ଓମିକ୍ରନ୍ ଅଣାୟତ୍ତ, ଦିଲ୍ଲୀରେ ସର୍ବାଧିକ ଆକ୍ରାନ୍ତ…
ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୯୮ ଛୁଇଁଛି। ଦେଶରେ ଓମିକ୍ରନ୍ ଅଣାୟତ୍ତ ହେବା ସ୍ଥିତି ସୃଷ୍ଟି…
ମୁସଲମାନଙ୍କ ଜୀବନ ବିପଦରେ
ନୂଆଦିଲ୍ଲୀ, ୨୭ା୧୨: ଦିଲ୍ଲୀ ଓ ହରିଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦରେ ଘୃଣିତ ବକ୍ତବ୍ୟକୁ ନେଇ ସୁପ୍ରମକୋର୍ଟର ୭୬ ଜଣ ଆଇନଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବା ଲାଗି ସେମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍.ଭି.…
ଥରୁର ମାନୁ ନାହାନ୍ତି ଦଳୀୟ ନିୟମ!
କନ୍ନୁର,୨୭ ।୧୨: କେରଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସୁଧାକରନ କହିଛନ୍ତି କଂଗ୍ରେସ ଏମ୍ପି ଶଶି ଥରୁରଙ୍କୁ ପାର୍ଟିର ନିୟମ ଭାଙ୍ଗିବାର କୌଣସି ଅଧିକାର ନାହିଁ । ଏପରି କଲେ ତାଙ୍କୁ ଦଳରୁ ବାହାର କରି ଦିଆଯିବ । ସୁଧାକରନ କହିଛନ୍ତି…
ମହାତ୍ମା ଗାନ୍ଧୀଙ୍କୁ ନେଇ ଧର୍ମଗୁରୁ କାଳିଚରଣଙ୍କ ବିବାଦୀୟ ବୟାନ
ରାୟପୁର,୨୭ ।୧୨: ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ‘ଧର୍ମ ସଂସଦ’ ଆୟୋଜନ କରାଯାଉଛି । ଏବେ ସେସବୁ ସ୍ଥାନରୁ କିଛି ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ସଙ୍ଗଠନ ଦ୍ୱାରା ଆୟୋଜିତ ଧର୍ମ ସଂସଦରେ ଧର୍ମଗୁରୁ…
ସରୋଗେସି ଆଇନକୁ ଅନୁମତି: ଏହାକୁ ନେଇ ଆଉ ହୋଇପାରିବନି ବ୍ୟବସାୟ
ନୂଆଦିଲ୍ଲୀ,୨୭ ।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସରୋଗେସି ଅଧିନିୟମ ୨୦୨୧କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶନିବାର ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ବେଦା ସହ ଗେଜେଟ ପ୍ରକାଶ ପରେ ଏହା ଲାଗୁ ହୋଇଯାଇଛି । ଏଥିରେ ସରୋଗେସିକୁ ମାନ୍ୟତା ଦେବା ଓ…
୨୪ ଦିନରେ ୧୯ ରାଜ୍ୟରେ ପହଞ୍ଚିଲାଣି ଓମିକ୍ରନ୍
ନୂଆଦିଲ୍ଲୀ,୨୭ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ୨୪ ଦିନ ମଧ୍ୟରେ ୧୯ ରାଜ୍ୟରେ ପହଞ୍ଚି ସାରିଥିବା ସୂଚନା ମିଳିଛି । ଏହାଦ୍ୱାରା ଏବେ ସିଦ୍ଧା ୫୦୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦେଖି…
