ପାରିବାରିକ ଉତ୍ସବରେ ଯୋଗ ଦେଇ ପାରିବେ କଏଦୀ, ହାଇକୋର୍ଟ…
ଚଣ୍ଡିଗଡ଼,୩୧।୧୦: ଦୋଷୀ ସାବ୍ୟସ୍ତ ହୋଇ ଜେଲରେ କାରାଦଣ୍ଡାଦେଶ ଭୋଗୁଥିବା କଏଦୀ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଉତ୍ସବରେ ଯୋଗ ଦେଇପାରିବେ। ସେମାନଙ୍କୁ ଏଥିରୁ ବଞ୍ଚିତ କରିହେବ ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ପାରିବାରିକ ବିବାହ...
ଲୁହ ଛଳ ଛଳ ଆଖିରେ ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ
ବେଙ୍ଗାଲୁରୁ,୩୧।୧୦: କନ୍ନଡ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିତ ରାଜକୁମାରଙ୍କ ରବିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବେଙ୍ଗାଲୁରୁର କାନ୍ତିରଭା ଷ୍ଟୁଡିଓ ନିକଟରେ ପୂରା ରାଜକୀୟ ସମ୍ମାନରେ ଶେଷକୃତ୍ୟ କରାଯାଇଥିଲା। ସଂସ୍କାର ବେବେଳ ତାଙ୍କ ଝିଅ ଏବଂ ସ୍ତ୍ରୀ ଉପସ୍ଥିତ ଥିଲେ। ପୁଣେ ରାଜକୁମାର୨୯...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ…
ଡେରାଡୁନ୍,୩୧।୧୦: ଉତ୍ତରାଖଣ୍ଡ ଡେରାଡୁନ୍ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଚକରାତାର ବିକାଶ ନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା...
ଚାଇନାକୁ ୫୦ ହଜାର କୋଟିର ଝଟ୍କା…
ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପୂର୍ବରୁ ଭାରତରେ ଚାଇନାର ସାମଗ୍ରୀର କାରବାରରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ ଘରୋଇ ବଜାରରେ ଭାରତୀୟମାନେ ଚାଇନା ସାମଗ୍ରୀ ବର୍ଜନ କରୁଥିବାରୁ ଚଳିତ...
ଝିଅ ପ୍ରେମ ବିବାହ କରିବାରୁ ନର୍ମଦାରେ ବୁଡ଼ାଇବା ସହ ଲଣ୍ଡା କଲେ ପିତା, ଆଉ ତା’ ପରେ…
ଭୋପାଳ,୩୧ା୧୦: ଜଣେ ଯୁବତୀ ଅନ୍ୟଜାତିର ଯୁବକଙ୍କୁ ପ୍ରେମ ବିବାହ କରିବାରୁ ଯୁବତୀଙ୍କ ପିତା ଶୁଦ୍ଧିକରଣ ପାଇଁ ନର୍ମଦା ନଦୀରେ ବୁଡ଼ାଇବା ସହ ଲଣ୍ଡା କରିଦେଇଛନ୍ତି। ଏପରି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲ ଜିଲାରେ। ଅନର କିଲିଂକୁ ଡରି...
ଟ୍ରେନ୍ ଦୁର୍ଘଟଣାରେ ୧୨ ହଜାରଙ୍କ ଜୀବନ ଯାଇଛି, ଏନ୍ସିଆର୍ବି ରିପୋର୍ଟ..
ନୂଆଦିଲ୍ଲୀ,୩୧।୧୦: ଦେଶରେ ଗତ ୨୦୨୦ ବର୍ଷରେ ଟ୍ରେନ୍ ଦୁର୍ଘଟଣାରେ ୧୨ ହଜାର ଲୋକଙ୍କ ଜୀବନ ଯାଇଛି। ସାରା ଦେଶରେ ଗତ ବର୍ଷ ୧୩ ହଜାରରୁ ଅଧିକ ଟ୍ରେନ ଦୁର୍ଘଟଣା ଘଟିଥିଲା। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ଦ୍ୱାରା...
