ଏନ୍ .ଚନ୍ଦ୍ରାବାବୁ ନାଇଡୁ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୮।୧: ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ନେତା ଏନ୍ .ଚନ୍ଦ୍ରାବାବୁ ନାଇଡୁ କୋଭିଡ୍ ପଜିଟିଭ୍ ହୋଇଛନ୍ତି। କୋଭିଡ୍ର ସାମାନ୍ୟ ଲକ୍ଷଣ ଅନୁଭବ କରି କୋଭିଡ୍ ପରୀକ୍ଷା କରାଇଥିଲେ, ଏବଂ ତାଙ୍କର ପଜିଟିଭ୍ ଆସିବା ପରେ ସେ ନିଜେ ଟୁଇଟ୍ ମାଧ୍ୟମରେ ମଙ୍ଗଳବାର ସୂଚନା…
ସାଧାରଣତନ୍ତ୍ର ଦିବସ ପୂର୍ବରୁ ବଢିଲା ରାଜପଥର ସୁରକ୍ଷା: ନଜର ରଖିବ ୩୦୦ ସିସିଟିଭି କ୍ୟାମେରା
ନୂଆଦିଲ୍ଲୀ,୧୮ ।୧: ପାଖେଇ ଆସିଲାଣି ସାଧାରଣତନ୍ତ୍ର ଦିବସ । ଦିନକ ପୂର୍ବରୁ ରାଜଧାନୀ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ମିଳିବା ପରେ ଏବେ ଦିଲ୍ଲୀ ପୋଲିସ ସକ୍ରିୟ ହୋଇ ଉଠିଛି । ରାଜପଥ ଓ ଏହାର ଆଖପାଖର ସୁରକ୍ଷାକୁ ବଢାଇ…
ପ୍ରଭାବ ଶୂନ୍ୟ ୫୦୦ କୋଟି ଟଙ୍କାର କରୋନା ଔଷଧ ସେବନ କରିଛନ୍ତି ଲୋକେ!
ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ସାରା ବିଶ୍ୱ ଏହାକୁ ଭୟ କରିଯାଇଛି । ତେବେ କରୋନା ମହାମାରୀର ଚିକିତ୍ସା ପାଇଁ ସଫଳ କୁହାଯାଉଥିବା ଓ କୋଭିଡ ପ୍ରୋଟୋକଲରେ ସାମିଲ କରାଯାଇଥିବା କିଛି ଔଷଧର…
ୟୁପି ନିର୍ବାଚନ: ମୋଦି କରିବେ ଭର୍ଚୁଆଲ ପ୍ରଚାର, ନମୋ ଆପରେ ଭାଜପା କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
ନୂଆଦିଲ୍ଲୀ,୧୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ବାରାଣସିରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହେବେ । ନିର୍ବାଚନ କମିଶନଙ୍କଦ୍ୱାରା ଉତ୍ତରପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟକ୍ରମ…
ରେଳମନ୍ତ୍ରୀଙ୍କୁ ଟୁଇଟ୍ ପରେ ୨୩ ମିନିଟ ମଧ୍ୟରେ ଟ୍ରେନ୍ରେ ମିଳିଲା ଭୋକିଲା ଶିଶୁ ପାଇଁ କ୍ଷୀର
କାନପୁର,୧୮ ।୧: ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସର ଏସି ଥ୍ରି କୋଚରେ ଯାତ୍ରା କରୁଥିଲେ ଅଞ୍ଜଳୀ ତିୱାରୀ । ଅଧାବାଟରେ ତାଙ୍କ ୮ ମାସର ଶିଶୁ ଭୋକରେ କାନ୍ଦିବାକୁ ଲାଗିଥିଲା । ସତଚେଷ୍ଟା ପରେ ବି ଶିଶୁଟିର…
ସାଧାରଣତନ୍ତ୍ର ଦିବସରେ ହୋଇପାରେ ଆଇଇଡି ବିସ୍ଫୋରଣ
ନୂଆଦିଲ୍ଲୀ,୧୮ ।୧: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରେ ବ୍ୟାପକ ପରିମାଣର ହିଂସା ହୋଇପାରେ ବୋଲି ସୁରକ୍ଷା ଏଜେନ୍ସିକୁ ଖବର ମିଳିଛି । ଆଇଏସର ଇସାରାରେ ଘାଟିରେ ଆଇଇଡି ବିସ୍ଫୋରଣର ଯୋଜନା କରାଯାଇଛି । ଏହା ବ୍ୟତୀତ ସୁରକ୍ଷାକର୍ମୀ, ପୋଲିସ ଓ ସାଧାରଣ ନାଗରିକଙ୍କୁ…