ଗିରଫ ହେଲେ ଧନ କୁବେର ପିୟୁଷ ଜୈନ, ଘରୁ ମିଳିଛି ୨୫୭କୋଟି ଟଙ୍କା ସହ ଦାମୀ ଗହଣା
କାନପୁର,୨୭ ।୧୨: ଶେଷରେ ଗିରଫ ହେଲେ ଧନ କୁବେର ଅତର ବ୍ୟବସାୟୀ ପିୟୁଷ ଜୈନ । ଜିଏସ୍ଟି ଇଣ୍ଟଲିଜେନ୍ସ ବ୍ୟବସାୟୀଙ୍କୁ କନ୍ନୌଜରୁ ଗିରଫ କରିଛି । ରବିବାର ସୁଦ୍ଧା ତାଙ୍କ ଘର ଉପରେ ଚଢାଉ କରାଯାଇ ୨୫୭ କୋଟି ନଗଦ ଟଙ୍କା…
‘ମୁଁ ୨୪ କ୍ୟାରେଟ କଂଗ୍ରେସ ଲୋକ’
ଜମ୍ମୁ,୨୭।୧୨: “ମୁଁ ୨୪ କ୍ୟାରେଟ୍ କଂଗ୍ରେସ ଲୋକ”। ଏଭଳି କହି କଂଗ୍ରେସ ଛାଡ଼ୁଥିବା ନେଇ ଚାଲିଥିବା ଅନିଶ୍ଚତତାରେ ପୂର୍ଣ୍ଣଛେଦ ପକାଇଛନ୍ତି ଗୁଲାମ ନବି ଆଜାଦ। ଦୁଇ ମାସ ହେଲା ଜମ୍ମୁ-କଶ୍ମୀରରେ ପ୍ରଚାର କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜାଦ ଜମ୍ମୁର ଉପକଣ୍ଠ ଖୋଉର…
ସରକାରଙ୍କ ନିଷ୍ପତ୍ତି ‘ଅବୈଜ୍ଞାନିକ’
ନୂଆଦିଲ୍ଲୀ,୨୬।୧୨: କିଶୋରଙ୍କୁ ଟିକା ଦେବା ନେଇ ସରକାରଙ୍କ ଘୋଷଣା ଏକ ‘ଅବୈଜ୍ଞାନିକ’ ନିଷ୍ପତ୍ତି। ଏହା କହିଛନ୍ତି ଏମ୍ସର ଜଣେ ସିନିୟର ଏପିଡୋମିଲୋଜିଷ୍ଟ ଡ. ସଞ୍ଜୟ କେ ରାଇ। ସରକାରଙ୍କ ଘୋଷଣା ପୂର୍ବରୁ ଏମ୍ସରେ ଛୁଆ ଏବଂ କିଶୋରଙ୍କ ଉପରେ କୋଭାକ୍ସିନ ଟିକାର…
୭ ବର୍ଷିୟା ନାବାଳିକାଙ୍କୁ ୨ ଦିନ ଧରି ବଳାତ୍କାର ପରେ ହତ୍ୟା
ମୋରଦାବାଦ,୨୬।୧୨: ଉତ୍ତରପ୍ରଦେଶର ମୋରଦାବାଦରେ ଜଣେ ୭ ବର୍ଷର ଝିଅଙ୍କୁ ଅପହରଣ କରାଯାଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝିଅଟି ନିଖୋଜ ହେବାର ୨ ଦିନ ପରେ ଆଖୁକ୍ଷେତରୁ ତାଙ୍କ ମୃତଦେହ ମିଳିଛି। ଶୁକ୍ରବାର ଜଣେ ଚାଷୀ ତାଙ୍କ କ୍ଷେତକୁ…
ରାଜ୍ୟପାଳ ଘରେ ଖାଇବାରୁ ଆସିଲା ୧୪ ହଜାର ଟଙ୍କାର ବିଲ୍
ଭୋପାଳ,୨୬।୧୨: ବୁଧରାମ ଆଦିବାସୀ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଭଙ୍ଗା କୁଡ଼ିଆ ଘରେ ରହୁଥିଲେ। ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିଲା। ଏପରି କି ତାଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ ରାଜ୍ୟପାଳ ମଙ୍ୁଭାଇ…
ରାଜଧାନୀକୁ ଫେରିଲା ନାଇଟ୍ କର୍ଫ୍ୟୁ
ନୂଆଦିଲ୍ଲୀ, ୨୬।୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଓମିକ୍ରନ୍ ଭାରିଆଣ୍ଟ ଆସିବା ପରେ ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ…
Archives


