ଜାତୀୟ

୧୮୭ ବର୍ଷ ପରେ କାଶୀ ବିଶ୍ୱନାଥ ମନ୍ଦିରରେ ଏମିତି ଘଟିଲା: ମୋଦି କଲେ ପ୍ରଶଂସା

ବାରାଣସୀ,୨୮।୨: କାଶୀ ବିଶ୍ୱନାଥ ମନ୍ଦିର ଇତିହାସରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡା ଯାଇଛି। ୧୮୭ ବର୍ଷର ଦୀର୍ଘ ଅପେକ୍ଷା ପରେ ମନ୍ଦିରରେ ସୁନା ଲଗାଯାଇଥିଲା। ମନ୍ଦିରର ଗର୍ଭଗୃହ ଭିତରେ ଥିବା କାନ୍ଥଗୁଡ଼ିକ ୩୦ ଘଣ୍ଟା ମଧ୍ୟରେ ସୁନାରେ ଆବୃତ ହୋଇଛି।…

ଅପରେଶନ୍‌ ଗଙ୍ଗା, ୟୁକ୍ରେନ୍‌ର ପଡୋଶୀ ଦେଶ ଯିବେ ୪ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସୋମବାର ଏକ ଜରୁରୀକାଳୀନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୨: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ରକୁ ନିବେଦନ କରିଛନ୍ତି। ୟୁକ୍ରେନରେ ଭାରତୀୟ ଛାତୀଛାତ୍ର ଅବସ୍ଥା ଦେଖି ଭାବପ୍ରବଣ ହୋଇପଡିଛନ୍ତି ରାହୁଲ। ସେ ଏକ…

ଯୁଦ୍ଧର ପ୍ରଭାବ: ଭାରତର ଏକ ଲକ୍ଷ କୋଟି ରାଜସ୍ବ କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଭାରତ ଉପରେ ବଡ଼ ଧରଣର ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଛି। ଯୁଦ୍ଧ ଯୋଗୁ ଦେଶର ଅର୍ଥନେତିକ ସ୍ଥିତି ବିଗିଡ଼ିବାର ଆଶଙ୍କା ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ ଯୋଗୁ…

ଝିଅଙ୍କ ବିବାହ ବୟସ ବଢ଼ାଇବା ଦ୍ୱାରା ମିଳି ନପାରେ ସୁଫଳ: ଆର୍‌ଆର୍‌ଏସ୍‌ ମହିଳା ମୋର୍ଚ୍ଚା…

ନୂଆଦିଲ୍ଲୀ,୨୮।୨ : ଝିଅମାନଙ୍କ ବିବାହର ବୟସ ବଢ଼ାଇବା ଇଚ୍ଛାକୃତ ଫଳାଫଳ ଦେଇ ନ ପାରେ ବୋଲି ଆର୍‌ଆର୍‌ଏସ୍‌ ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଆର୍‌ଆର୍‌ଏସ୍‌ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କମିଟିର ବାର୍ଷିକ ବୈଠକ ପୂର୍ବରୁ ସେବିକା ସମିତି ରବିବାର କହିଛନ୍ତି ଯେ…

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୮।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୮ ହଜାର ୧୩…

ସରକାରଙ୍କୁ ଧନ୍ୟବାଦ ଜଣାଇଲେ ୟୁକ୍ରେନରୁ ଭାରତ ଫେରିଥିବା ଭାରତୀୟ

ନୂଆଦିଲ୍ଲୀ,୨୮ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ଧିରେ ଧିରେ ଉଦ୍ଧାର କରି ଚାଲିଛନ୍ତି । ସୋମବାର ସକାଳୁ ରୋମାନିଆର ବୁଚାରେଷ୍ଟରେ ଥିବା ଭାରତୀୟଙ୍କୁ ନେଇ ପଞ୍ଚମ ବିମାନ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ଏଥିରେ…

ଗୁରୁଗ୍ରାମ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା

ଗୁରୁଗ୍ରାମ,୨୮ ।୨: ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମର ଏକ ସିଏନଜି ପମ୍ପରେ ୩ ଜଣ ଯୁବକଙ୍କୁ ହତ୍ୟା କରାଯାଇଛି । ରବିବାର ରାତି ପ୍ରାୟ ୩ଟାରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଜାତୀୟ ରାଜପଥକୁ ଲାଗି…

୩ ଦିନରେ ୧୧୫୬ ଭାରତୀୟ ଏୟାର ଲିଫ୍ଟ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଗତ ୩ ଦିନରେ ମୋଟ ୧୧୫୬ ଜଣ ଭାରତୀୟଙ୍କୁ…

ମଣିପୁର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ: ୧୭୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଇମ୍ଫାଲ,୨୮ ।୨: ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମାବାର ସକାଳୁ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୬୦ ବିଧାନସଭା ଆସନ ମଧ୍ୟରୁ ୩୮ ଆସନ ଲାଗି ଭୋଟ ଗ୍ରହଣ କରାଯାଉଛି । ଏଥିମଧ୍ୟରୁ ୨୯ଟି…

ପଶ୍ଚିମବଙ୍ଗ ପୌର ନିର୍ବାଚନ ବେଳେ ହିଂସା

କୋଲକାତା,୨୮।୨ : ପଶ୍ଚିମବଙ୍ଗର ୧୦୮ ପୌର ସଂସ୍ଥା ପାଇଁ ରବିବାର ସକାଳେ ଆରମ୍ଭ ହୋଇଥିବାବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିବା ସହ ବୁଥ୍‌ ଜବରଦଖଲ ଓ ଜାଲ୍‌ ଭୋଟିଂ ଅଭିଯୋଗ ହୋଇଛି। ଫଳରେ ବିଭିନ୍ନ ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଛି। ଜାଙ୍ଗିପୁରରେ…

ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ତ୍ରୁଟି

ଯାଜପୁର ଅଫିସ,୨୮ା୨: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ନିର୍ମାଣ ହେଉଥିବା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ-୨ରେ ବ୍ୟାପକ ତ୍ରୁଟି ହୋଇଛି। ଏହି ପ୍ରକଳ୍ପର ପମ୍ପ ହାଉସ୍‌କୁ ନିର୍ମିତ ପ୍ରବେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri