Posted inଜାତୀୟ

ଏୟାର ଇଣ୍ଡିଆର ନୂଆ ସିଇଓ କ୍ୟାମ୍ପବେଲ ଓ୍ବିଲସନ

ନୂଆଦିଲ୍ଳୀ,୧୨।୫: କ୍ୟାମ୍ପବେଲ ଓ୍ବିଲସନ ହେଲେ ଏୟାର ଇଣ୍ଡିଆର ନୂଆ ପରିଚାଳନା ମୁଖ୍ୟ । ବିମାନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଟାଟା ସନ୍ସ ଓ୍ବିଲସନଙ୍କୁ ନିଯୁକ୍ତି ଦେଇଛି । ତେବେ ଏ ସମ୍ପର୍କରେ ଏକ ବିବୃତ୍ତି ମାଧ୍ୟମରେ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଜବାବ ଦେଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯ ।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଯଦି କଂଗ୍ରେସରେ ଥାଆନ୍ତେ ତେବେ ମୁଖ୍ୟମନ୍ତ୍ରୀ ହୋଇପାରି ଥାଆନ୍ତେ । ହେଲେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ରହି ସେ ବ୍ୟାକ୍...

ମାତ୍ର ୧୭ ମିନିଟ୍‌ରେ ବିବାହ, ଯୌତୁକ ଆକାରରେ ବର ମାଗିଲେ ଏକ ନିଆରା ଜିନିଷ; ଜାଣିଲେ କରିବେ ପ୍ରଶଂସା

ଲକ୍ଷ୍ନୌ,୧୫।୫: ଉତ୍ତରପ୍ରଦେଶର ସାହାଜହାଁପୁରରେ ମାତ୍ର ୧୭ ମିନିଟ୍‌ରେ ଏକ ବିବାହ ସମ୍ପନ୍ନ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବର କନ୍ୟାକୁ ଯୌତୁକ ଆକାରରେ ଏକ ନିଆରା...

ଇସ୍ତଫା ଦେଲେ ଏୟାର ଇଣ୍ଡିଆର ୧୨୦ ପାଇଲଟ

ନୂଆଦିଲ୍ଲୀ,୧୪ା୧୦: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ବେତନ ଏବଂ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ଅସନ୍ତୋଷ...

ଇଭିଏମ୍‌କୁ ଷ୍ଟାଲିନ୍‌ଙ୍କ ସନ୍ଦେହ

ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ଶୁକ୍ରବାର ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ର ସୁରକ୍ଷା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏପ୍ରିଲ ୬ ବିଧାନସଭା ନିର୍ବାଚନ ପରେ...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା।...

ଟଙ୍କା ମାଗିବାରୁ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ନିସ୍ତୁକ ପିଟିଲେ ପୋଲିସ ବାବୁ: ଏସ୍‌ଏସ୍‌ପି ଦେଲେ ତଦନ୍ତ ନିର୍ଦ୍ଦେଶ

ନୋଏଡ଼ା,୨୩।୭: ଉତ୍ତରପ୍ରଦେଶରେ ସାଧାରଣ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। ଏଠାରେ ଟଙ୍କା ମାଗିବାରୁ ଜଣେ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ଜଣେ ପୋଲିସ ବାବୁ ଏବଂ...

କୃଷକ ଆନ୍ଦୋଳନ: ଆଲୋଚନା ନିଷ୍ଫଳ, ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ,୪ା୧୨:୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକର ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ...

ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ରକ୍ଷା କବଚ ହେଲେ ଯବାନ

ଶ୍ରୀନଗର,୯।୭: ଭାରତ-ତିବ୍ବତ ସୀମା ପୋଲିସର ଆଇଟିବିପି ଯବାନ ଜମ୍ମୁ କଶ୍ମୀରର ବାଲଟାଲ ମାର୍ଗରେ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛନ୍ତି। ଜୁଲାଇ ୧ରୁ ଆରମ୍ଭ ହୋଇଥିବା...

Advertisement
Archives

Model This Week