ଜାତୀୟ

ସିଙ୍ଘୁ ବର୍ଡରରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଆନ୍ଦୋଳନକାରୀ ଚାଷୀ…

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ-ପଞ୍ଜାବର ସିଙ୍ଘୁ ବର୍ଡରରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ କେନ୍ଦ୍ର ସରକାର ନୂତନ କୃଷି ଆଇନ ବିରୋଧରେ ପ୍ରାୟ ଏକ ବର୍ଷ ଧରି ପ୍ରଦର୍ଶନ ଜାରି ରହିଛି। ବୁଧବାର ଏଠାରେ ଜଣେ ଆନ୍ଦୋଳନକାରୀ ଚାଷୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।...

ଟାର୍ଗେଟ କିଲିଂର କଡ଼ା ଜବାବ ଦେବାକୁ ଜମ୍ମୁ-କଶ୍ମୀର ଗଲେ ୫,୫୦୦ ଯବାନ…

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଘଟଣାର ବୃଦ୍ଧି ପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌) ର ୫୫ କମ୍ପାନୀ ଅର୍ଥାତ୍‌ ୫,୫୦୦ରୁ ଅଧିକ ଅତିରିକ୍ତ କର୍ମଚାରୀଙ୍କୁ...

୯୬ ଦେଶରେ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା…

ନୂଆଦିଲ୍ଲୀ,୧୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ସାର୍ବଜନୀକ ଟିକାକରଣ ଜାରି ରହିଛି। ଇତିମଧ୍ୟରେ ୯୬ ଦେଶରେ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା ମିଳିଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ମାଣ୍ଡଭ୍ୟ ଏକ ବିବୃତ୍ତିରେ କହିଛନ୍ତି...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୪୬୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ...

‘ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌’

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ ରହିଛି। ସେ ଓ ତାଙ୍କ ପରିବାର ସଦସ୍ୟମାନେ ଅଣ୍ଡରଓ୍ବାଲର୍‌ଡ ସହିତ ଜଡ଼ିତ ଲୋକଙ୍କଠାରୁ ଜମି କିଣିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ପ୍ରଭାବଶାଳୀ ନେତା...

ଜୋରାମ୍‌ଥାଙ୍ଗା ଦୋଷମୁକ୍ତ

ଆଇଜଲ, ୧୦ା୧୧: କ୍ଷମତାର ଅପବ୍ୟବହାର ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ ସ୍ବତନ୍ତ୍ର କୋର୍ଟ ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ଦୋଷମୁକ୍ତ କରିଛନ୍ତି। ଦୁର୍ନୀତି ନିରୋଧୀ ସଂସ୍ଥା ପିପୁଲ ରାଇଟ୍‌ ଟୁ ଇନଫର୍ମେଶନ ଏବଂ ଡେଭେଲପମେଣ୍ଟ ଇମ୍ପ୍ଲିମେଣ୍ଟିଂ ସୋସାଇଟି...

‘ଜାତୀୟ ସ୍ବାର୍ଥ ହାନି କରିଛି କେନ୍ଦ୍ର’

ନୂଆଦିଲ୍ଲୀ, ୧୦ା୧୧: ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସହ ହୋଇଥିବା ଚୁକ୍ତିରେ ୬୫ କୋଟି ଟଙ୍କା ଲାଞ୍ଚ କାରବାର, ନକଲି ଇନ୍‌ଭଏସ୍‌ ପ୍ରସ୍ତୁତ ଆଦି ବେଆଇନ କାର୍ଯ୍ୟକଳାପକୁ ନେଇ ମିଡିଆପାର୍ଟ ପୋର୍ଟାଲରେ ରିପୋର୍ଟ ପ୍ରକାଶ ପାଇବା...

ରାଜସ୍ଥାନରେ କମିବ ତୈଳ ଦର

ଯୋଧପୁର,୧୦।୧୧: ଭାଜପା ଶାସିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରେ ରାଜସ୍ଥାନରେ ତୈଳ ଉପରୁ ଭ୍ୟାଟ ହ୍ରାସ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଗତ ୩ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ...

ଫେଲ ମାରିଲା ପାଣିପାଗ ବିଭାଗ

ଚେନ୍ନାଇ,୯।୧୧: ଗତ ୬ ତାରିଖ ରାତିରେ ଚେନ୍ନାଇରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିଲା। ୨୦୧୫ ବନ୍ୟା ପରେ ଏଭଳି ବର୍ଷା ଦେଖି ନ ଥିଲା ଚେନ୍ନାଇ। ତେବେ ବନ୍ୟାର କ୍ଷୟକ୍ଷତିକୁ ରୋକାଯାଇ ପାରିଥାନ୍ତା। ମାତ୍ର ସ୍ଥାନୀୟ ପାଣିପାଗ ବିଭାଗର ଆକଳନ...

ଲୋକଙ୍କ ଉପରେ ମାଡ଼ିଗଲା ଅଡି କାର

ଯୋଧପୁର,୯।୧୧: ରାଜସ୍ଥାନ ଯୋଧପୁର ସହରର ଏମ୍ସ ରୋଡରେ ମଙ୍ଗଳବାର ଏକ ଭୟଙ୍କର ଦୃର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଅଡି କାର ରାସ୍ତାରେ ଯାଉଥିବା ଲୋକଙ୍କୁ ଦଳି ଦେବା ସହ ପଶି ଯାଇଛି ଏକ ଝୁମ୍ପୁଡି ଘରେ। ଘଟଣାସ୍ଥଳରେ...

‘ଯୋଗୀଙ୍କ ଭଳି ମୋର ବି ପରିବାର ନାହିଁ, ନିଜ ଦମ୍‌ରେ ଲଢିବି ନିର୍ବାଚନ’

ଲକ୍ଷ୍ନୌ, ୯।୧୧: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ପାର୍ଟି ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଭାଜପା ଏବଂ ଅନ୍ୟ ଦଳ ଉପରେ କଡ଼ା ଟାର୍ଗେଟ କରିଥିଲେ। ସେ...

ଫଡନବିଶଙ୍କ ଅଭିଯୋଗକୁ ନେଇ ନୱାବ କହିଲେ କାଲି ପକାଇବେ ହାଇଡ୍ରୋଜେନ ବମ୍‌

ମୁମ୍ବାଇ,୯ ।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କର ଅଣ୍ଡରୱାର୍ଲଡ ସମ୍ପର୍କ ଥିବା କହିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ । ଏହାର ଉତ୍ତର ଦେବାକୁ ଯାଇ ମଲିକ କହିଛନ୍ତି ଫଡନବିଶଙ୍କ ଅଭିଯୋଗରେ କୌଣସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri