଶାରୋରି ପର୍ଯ୍ୟନ୍ତ ୧୯.୫ କିମିର ୪ ଲେନ୍...
ଅଖିଳେଶ ଯାଦବ ନଜର ବନ୍ଦୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣ ପାଇଁ ମିଳିଲାନି ଅନୁମତି
ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଘଟଣା ବେଳକୁ ବେଳ ରାଜନୈତିକ ମୋଡ ନେଉଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ବିରୋଧିଦଳ ନେତାମାନେ ଲକ୍ଷ୍ମୀପୁର ପହଞ୍ଚିବା ଆରମ୍ଭ କରି ଦେଇଥିବା ବେଳେ ପୁଲିସ ପକ୍ଷରୁ କଡା...
ଟିକାକରଣକୁ ଅପେକ୍ଷା ନ କରି ଖୋଲାଯାଉ ସ୍କୁଲ, ପ୍ରଭାବିତ ହେଉଛି ଶିଶୁଙ୍କ ବିକାଶ: ବିଶ୍ୱ ବ୍ୟାଙ୍କ
ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘ ପ୍ରାୟ ୧ ବର୍ଷରୁ ଅଧିକ ସମୟ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନଙ୍କୁ ଅନଲାଇନରେ ପାଠପଢା ଯାଉଛି । ତେବେ ଛୋଟ ଛୋଟ ପିଲାଙ୍କ ପାଇଁ ଏପର୍ଯ୍ୟନ୍ତ...
ଲକ୍ଷ୍ମୀପୁର ଖେରି ଘଟଣା: ରାକେଶ ଟିକାଏତ କହିଲେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ହେବନାହିଁ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ,୪ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣା ଏବେ ଉତ୍ତେଜନାପୂର୍ଣ୍ଣ ହେବାକୁ ଯାଉଛି । ସେଠାରେ କୃଷକମାନେ ସାରା ରାତି ଧାରଣାରେ ବସିଛନ୍ତି । କୃଷକଙ୍କ ଦାବି ହେଉଛି ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ...
ଭାରି ପଡୁଛନ୍ତି ଭାରତୀୟ ସେନା: ଏଲ୍ଏସିରେ ପାଟ୍ରୋଲିଂର ତରିକା ବଦଳାଇଲା ଚାଇନା
ନୂଆଦିଲ୍ଲୀ,୪ ।୧୦: ଚାଇନାର ଦୁଇ ପାଦ ଆଗକୁ ଦୁଇ ପାଦ ପଛକୁ ନୀତି ଯୋଗୁ ଭାରତ-ଚାଇନା ସୀମା ବିବାଦ ଶେଷ ହେଉନାହିଁ । ସେନା ତଥା କୁଟନୀତି ସ୍ତରରେ କଥାବାର୍ତ୍ତା ପରେ ବି ଚାଇନାର ଉସକାଉଥିବା ଗୁଣ ଯୋଗୁ ପରିସ୍ଥିତି...
ଲକ୍ଷ୍ମୀପୁର ଖେରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ: ଯୋଗୀ
ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆଗମନକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଏଠାରେ ଉପୁଜିଥିବା ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା...
ଏନ୍ସିବି କଷ୍ଟଡିରେ ରାତି କାଟିଲେ ଆର୍ଯ୍ୟନଙ୍କ ସମେତ ୩ ଅଭିଯୁକ୍ତ
ମୁ୍ମ୍ବାଇ,୪ ।୧୦: ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ଏନ୍ସିବି ଅଧିକାରୀଙ୍କ ଚଢାଉ ପରେ ସେଥିରେ ଡ୍ରଗ୍ସ ପାର୍ଟି ଚାଲିଥିବା ଜଣାପଡିଥିଲା । ଡ୍ରଗ୍ସ ପାର୍ଟି କଥା ଜଣା ପଡିବା ପରେ ଏନ୍ସିବି ଅଧିକାରୀମାନେ ସାଦା ପୋଷାକରେ ସିପରେ...
ପ୍ରିୟଙ୍କା-ସତିଶ ମିଶ୍ରା ଗୃହବନ୍ଦୀ
ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ହୋଟେଲରେ କାନପୁରରର ବ୍ୟବସାୟୀ ମନିଷ ଗୁପ୍ତାଙ୍କୁ ପୋଲିସର ମାଡ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଶେଷ ହୋଇ ନ ଥିବା ବେଳେ ଲକ୍ଷ୍ମୀପୁର ଖେରିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର୍ ମଡାଇ...
Archives


