Posted inଜାତୀୟ

୪୦ ଦଙ୍ଗାକାରୀଙ୍କ ଫଟୋ ଜାରି

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ ୪ଟା ସୁଦ୍ଧା ୩୨ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ କାନପୁର ଡେପୁଟି ହଲ୍‌ରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପକୁ ସିଲ୍‌ କରିଦିଆଯାଇଛି। ଏଭଳିସ୍ଥିତରେ ଢେଲାମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୋଲିସ ୪୦ଜଣଙ୍କ ଫଟୋ ଜାରି କରିଛି।

ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ସହ ସେମାନଙ୍କ ନେଟଓ୍ବାର୍କ ଠାବ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅଧିକ ପ୍ରମାଣ ପାଇଁ ଅଭିଯୁକ୍ତଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରାଯିବ। ଅନ୍ୟପକ୍ଷେ ଯାଞ୍ଚ ବେଳେ ପ୍ରମାଣ ନଷ୍ଟ, ଡିଭିଆର୍‌ ଫୁଟେଜ୍‌ ଡିଲିଟ୍‌ କରିବା ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭମେଳାରେ ପ୍ରତିଦିନ ୫୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବେ

ଡେରାଡୁନ୍‌, ୭।୧୦: ଆଗକୁ କୁମ୍ଭମେଳା ଆସୁଛି। ୨୦୨୧ ଜାନୁୟାରୀ ୧୪ରେ କୁମ୍ଭମେଳାର ଆରମ୍ଭ ହେବ। ଏହି ସମୟରେ ପ୍ରତିଦିନ ୩୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ...

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେବେ ଇସ୍ତଫା, ଅପରାହ୍ନ ୫ଟାରେ ଭାଜପାର କୋର ଗ୍ରୁପ ବୈଠକ

ପାଟନା,୯ ।୮: ବିହାର ରାଜନୀତିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଶେଷରେ ଏବେ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଏବେ ସ୍ପଷ୍ଟ ହୋଇଛି...

ଟ୍ରାକ୍ଟର ଟ୍ରଲି ଓଲଟି ୩ ମୃତ, ୨୦ ଆହତ, ୧୨ ଗୁରୁତର

ଦାତିୟା,୮ ।୧୧: ମଧ୍ୟ ପ୍ରଦେଶର ଦାତିୟା ଜିଲାରେ ସୋମବାର ରାତିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ସିନ୍ଧ ନଦୀ ଉପରେ...

ଏତିକି ଟଙ୍କାରେ ମିଳିବ ନାଜାଲ ଟିକା

ନୂଆଦିଲ୍ଲୀ,୨୭।୧୨: କରୋନାକୁ ନେଇ ଭାରତ ସରକାର ସତର୍କ ଅଛନ୍ତି। ଗତ ସପ୍ତାହରେ ସରକାର ଭାରତ ବାୟୋଟେକର ନାଜାଲ ଭାକ୍ସିନ ଇନକୋଭାକକୁ ଅନୁମୋଦନ କରିଥିଲେ। ଖୁବ ଶୀଘ୍ର...

ଆର୍‌ବିଆଇ ଗଭର୍ନରଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯାଇଛି। ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୧୦, ୨୦୨୧ରେ ଶେଷ ହେବାର...

ଜେଟଲୀଙ୍କ ବିନା ଦୀପାବଳୀ ପାଳିବେ ଆଡଭାନୀ

ନୂଆଦିଲ୍ଲୀ,୨୫।୮: ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ୬୬ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। ହେଲେ ତାଙ୍କୁ ମନେ ପକାଇ...

କିନ୍ନର ହେବେ ପାଇଲଟ୍‌, ଡିଜିସିଏ ଜାରି କଲା ନୂଆ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୧୧।୮ : ପାଇଲଟ ହେବାକୁ ଚାହୁଁଥିବା କିନ୍ନରଙ୍କ ଫିଟନେସର ଏରୋମେଟିକାଲ ମୂଲ୍ୟାଙ୍କନ ବିଷୟରେ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ଫଳରେ ଏଣିକି କିନ୍ନରଙ୍କ ବ୍ୟବସାୟିକ...

ହାଇଦ୍ରାବାଦ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ଫାଟି ଅଗ୍ନିକାଣ୍ଡ ଘଟଣା, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୯: ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ସୋମବାର ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

Advertisement
Archives

Model This Week