‘ଭାରତରେ ନିବେଶ କରିବାର ସମୟ’
ନୂଆଦିଲ୍ଲୀ,୧୭।୧: ଭାରତରେ ନିବେଶ କରିବାର ଶ୍ରେଷ୍ଠ ସମୟ ଆସିଯାଇଛି। ବିଶ୍ୱ ନେତାଙ୍କୁ ଉଦ୍ବୋଧନ ଦେଇ ବିଶ୍ୱ ଇକୋନୋମିକ୍ ଫୋରୋମ (ଡବ୍ଲ୍ୟୁଇଏଫ୍)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଏଥିସହ ଭାରତକୁ ବିଶ୍ୱର ସବୁଠୁ ଆକର୍ଷଣୀୟ ବିନିଯୋଗ ଲକ୍ଷ୍ୟସ୍ଥଳ ନିର୍ମାଣ କରିବା ପାଇଁ…
ଭାଜପା ବିଧାୟକଙ୍କୁ ଟିକେଟ୍ ଯାଚିଲେ ଅଖିଳେଶ
ଲକ୍ଷ୍ନୌ,୧୭।୧: ଆସନ୍ତା ଫେବୃୟାରୀରେ ହେବାକୁ ଥିବା ନିର୍ବାଚନ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଘରୋଇ ଆସନ ଗୋରଖପୁର (ସହର)ରୁ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇଛି ଭାଜପା। ଏଥିଯୋଗୁ ବର୍ତ୍ତମାନ ବିଧାୟକ ରାଧା ମୋହନ ଅଗ୍ରଓ୍ବାଲଙ୍କୁ ସମାଜବାଦୀ ପାର୍ଟି (ସପା)…
ଜୋରଜବରଦସ୍ତ ଟିକା ଦିଆଯାଉ ନାହିଁ
ନୂଆଦିଲ୍ଲୀ,୧୭।୧: କୌଣସି ବ୍ୟକ୍ତିଙ୍କ ବିନା ସହମତିରେ ତାଙ୍କୁ କୋଭିଡ୍ ଟିକା ଦିଆଯାଇପାରିବ ନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା କୋଭିଡ୍-୧୯ ଟିକା ଗାଇଡ୍ଲାଇନରେ ବାଧ୍ୟତାମୂଳକ ଟିକାକରଣ କଥା କୁହାଯାଇନାହିଁ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଭାରତରେ ଟିକାକରଣ…
ସରକାରରେ ଥାଇ ସରକାରୀ ଦଳକୁ ଚେତାବନୀ ଦେଲା ଭାଜପା
ପାଟଣା,୧୭।୧: ବିହାରର ମେଣ୍ଟ ସରକାରରେ ନୂଆ ବିବାଦ ଦେଖାଦେଇଛି। ଜଣେ ବରିଷ୍ଠ ଭାଜପା ନେତା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳକୁ ସୀମା ନ ଲଙ୍ଘିବାକୁ ଚେତାବନୀ ଦେଇଛନ୍ତି। ନ ହେଲେ ବିହାରରେ ଥିବା ୭୬ ଲକ୍ଷ ଭାଜପା କର୍ମୀ ତା’ର ଜବାବ…
ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଆପ୍
ନୂଆଦିଲ୍ଲୀ,୧୭।୧: ଆମ ଆଦମୀ ପାର୍ଟି ମଙ୍ଗଳବାର ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପାର୍ଥୀଙ୍କ ନାମ ଘୋଷଣା କରିବେ। ଏନେଇ ମଙ୍ଗଳବାର ପଞ୍ଜାବର ମୋହାଲିଠାରେ ଏକ ଖବରଦାତା ସମ୍ମିଳନୀରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ପଞ୍ଜାବ…
ୟୁଏଇ ବିସ୍ଫୋରଣରେ ୨ ଭାରତୀୟ ମୃତ
ନୂଆଦିଲ୍ଲୀ,୧୭।୧: ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ପେଟ୍ରୋଲ ଟ୍ୟାଙ୍କ ବିସ୍ଫୋରଣରେ ୨ ଭାରତୀୟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆହୁରି ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦେଶର ଅନ୍ୟତମ ବୃହତ୍ ତେଲ ସଂରକ୍ଷଣ…
Archives


