Posted inଜାତୀୟ

ନେପାଳର ନୂଆ ରାଷ୍ଟ୍ରଦୂତ ହେଲେ ନବୀନ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୮।୫: ନବୀନ ଶ୍ରୀବାସ୍ତବଙ୍କୁ ଭାରତ ପକ୍ଷରୁ ନେପାଳର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ନବୀନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀବାସ୍ତବ ଏସିଆ ଡିଭିଜନ୍‌ର ମୁଖ୍ୟ ଥିଲେ। ଚାଇନା ସହିତ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଏଲ୍‌ଓସି ନିକଟରେ ସେନା ମୁତୟନ ନେଇ ନବୀନ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ବିନୟ ଓ୍ବାତ୍ରା ପୂର୍ବରୁ ସେ ଏହି ପଦଭାର ସମ୍ଭାଳିଥିଲେ। ଗତମାସରେ ବିନୟଙ୍କୁ କେନ୍ଦ୍ର ସରକାର ବର୍ହିବ୍ୟାପାର ସଚିବ ଦାୟିତ୍ୱ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତ କରିଥିଲେ। ନେପାଳ ପ୍ରଧାନ ମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା ସାଙ୍ଗକୁ ଦୁଇ ଦେଶ ମଧ୍ୟରେ ୬ଟି ଚୁକ୍ତି ସ୍ବାକ୍ଷରିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ...

ଏମ୍ସ୍‌ ନେଲା ଆୟୁର୍ବେଦର ସହାୟତା: ଡାଇବେଟିସ୍‌ ସମସ୍ୟା ଦୂର କରିବାରେ କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହେବ ଅଧ୍ୟୟନ

ନୂଆଦିଲ୍ଲୀ,୧୮।୧: ଏମ୍ସ୍‌ ଏବେ ଆୟୁର୍ବେଦର ସହାୟତା ନେବାକୁ ମନସ୍ଥ କରିଛି। କାଞ୍ଚନ ଗଛର ମଣିଷ ଶରୀର ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ...

ବିନା ଅନୁମତିରେ ଧାର୍ମିକ ଶୋଭାଯାତ୍ରା ମନା

ଲକ୍ଷ୍ନୌ,୧୯।୪:ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି...

ଏଲ୍‌ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ

ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...

ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା: ଏଲଜେପିରେ ଯୋଗଦେଲେ ଉଷା ବିଦ୍ୟାର୍ଥୀ

ନୂଆଦିଲ୍ଲୀ, ୭।୧୦: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିିଳିବାରେ ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ଦଳର ୨...

୧୦ ମିନିଟ୍‌ ସ୍କୁଲ ବିଳମ୍ବରେ ଆସିବାରୁ ଶିକ୍ଷକ ଦେଲେ ଏମିତି ଦଣ୍ଡ, ଏବେ ଭେଣ୍ଟିଲେଟରରେ ଛାତ୍ର

ଫରିଦାବାଦ,୧୧।୧୧: ଫରିଦାବାଦର ବଲାଭଗଡ ସେକ୍ଟର-୧୧, ଦିଲ୍ଲୀ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଅପୂର୍ବ ଯାଦବଙ୍କୁ ସ୍କୁଲରେ ୧୦ ମିନିଟ ବିଳମ୍ବ ହେତୁ ତାଙ୍କୁ କଡ଼ା...

ଭାଇଚାରା: ବୈଷ୍ଣୋଦେବୀ ମନ୍ଦିର ପକ୍ଷରୁ କ୍ୱାରାଣ୍ଟାଇନ୍‌ରେ ଥିବା ୫୦୦ ମୁସଲମାନଙ୍କୁ ଶେହରୀ-ଇଫ୍‌ତାର

ଶ୍ରୀନଗର,୨୩।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ସ୍ଥାନରେ ଅଟକି...

ମହିଳା ପୋଲିସଙ୍କୁ ମାଡ଼ ଘଟଣା: ଗିରଫ ହେଲେ ଟିଆର୍‌ଏସ୍‌ ବିଧାୟକଙ୍କ ଭାଇ

ହାଇଦ୍ରାବାଦ,୧।୭: ତେଲେଙ୍ଗାନା ପୋଲିସ ଓ ବନ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)ର ଜଣେ ନେତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।...

Advertisement
Archives

Model This Week