ଅନ୍ଲାଇନ ଗେମ୍ ନିୟନ୍ତ୍ରଣ ପାଇଁ ଆସିବ କଠୋର ଆଇନ
ଭୋପାଳ,୧୩।୧: ଅନ୍ଲାଇନ ଗେମ୍ ପିଲାଙ୍କ ଜୀବନ ନେଉଥିବା ବେଳେ ଏହା ମା’ବାପାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ମଧ୍ୟପ୍ରଦେଶ ସରକାର ଖୁବ୍ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗୁରୁବାର ଏହି…
ଆମେ ୧୩୦ କୋଟି ଲୋକ ନିଜ ପରିଶ୍ରମ ବଳରେ କରୋନାକୁ ଜିତିବା: ମୋଦି
ନୂଆଦିଲ୍ଲୀ,୧୩ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମହାମାରୀକୁ ନେଇ ଏକ ସମିକ୍ଷା ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଛନ୍ତି ଆମେ ୧୩୦ କୋଟି ଲୋକ ନିଜର ପରିଶ୍ରମ ବଳରେ କରୋନା…
ଭଉଣୀଙ୍କ ହାତ ଛାଡିଲେ ସୋନୁ!
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସେଠାରେ ରାଜନୀତି ହାଇଛି ସରଗରମ…
ଯୌନ ନିର୍ଯାତନା ମାମଲାରେ ଅଭିନେତାଙ୍କ ଘରେ ଚଢ଼ାଉ
କୋଚି,୧୩।୧: ଜଣେ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ମାମଲାର ତଦନ୍ତ କରୁଥିବା କେରଳ ପୋଲିସର କ୍ରାଇମ ବ୍ରାଞ୍ଚ ଶାଖା ଗୁରୁବାର ଅଭିନେତା ଦୀଲିପ ଓ ତାଙ୍କ ଭାଇଙ୍କ ଘର ଉପରେ ଚଢ଼ାଉ…
ପଞ୍ଚିମବଙ୍ଗରେ ବଡ଼ ଧରଣର ରେଳ ଦୁର୍ଘଟଣା
କୋଲକାତା,୧୩।୧: ପଶ୍ଚିମବଙ୍ଗର ଜଲପାଇଗୁଡିର ମୈନାଗୁଡିଠାରେ ଗୁରୁବାର ଏକ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପାଟନାରୁ ଗୌହାଟୀ ଯାଉଥିବା ଗୁଆହାଟି-ବିକାନେର୍ ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ଲାଇନ ଚ୍ୟୁତ ହୋଇ ପରସ୍ପର ଉପରକୁ ମାଡି ଯାଇଥିଲା। ଦୁର୍ଘଟଣାରେ ୩ ଜଣଙ୍କ ମତ୍ୟୁ ଘଟିଥିବା…
ଗୁଆହାଟି-ବିକାନେର ଏକ୍ସପ୍ରେସ୍ ଲାଇନଚ୍ୟୁତ: ୩ ମୃତ ଅନେକ ଆହତ
କୋଲକାତା,୧୩ ।୧: ପଶ୍ଚିମବଙ୍ଗ ଜଲପାଇଗୁଡି ମ୍ୟାନଗୁଡିରେ ଗୁଆହାଟି-ବିକାନେର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମିଳିଥିବା…
‘୨୦ ପର୍ଯ୍ୟନ୍ତ ଦିନକୁ ଜଣେ ଲେଖାଏ ମନ୍ତ୍ରୀ, ବିଧାୟକ ଇସ୍ତଫା ଦେବେ’
ଲକ୍ଷ୍ନୌ,୧୩।୧: “ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଣେ ଲେଖାଏ ମନ୍ତ୍ରୀ ଓ ଜଣେ ଭାଜପା ବିଧାୟକ ଇସ୍ତଫା ଦେବେ”। ଏଭଳି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟିମ୍ରୁ ଗୁରୁବାର ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଧରମ ସିଂ…
ଅଧାରୁ ବନ୍ଦ ହେଲା କଂଗ୍ରେସର ପଦଯାତ୍ରା
ବେଙ୍ଗାଲୁରୁ,୧୩।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ନାଟକରେ ଚାଲିଥିବା କଂଗ୍ରେସ ପଦଯାତ୍ରାକୁ ଗୁରୁବାର ଅଧାରୁ ବନ୍ଦ କରି ଦିଆଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ କରି ଦଳୀୟ କର୍ମକର୍ତ୍ତାଙ୍କୁ ପଦଯାତ୍ରା ବନ୍ଦ କରିବାକୁ କହିଥିଲେ। ପରେ ପଦଯାତ୍ରାକୁ ବନ୍ଦ କରି…
୩ କୋଟି କିଶୋର ନେଲେଣି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ
ନୂଆଦିଲ୍ଲୀ,୧୩ ।୧: ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ୧୫ରୁ ୧୮ ବର୍ଷ କିଶୋରମାନେ ଭ୍ୟାକ୍ସିନ ନେବାକୁ ଖୁବ୍ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି, ଏପର୍ଯ୍ୟନ୍ତ ଦେଶରେ ୩…
ଟିକା ନେବା ପରେ ମୁକ ବ୍ୟକ୍ତି କହିଲେ କଥା
ରାଞ୍ଚି,୧୩ା୧: ଭାରତୀୟ ଟିକାର ଆଉ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ କଥା କହିବା ଶକ୍ତି ଫେରିଛି। ୫ ବର୍ଷ ହେଲା କଥା କହି ପାରୁ ନ ଥିବା ବ୍ୟକ୍ତି ଜଣକ କୋଭିଶିଲ୍ଡ ଟିକା ନେବା…
ଶିଶୁଙ୍କ କଷ୍ଟଡି ମାମଲାର ବିଚାରରେ ମାତା-ପିତାଙ୍କ ଅଧିକାର ଅପ୍ରାସଙ୍ଗିକ, ସୁପ୍ରିମ୍କୋର୍ଟଙ୍କ ରାୟ…
ନୂଆଦିଲ୍ଲୀ, ୧୩।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଯେତେବେଳେ ଶିଶୁର ରକ୍ଷଣାବେକ୍ଷଣ ବା କଷ୍ଟଡି ପ୍ରସଙ୍ଗରେ ବିଚାର କରାଯାଇଥାଏ ସେତେବେଳେ ମାତା-ପିତାଙ୍କ ଅଧିକାର ସମ୍ପର୍କରେ କହିବା ଅପ୍ରାସଙ୍ଗିକ। ବିଚାରପତି ଅଜୟ ରସ୍ତୋଗି ଏବଂ ଅଭୟ ଏସ. ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ…
ଆସାମ ରାଜ୍ୟପାଳ କରୋନା ପଜିଟିଭ୍
ଗୌହାଟୀ,୧୩।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ନେତା, ଅଭିନେତା ମଧ୍ୟ ସଂକ୍ରମଣ ହୋଉଛନ୍ତି। ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ କରୋନା ପଜିଟିଭ୍ ହୋଇଛନ୍ତି। ରାଜ୍ୟପାଳ ବୁଧବାର କୋଭିଡ୍ ପରୀକ୍ଷା କରାଇଥିଲେ। ତେବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ…
Archives


