Posted inଜାତୀୟ

ଶିବରାଜଙ୍କ ଅଭିନବ ପ୍ରୟାସ

ଭୋପାଳ,୨୬ା୫: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଙ୍ଗଳବାର ରାଜଧାନୀ ଭୋପାଳରେ ବୁଲି ବୁଲି କଣ୍ଢେଇ, ପୁସ୍ତକ ଆଦି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱବ ସାରଙ୍ଗ ଓ ସ୍ଥାନୀୟ ବିଧାୟକ କ୍ରିଷ୍ଣା ଗୌର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ। ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକର ପିଲାଙ୍କ ପାଇଁ ସେ ଲୋକଙ୍କୁ ବହି ଓ ଖେଳଣା ମାଗୁଥିବାବେଳେ ପ୍ରବଳ ଜନଗହଳି ହୋଇଥିଲା।

୩ ଘଣ୍ଟା ଭିତରେ ପ୍ରାୟ ୮୦୦ ମିଟର ଯାତ୍ରା କରି ମୁଖ୍ୟମନ୍ତ୍ରୀ ୧୦ ଟ୍ରକ୍‌ ପୁସ୍ତକ, ଖେଳଣା ଓ ଅନ୍ୟ ସାମଗ୍ରୀ ଠୁଳ କରିଥିଲେ। ଏଥିସହ ୨ କୋଟି ଟଙ୍କାର ଚେକ୍‌ ମଧ୍ୟ ଗ୍ରହଣ କରିଥିଲେ। ଏପରି କି କେତେଜଣ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ପାଇଁ ବ୍ୟକ୍ତି ଟିଭି, କୁଲର, ଫ୍ୟାନ୍‌ ଓ ଅନ୍ୟ ଆସବାବପତ୍ର ମଧ୍ୟ ଦାନ କରିଥିବା ଜଣାପଡ଼ିଛି। ଭୋପାଳରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ସେସବୁ ବିତରଣ କରାଯିବ

। ଅଭିନେତା ଅକ୍ଷୟ କୁମାର ଏଥିରେ ଅନୁପ୍ରାଣିତ ହୋଇ ରାଜ୍ୟର ୫୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରି ୧ କୋଟି ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ଟି ସ୍ତମ୍ଭ ଉପରେ ରହିଛି ଏକବିଂଶ ଶତାବ୍ଦୀର ମୂଳଦୁଆ: ପ୍ରଧାନମନ୍ତ୍ରୀ

ଚେନ୍ନାଇ,୩୦।୯: ଏକବିଂଶ ଶତାବ୍ଦୀର ମୂଳଦୁଆ ୩ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ରହିଛି। ସେଗୁଡ଼ିକ ହେଉଛି ନବୀକରଣ, ଦଳଗତକାର୍ଯ୍ୟ ଏବଂ ଜ୍ଞାନକୌଶଳ। ଏସବୁର ବିକାଶରେ ଶତାବ୍ଦୀର ଧାର୍ଯ୍ୟ...

୨୮ବର୍ଷ ପରେ ପ୍ରଥମ ଥର ବୁଲେଟପ୍ରୁଫ୍‌ ଟେଣ୍ଟରେ ବିରାଜମାନ ହେବେ ରାମଲଲା

ଅଯୋଧ୍ୟା,୨୫।୨: ଅଯୋଧ୍ୟାରେ ୨୮ବର୍ଷ ପରେ ପ୍ରଥମ ଥର ଏକ ଅସ୍ଥାୟୀ ଟେଣ୍ଟ ତଳେ ରହିବେ ରାମଲଲା। ରାମଲଲାଙ୍କ ମୂର୍ତ୍ତିକୁ ଏକ ବୁଲେଟପ୍ରୁଫ୍‌ର ଫାଇଭର ଷ୍ଟ୍ରକଚର୍‌ ଭିତରେ...

ନିୟୋଜିତ ହେବେ ଅବସରପ୍ରାପ୍ତ ସେନା କର୍ମଚାରୀ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ହୋଇଥିବାବେଳେ ଆବଶ୍ୟକସ୍ଥଳେ ରାଜ୍ୟ ଓ ଜିଲା ପ୍ରଶାସନକୁ ସହାୟତା କରିବା ଲାଗି ଅବସରପ୍ରାପ୍ତ ସେନା କର୍ମଚାରୀ(ଇଏସ୍‌ଏମ୍‌)ମାନଙ୍କୁ...

ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କୁ କୋଲକାତା ବଦଳି ସୁପାରିସ

ନୂଆଦିଲ୍ଲୀ,୨୭।୫: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କୁ କୋଲକାତା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ...

ବିମାନର ବୈଷୟିକ ତ୍ରୁଟି ଉପରେ ନୂତନ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ,୨୪ା୭: ବିମାନରେ ଅଧିକାଂଶ ସମୟରେ ଦେଖାଦେଉଥିବା ତ୍ରୁଟି ଉପରେ ବିମାନ ନିୟାମକ (ଡିଜିସିଏ) ବର୍ତ୍ତମାନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ବୈଷୟିକ ତ୍ରୁଟି ସମ୍ପର୍କରେ...

୮ ଆଇଏଏସ୍‌ ଅଧିକାରୀ ଦୋଷୀ ସାବ୍ୟସ୍ତ

ଭୋପାଳ,୩୧ା୩: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇଏଏସ ଅଧିକାରୀଙ୍କୁ କୋର୍ଟର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ହାଇକୋର୍ଟ ଏହି ସମସ୍ତ ଅଧିକାରୀଙ୍କୁ ଦୁଇ...

ହିମନ୍ତ ବିଶ୍ୱଶର୍ମାଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ହାଇଦ୍ରାବାଦ,୯।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୁକ୍ରବାର ଗଣେଶ ମହୋତ୍ସବ ଅବସରରେ ହାଇଦ୍ରବାଦ ଆସିଥିଲେ। ଏହି ଅବସରରେ ସେ ଏକ ରାଲିରେ ଉଦ୍‌ବୋଧନ ଦେବାକୁ ଛିଡ଼ା...

ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ବାରମୂଳା,୭।୬: ଜମ୍ମୁ-କଶ୍ମୀର ବାରମୂଳା ଜିଲାର ସୋପେର ଅଞ୍ଚଳରେ ଏକ ପୋଲିସ ଷ୍ଟେଶନ ଉପରେ ଶୁକ୍ରବାର ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ମାଡ ହୋଇଛି। ଏଥିରେ ୨ ପୋଲିସକର୍ମୀ...

Advertisement
Archives

Model This Week