‘ଭାରତୀୟ ସେନାକୁ ଧନ୍ୟବାଦ’ କହି କିସ୍ କଲେ
କୋଚି,୯।୨: କେରଳର ପାଲାକ୍କାଡ ପାହାଡରେ ସୋମବାରଠାରୁ ଫଶି ରହିଥିବା ଜଣେ ଯୁବ ଟ୍ରେକରଙ୍କୁ ସେନାର ମାରାଥନ ଉଦ୍ୟମ ପରେ ବୁଧବାର ସକାଳେ ଉଦ୍ଧାର କରାଯାଇଛି। “ଭାରତୀୟ ସେନାକୁ ଅନେକ ଅନେକ ଧନ୍ୟବାଦ୍” ପାହାଡରୁ ସୁରକ୍ଷିତ ଭାବେ ଉଦ୍ଧାର ପାଇବା ପରେ ଆର.…
କ୍ଷମା ମାଗିଲେ ଡୋମିନୋଜ, ହୋଣ୍ଡା
ନୂଆଦିଲ୍ଲୀ,୯।୨: ସୋସିଆଲ ମିଡିଆ ଜରିଆରେ ଭାରତୀୟଙ୍କ ଭାବନାକୁ ଆଘାତ ଦେବା ପାଇଁ ପିଜା ଚେନ ଡୋମିନଜ ଏବଂ ଜାପାନର ଅଟୋ କମ୍ପାନୀ ହୋଣ୍ଡା ବୁଧବାର କ୍ଷମାପ୍ରାର୍ଥନା କରିଛନ୍ତି। ସ୍ବାଧୀନ କଶ୍ମୀର ସମର୍ଥନ କରିବା ଘଟଣାକୁ ନେଇ କୋରିୟାର କାର ନିର୍ମାତା ହ୍ୟୁଣ୍ଡାଇ…
୧୭ରୁ ଖୋଲିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ,୯।୨: ଆସନ୍ତା ଫେବୃୟାରୀ ୧୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ପ୍ରଫେସର ରଜନୀ ଆବି ବଧବାର ସୂଚନା ଦେଇଛନ୍ତିି। ଫିଜିକାଲ କ୍ଲାସ୍ କିଭଳି ହେବ ଏବଂ ଶ୍ରେଣୀ ଗୃହରେ ଛାତ୍ରୀଛାତ୍ର କରୋନା ପ୍ରୋଟୋକଲ ମାନି କିପରି ପରୀକ୍ଷା ଦେବେ ସେ ବିଷୟରେ…
ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି: ଲାଲୁ
ପାଟଣା,୯।୨: କର୍ନାଟକରେ ଦେଖାଯାଉଥିବା ହିଜାବ ବିବାଦକୁ ନେଇ ରାଜନୀତି ଜୋରଦାର ଚାଲିଛି। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସହ କର୍ନାଟକର ଭାଜପା ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପ୍ରସଙ୍ଗରେ ଏବେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ମୁଖ୍ୟ ଲାଲୁ…
ଏକକ ଖଣ୍ଡପୀଠରୁ ବୃହତ୍ ଖଣ୍ଡପୀଠକୁ ଗଲା ହିଜାବ ମାମଲା…
ବେଙ୍ଗାଲୁରୁ, ୯।୨ : କର୍ନାଟକରେ ଦେଖାଦେଇଥିବା ହିଜାବ ବିବାଦରେ ନୂଆ ମୋଡ଼ ଆସିଛି। ଏବେ ଏହାକୁ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠରୁ ବୃହତ୍ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଏକକ ଖଣ୍ଡପୀଠର ବିଚାରପତି କୃଷ୍ଣା ଏସ୍ ଦୀକ୍ଷୀତ୍ ବୁଧବାର ନିର୍ଦ୍ଦେଶ ଜାରି କରିଛନ୍ତି।…
କଂଗ୍ରେସର ଘୋଷଣା ପତ୍ର, ୧୦ ଦିନରେ ଚାଷୀଙ୍କ ଋଣଛାଡ-୨୦ ଲକ୍ଷ ସରକାରୀ ଚାକିରି…
ଲକ୍ଷ୍ନୌ, ୯।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମତଦାନର ଦିନକ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇଛି। କଂଗ୍ରେସ ଏହାର ଘୋଷଣା ପତ୍ରରେ ସମସ୍ତ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି। ଯେଉଁଥିରେ କୃଷକଙ୍କ ପାଇଁ ୧୦ ଦିନରେ…
କିଏ ସେହି କର୍ନାଟକର ଯୁବତୀ? ହିଜାବ ବିବାଦ ମଧ୍ୟରେ ଯାହା ଭିଡିଓ ହେଉଛି ଭାଇରାଲ
ବେଙ୍ଗାଲୁରୁ,୯।୨: କର୍ନାଟକରେ ହିଜାବକୁ ନେଇ ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ ମୁସଲମାନ ଯୁବତୀ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ହିଜାବକୁ ବିରୋଧ କରୁଥିବା କିଛି ଛାତ୍ର ତାଙ୍କର ବିରୋଧ କରିଥିଲେ। ଏପରିକି…
୧୨ ଫେବୃୟାରୀରୁ ଖୋଲିବ ମୋଗଲ ଗାର୍ଡେନ…
ନୂଆଦିଲ୍ଲୀ, ୯।୨ : ରାଜଧାନୀ ଦିଲ୍ଲୀର ସବୁଠାରୁ ପ୍ରସିଦ୍ଧ ବଗିଚା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଫେବୃଆରୀ ୧୨ ରୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ମଙ୍ଗଳବାର ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ବାର୍ଷିକ…
ପୁଡୁଚେରୀରେ ପହଞ୍ଚିଲା ହିଜାବ ବିବାଦ
ବେଙ୍ଗାଲୁରୁ,୯।୨: କର୍ନାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ପୁଡୁଚେରୀରେ ପହଞ୍ଚିଛି। ଏଠାରେ ଜଣେ ଆରିୟାନକପାମର ଏକ ସରକାରୀ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ତାଙ୍କ ସ୍କାର୍ଫ ହଟାଇବାକୁ କୁହାଯାଇଥିଲା। ଏହା ପରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସ୍ଏଫଆଇ)ର ପ୍ରତିନିଧୀ ଥାଣ୍ଟଇ…
କରୋନା ଚିକିତ୍ସା ପାଇଁ ଗ୍ଲେନ୍ମାର୍କର ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’…
ନୂଆଦିଲ୍ଲୀ, ୯।୨ : କରୋନା ମହାମାରୀର ଚିକିତ୍ସା ପାଇଁ ଅନ୍ୟ ଏକ ଔଷଧ ନାଜାଲ ସ୍ପ୍ରେ ଆକାରରେ ପହଞ୍ଚିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏକ ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’ କାନାଡାର ଏକ କମ୍ପାନୀ ସାନୋଟାଇଜ ସହିତ ମିଳିତ…
ମନରେଗାରେ ୧୫୦ ଦିନର ନିଶ୍ଚିତ କର୍ମନିଯୁକ୍ତି-ସବୁ ରାଜ୍ୟରେ ସମାନ ମଜୁରୀ,ପାର୍ଲାମେଣ୍ଟାରୀ କମିଟିର ସୁପାରିଶ…
ନୂଆଦିଲ୍ଲୀ, ୯।୨ : ପାର୍ଲାମେଣ୍ଟର ସ୍ଥାୟୀ କମିଟି ମନରେଗାର କାର୍ଯ୍ୟକାରିତାକୁ ସମୀକ୍ଷା କରିବାକୁ ସୁପାରିଶ କରିଛି। ପରିବର୍ତ୍ତିତ ପରିବେଶରେ ଏହି ଯୋଜନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କମିଟି ସୁପାରିସ କରିଛି। ଏହା ସହିତ ଏହାର ସାମ୍ପ୍ରତିକ କାର୍ଯ୍ୟକାରିତାର କିଛି ତ୍ରୁଟି…
ମେଟାଭର୍ସରେ ବିବାହ ଭୋଜି, ଭାଗ ନେଲେ ୬ ହଜାର ଅତିଥି
ଚେନ୍ନାଇ,୯।୨: ଭାରତରେ ପ୍ରଥମ ମେଟାଭର୍ସ ବିବାହ ଭୋଜିର ଆୟୋଜନ ହୋଇଛି। କରୋନା ମହାମାରୀ ମଧ୍ୟରେ ବିବାହ କରିଥିବା ଚେନ୍ନାଇର ୨୫ ବର୍ଷୀୟ ଦୀନେଶ ଏସପି ଏବଂ ଜାଙ୍ଗାନନ୍ଦିନୀ, ଫେବୃଆରୀ ୬ରେ ଭର୍ଚୁଆଲ ପ୍ଲାଟଫର୍ମ ମେଟାଭର୍ସରରେ ସେମାନଙ୍କର ବିବାହ ଭୋଜି ଦେଇଥିଲେ। ଦେଶ…
Archives


