କୋଇଲା ସଙ୍କଟ: ମେ ୨୪ ପର୍ଯ୍ୟନ୍ତ ପରିବହନ ପାଇଁ ବାତିଲ ହେବ ଟ୍ରେନ୍
ନୂଆଦିଲ୍ଲୀ, ୬ା୫: ଦେଶରେ କୋଇଲା ସଙ୍କଟ ବଢ଼ି ଚାଲିଥିବାରୁ ବହୁ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍ ଉତ୍ପାଦନ ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କୋଇଲା ପରିବହନକୁ ସୁଗମ କରିବା ପାଇଁ ଦେଶରେ ୧୧ଶହ ଥର ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। ଏହା…
କେନ୍ଦ୍ରର ପ୍ରଥମ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର
ନୂଆଦିଲ୍ଲୀ,୬।୫: କେନ୍ଦ୍ର ସରକାରଙ୍କ ପ୍ରଥମ ‘ସ୍ମାର୍ଟସିଟି’ ତାଲିକାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବାକୁ ଥିବା ଏହି ତାଲିକାରେ ୭ଟି ସହର ରହିଛି। ଅନ୍ୟ ସ୍ମାର୍ଟସିଟିଗୁଡ଼ିକ ହେଲା ଭୋପାଳ,…
ଭାଜପା କର୍ମୀଙ୍କ ଝୁଲନ୍ତା ମୃତଦେହ ଜବତ, ଶାହାଙ୍କ ସ୍ବାଗତ କାର୍ଯ୍ୟକ୍ରମ ବାତିଲ
କୋଲକତା,୬।୫: ପଶ୍ଚିମବଙ୍ଗରେ ଜଣେ ଭାଜପା କର୍ମୀଙ୍କ ମୃତଦେହ ମିଳିବା ପରେ କୋଲକାତାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା କାଶିପୁର ଅଞ୍ଚଳରେ ଘଟିଛି। ଏଠାରେ ଭାଜପା କର୍ମୀ ଅର୍ଜୁନ ଚୌରସିଆଙ୍କ ମୃତଦେହ ଶୁକ୍ରବାର ଏକ ପରିତ୍ୟକ୍ତ ଘରେ ଝୁଲିଥିବା ଦେଖିବାକୁ…
ବିଧାୟକଙ୍କ ଦରମା ହେବ ଦୁଇଗୁଣା
ନୂଆଦିଲ୍ଲୀ,୬ ।୫: ରାଜଧାନୀ ଦିଲ୍ଲୀରେ ଖୁବଶୀଘ୍ର ବିଧାୟକଙ୍କ ଦରମା ବଢିଯାଇପାରେ । ଦିଲ୍ଲୀ ବିଧାନସଭାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜରୀ ପ୍ରଦାନ କରିଛନ୍ତି । ଏବେ ୧୧ ବର୍ଷ ପରେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉଛି । ବିଧାୟକଙ୍କ ଦରମା ବ୍ୟତୀତ…
‘ମସଜିଦ୍ରେ ଆଜାନ ପାଇଁ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ’
ନୂଆଦିଲ୍ଲୀ,୬।୫: ସାରା ଦେଶରେ ଲାଉଡସ୍ପିକର ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମସଜିଦ୍ରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର କରିବା ଏକ ମୌଳିକ ଅଧିକାର ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଲାଉଡସ୍ପିକର ବ୍ୟବହାର ପାଇଁ ଅନୁମତି…
ମା’ଙ୍କୁ ମିଳିଲାନି ମାତୃକାଳୀନ ଛୁଟି: ହାଇକୋର୍ଟ ଗଲେ ୩ ମାସର ଶିଶୁ
ନୂଆଦିଲ୍ଲୀ,୬।୫: ଦିଲ୍ଲୀ ନଗର ସମିତି(ଏନଡିଏମସି) ରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ମାତୃକାଳୀନ ଛୁଟି ନ ମିଳିବାରୁ ତାଙ୍କ ୩ ମାସର ଶିଶୁ ନ୍ୟାୟ ପାଇଁ ଦିଲ୍ଲୀ ହାଇକୋର୍ଟରେ ଯାଇଛନ୍ତି। ଶିଶୁଟି ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଏନଡିଏମସି…
ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗା ଗିରଫ
ନୂଆଦିଲ୍ଲୀ,୬।୫:ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ପଞ୍ଜାବ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଉତ୍ତେଜନାମୂଳକ ବିବୃତ୍ତି ତଥା ଅପରାଧିକ ଭୟଭୀତତା ସୃଷ୍ଟି କରିବା ଅପରାଧରେ ଏପ୍ରିଲ ୧ରେ ବାଗାଙ୍କ ବିରୋଧରେ ଏକ ମାମଲା ପଞ୍ଜାବ ପୋଲିସ ରୁଜୁ କରିଥିଲା। ମାର୍ଚ୍ଚ…
ଦେଶରେ କରୋନା ସଂକ୍ରମଣ ପୁଣି ବଢୁଛି
ନୂଆଦିଲ୍ଲୀ,୬।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ଶୁକ୍ରବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
ବିମାନ ଭଳି ସୁବିଧା ମିଳିବ ରେଳରେ, ପ୍ରସ୍ତୁତ ୫୧ ହଜାର ‘ରେଳ କର୍ମଯୋଗୀ’
ନୂଆଦିଲ୍ଲୀ,୬ ।୫: ରେଳ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଯାତ୍ରାରୁ ବାହାର କରି ଉତ୍ସାହ ଭରା ଯତ୍ରା ଯୋଗାଇ ଦେବାକୁ ରେଳ ମନ୍ତ୍ରଣାଳୟ ମିଶନ କର୍ମଯୋଗୀ ଭଳି ଏକ ବିଶେଷ ରାସ୍ତା ବାଛିଛି । ରେଲୱେ ତା’ର ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଏକ ଇଣ୍ଟରନାଲ…
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆରମ୍ଭ ହେବ ଭାରତ-ରୁଷିଆ ବିମାନ ସେବା
ନୂଆଦିଲ୍ଲୀ,୬ ।୫: ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଏରୋଫ୍ଲୋଟ ଶୁକ୍ରବାରଠାରୁ ରୁଷିଆ-ଭାରତ ମଧ୍ୟରେ ପୁଣିଥରେ ବିମାନ ସେବା ଆରମ୍ଭ କରିବ । ଏରୋଫ୍ଲୋଟ କମ୍ପାନୀ ତା’ର ନିର୍ଦ୍ଧାରିତ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ମାର୍ଚ୍ଚ ୮ରୁ ବନ୍ଦ କରି ଦେଇଥିଲା । କାରଣ…
ଆରମ୍ଭ ହେଲା ଚାରିଧାମ ଯାତ୍ରା, କେଦାରନାଥରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ
ଡେରାଡୁନ,୬ ।୫: ବମ ଭୋଲେ ଗୁଞ୍ଜରଣ ସହ ପୁଣିଥରେ କରୋନା ମହାମାରୀ ପରେ ଖୋଲିଛି କେଦାରନାଥର ଦ୍ୱାର । ବାବା କେଦାରନାଥଙ୍କ ପଞ୍ଚମୁଖି ଉତ୍ସବ ଡୋଲି ଗ୍ରୀଷ୍ମକାଳୀନ ପ୍ରବାସ ପାଇଁ କେଦାରନାଥ ପହଞ୍ଚିସାରିଛି । ମନ୍ଦିରର ରାଉଳ ବାବାଙ୍କର ଡୋଲି ନେଇ…
ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ନୋମିନେଶନ
ନୂଆଦିଲ୍ଲୀ, ୬ା୫: ପଦ୍ମ ପୁରସ୍କାର ୨୦୨୩ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଅନ୍ଲାଇନରେ ନୋମିନେଶନ ବା ନାଁ ସୁପାରିସ୍ କରାଯାଇପାରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ…
Archives