ସୁସ୍ଥତା ହାର ୯୮.୨୦ ପ୍ରତିଶତ…
ନୂଆଦିଲ୍ଲୀ,୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୨ ହଜାର ୮୩୦ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୪୬...
‘ସହମତିରେ ଯୌନ ସମ୍ପର୍କ ଅପରାଧ ନୁହେଁ’
ପ୍ରୟାଗରାଜ, ୩୧।୧୦(ଆଇଏଏନ୍ଏସ୍): ସହମତିରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଯୌନ ସମ୍ପର୍କ ଅପରାଧ ନୁହେଁ କିନ୍ତୁ ଏହା ଅନୈତିକ ଏବଂ ଭାରତୀୟ ପରମ୍ପରା ବିରୋଧୀ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଶନିବାର କହିଛନ୍ତି। ଏକ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ...
ପାଟ୍ରୋଲିଂ ବେଳେ ବିସ୍ଫୋରଣ
ଜମ୍ମୁ, ୩୧।୧୦: ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ଅଧୀନ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟ ଆଗୁଆ ଘାଟିରେ ଶନିବାର ବିସ୍ଫୋରଣ ଘଟି ଜଣେ ସେନା ଅଫିସର ଓ ଜଣେ ଯବାନ ଶହୀଦ ହୋଇଛନ୍ତି। ନୌଶେରା ସେକ୍ଟର ଅନ୍ତର୍ଗତ କଲାଲ ଅଞ୍ଚଳରେ ଯବାନମାନେ...
ବାଇକ୍ରେ ବୁଲିି ନିର୍ବାଚନ ପ୍ରଚାର କଲେ ରାହୁଲ
ପାଣାଜୀ,୩୦।୧୦: ନିର୍ବାଚନ ପ୍ରଚାର କରିବାକୁ ବାଇକ୍ରେ ହେଲମେଟ୍ ପିନ୍ଧି ବୁଲିଲେ ରାହୁଲ ଗାନ୍ଧୀ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଥିବାରୁ ଦିନିକିଆ ଗସ୍ତରେ ଯାଇଛନ୍ତି ରାହୁଲ। ଶନିବାର ପ୍ରଚାର ସମୟରେ ସେ ଜଣେ ବ୍ୟକ୍ତିଙ୍କ ବାଇକ୍ ପଛରେ ବସିଥିବା ଦେଖିବାକୁ...
ବଢୁଛି କରୋନା ସଂକ୍ରମଣ : ନିୟମ କଡ଼ାକଡ଼ି କରିବାକୁ ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୦ା୧୦: ଆସାମ ଏବଂ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢୁଛି। ସାପ୍ତାହିକ ସଂକ୍ରମଣ ହାର ବୃଦ୍ଧି ହେବାର ଲକ୍ଷଣକୁ ସୂଚାଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କୋଭିଡ୍ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ କହିଛନ୍ତି। କେବଳ ଏତିକି ନୁହେଁ, ପ୍ରତିଷେଧକ ପଦକ୍ଷେପଗୁଡ଼ିକର...
ନଦୀ ଜଳ ହଠାତ୍ ହେଲା କଳା, ଭାସୁଛନ୍ତି ଶହ ଶହ ମଲା ମାଛ…
ଇଟାନଗର,୩୦।୧୦: ଚାଇନାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ନଦୀର ଜଳ ହଠାତ୍ କଳା ହୋଇଯାଇଛି। ଫଳରେ ନଦୀରେ ଶହ ଶହ ମଲା ମାଛ ଏବଂ ଅନ୍ୟ ଜଳଜୀବ ମରି ଭାସୁଛନ୍ତି॥ ଜିଲା ମତ୍ସ୍ୟ...
Archives


