Posted inଜାତୀୟ

କଂଗ୍ରେସ ଛାଡିବା ସହଜ ନ ଥିଲା: ସିବଲ

ନୂଆଦିଲ୍ଲୀ,୨୫।୫: କଂଗ୍ରେସରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କପିଲ ସିବଲ। ବୁଧବାର ସେ କହିଛନ୍ତି, ୨୦୨୪ରେ ଆମେ ଏକାଠି ଲୋକଙ୍କ ସ୍ବର ଉତ୍ତୋଳନ କରିବୁ। ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ ସମସ୍ତ ପ୍ରୟାସ କରାଯିବ। ଗତ ମେ ୧୬ରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ସେ କହିଛନ୍ତି।
କଂଗ୍ରେସ ଛାଡିବା ପୂର୍ବରୁ ମୁଁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ମୋ ପ୍ରତି ତାଙ୍କର ଆଚରଣ ଭଲ ଥିଲା। କଂଗ୍ରେସରୁ ଇସ୍ତଫା ଦେବା ଏତେ ସହଜ ନ ଥିଲା ଏବଂ ମୁଁ ସ୍ବାଧୀନ ସ୍ବର ଭାବରେ ମୋର ପରିଚୟ ବଜାୟ ରଖିଛି। ପ୍ରାଥମିକତା କୌଣସି ଦଳରେ ଯୋଗଦେବା ନୁହେଁ, ଲୋକଙ୍କ ପାଇଁ କାର୍ଯ୍ୟ କରିବା ସବୁଠୁ ବଡ଼ କଥା ବୋଲି ସିବଲ କହିଛନ୍ତି। ଏହାସହ ରାଜ୍ୟ ସଭା ପାଇଁ ସମର୍ଥନ ଦେଇଥିବାରୁ ସିବଲ ଏସପିଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆର୍‌ଆଇଙ୍କୁ ମତଦାନ ଅଧିକାର: କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୮ା୮: ବିଦେଶରେ ରହୁଥିବା ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କୁ ଦେଶରେ ମତଦାନ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ସିଜେଆଇ ଏନ୍‌.ଭି....

କୃଷକ ଆନ୍ଦୋଳନ: ହରିୟାଣାରେ ହାଇ ଆଲର୍ଟ

ଚଣ୍ଡିଗଡ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ପରେଡ୍‌ ବେଳେ ଦିଲ୍ଲୀରେ ଘଟିଥିବା ହିଂସାକୁ ନେଇ ପଡୋଶୀ ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ହରିୟାଣା...

ଫିଲ୍ମ ମେକର ବାସୁ ଚାଟାର୍ଜୀଙ୍କ ପରଲୋକ

ମୁମ୍ବାଇ,୪।୬: ଭେଟେରାନ ଫିଲ୍ମ ମେକର ବାସୁ ଚାଟାର୍ଜୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ଛୋଟି ସି...

ନିର୍ଣ୍ଣାୟକ ହେବ କର୍ନାଟକ ଲଢ଼େଇ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୩: କର୍ନାଟକ ବିଧାନସଭାର ୨୨୪ ଆସନ ପାଇଁ ମେ’ ୧୦ରେ ଭୋଟ ଗ୍ରହଣ କରାଯିବ ବୋଲି ବୁଧବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର...

ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଲୋକାର୍ପଣ କରିବାକୁ ଯାଉଛନ୍ତି । ଏହି ରାସ୍ତା ଖୋଲିଯିବା ପରେ ଦିଲ୍ଲୀ, ଲକ୍ଷ୍ନୌ...

ଡିମ୍ପଲ ନୁହେଁ ଜୟନ୍ତ ଚୌଧୁରୀଙ୍କୁ ମିଳିଲା ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ,୨୬ ।୫: ଉତ୍ତର ପ୍ରଦେଶରେ ୧୧ ରାଜ୍ୟ ସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ସମାଜବାଦୀ ପାର୍ଟି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି...

ମୋଦିଙ୍କ ଉପରେ ୭୨ ପ୍ରତିଶତରୁ ଅଧିକଙ୍କର ଭରସା: ରାହୁଲଙ୍କ ଉପରେ ବିଶ୍ୱାସ କମିଛି

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଧିକ ଭାରତୀୟଙ୍କର ଭରସା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ମୋଦି ପ୍ରତି...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week