ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ନୂଆଦିଲ୍ଲୀ,୧୯।୩: ରାଜ୍ୟ ସଭା ପାଇଁ ଶନିବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆସାମ ଓ କେରଳ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଆସାମରୁ ରିପୁନ ବୋରା ଏବଂ କେରଳର ଜେ.ବି ମାଥେରଙ୍କୁ ପ୍ରାର୍ଥୀ ଭାବେ ମନୋନୀତ…
ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୯।୩: ଭାରତ-ଜାପାନ ବାର୍ଷିକ ଶିଖର ସମ୍ମଳନୀରେ ଯୋଗ ଦେବା ପାଇଁ ଶନିବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀ କିଶିଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।…
ଭାଜପା ମେଣ୍ଟରେ ପୁଣି ଓମ୍ପ୍ରକାଶଙ୍କ ଘର ବାହୁଡା!
ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ଏକଦା ୟୁପିରେ ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଓମ୍ପ୍ରକାଶ ରାଜଭାରଙ୍କ ଦଳ ସୁହେଲଦେବ ଭାରତ ସମାଜ ପାର୍ଟି(ସୁଭାସପା) ଅଖିଳେଶ ଯାଦବଙ୍କ ସମାଜବାଦିି ପାର୍ଟି…
ଗୁଜରାଟ ପରେ ଭାଗବତ ଗୀତା ସପକ୍ଷରେ କର୍ନାଟକ
ଲକ୍ଷ୍ନୌ,୧୯।୩: ଗୁଜରାଟର ଭାଜପା ସରକାର ସ୍କୁଲ ପାଠ୍ୟକ୍ରମରେ ଭାଗବତ ଗୀତାକୁ ସାମିଲ କରିବା ପରେ ସମାନ ଯୋଜନା କରୁଛି କର୍ନାଟକ ସରକାର। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଟେକ୍ସଟବୁକ୍ କମିଟି ସଦସ୍ୟଙ୍କ ସହ ଆଲୋଚନା କରାଯିବ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି।…
ସେକ୍ସ ର଼୍ୟାକେଟରୁ ଉଦ୍ଧାର ହେଲେ ଟିଭି ଅଭିନେତ୍ରୀ
ପାଣଜୀ,୧୯।୩: ଗୋଆ କ୍ରାଇମ୍ ବ୍ରାଞ୍ଚ ରାଜଧାନୀ ପଣଜୀ ନିକଟସ୍ଥ ସଙ୍ଗୋଲଦା ଗ୍ରାମରୁ ଏକ ସେକ୍ସ ର଼୍ୟାକେଟ୍ ଠାବ କରିଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୩ ମହିଳା ଉଦ୍ଧାର ହୋଇଛନ୍ତି। ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ମହିଳାଙ୍କ…
ଆଜି ଶପଥ ନେବେ ମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୧୮।୩: ପଞ୍ଜାବରେ ଭଗୱନ୍ତ ମାନଙ୍କ ନେତୃତ୍ୱଧୀନ ସରକାର ଗଠନ ହେବା ପରେ ଏବେ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ଆଜି ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାଜଭବନରେ ଆୟୋଜିତ ହେବ। ୮ରୁ ୧୦ ଜଣ ମନ୍ତ୍ରୀ ପଞ୍ଜାବର କ୍ୟାବିନେଟ…
ରାଜ୍ୟସଭା ନିର୍ବାଚନ: ୪ ରାଜ୍ୟରେ ପ୍ରାର୍ଥୀ ଘୋଷଣାା କଲା ଭାଜପା
ନୂଆଦିଲ୍ଲୀ,୧୯।୩ : ଚଳିତ ବର୍ଷ ରାଜ୍ୟସଭାରେ ହେବାକୁ ଥିବା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଭାଜପା ଚାରି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାଜପା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏ ନେଇ ଘୋଷଣା କରିଛନ୍ତି । ଆସାମରୁ ପବିତ୍ରା ମାର୍ଗରିଟା,…
ଆୟୁରବେଦିକ ମସାଜ ଅଫର ଦେଇ ବିଦେଶୀଙ୍କୁ ବଳାତ୍କାର
ଜୟପୁର,୧୯।୩: ଏକ ହୋଟେଲରେ ଆୟୁରବେଦିକ ବଡି ମସାଜ ନେବାକୁ ଯାଇଥିବା ଜଣେ ୩୧ ବର୍ଷୀୟା ଡଚ ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଜୟପୁରରୁ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିଜୁ ମୁରଲିଧରଣଙ୍କୁ ଖାଟିପୁରା ଅଞ୍ଚଳରୁ…
ଶନିବାର ଶପଥ ନେବେ ମନ୍ତ୍ରୀ
ଚଣ୍ଡିଗଡ଼,୧୮।୩: ପଞ୍ଜାବରେ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧିନ ସରକାର ଗଠନ ହେବା ପରେ ଏବେ ଶପଥ ଗ୍ରହଣ କରିବେ ମନ୍ତ୍ରୀ। ଶନିବାର ଦିନ ୧୧ଟାରେ ପଞ୍ଜାବ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ୧୮ ବର୍ଥ…
ହୋଲିରେ ନଜର ଆସିଲା କକା-ପୁତୁରାଙ୍କ ମଧ୍ୟରେ ଫାଟ
ଇଟାଓ୍ବା,୧୮।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କକା ଶିବପାଲ ଯାଦବ ଏବଂ ପୁତୁରା ଅଖିଳେଶ ଯାଦବଙ୍କ ଦଳ ଏକତ୍ର ହୋଇଥିଲେ। କିନ୍ତୁ ପ୍ରକୃତରେ କ’ଣ କକା-ପୁତୁରାଙ୍କ ଦୁହେଁ ଏକଜୁଟ ହୋଇଛନ୍ତି କି। କାରଣ ଶୁକ୍ରବାର ଆୟୋଜିତ ହୋଇଥିବା ଏକ ହୋଲି…
ବହୁ ଆଡ଼ମ୍ବରରେ ରାଜନେତା ପାଳିଲେ ହୋଲି
ନୂଆଦିଲ୍ଲୀ,୧୮।୩: ରଙ୍ଗର ପବ ହୋଲିକୁ ସାରା ଦେଶରେ ଶୁକ୍ରବାର ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ହେଲାଣି ଲୋକମାନେ ଏହି ପର୍ବକୁ ପାଳନ କରି ନ ଥିଲେ। କିନ୍ତୁ ଦେଶରେ ବର୍ତ୍ତମାନ କରୋନା ମାମଲା…
ପ୍ରଥମ ଥର ଭାରତ ଗ୍ରସ୍ତରେ ଜାପାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୮।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଭାରତ-ଜାପାନର ୧୪ତମ ବାର୍ଷିକ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। କିଶିଡା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଏହି ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ବୋଲି ଭାରତୀୟ…
Archives


