ସ୍ଥିତି ପୁଣି ଅଣାୟତ୍ତ ମୁହାଁ…

ନୂଆଦିଲ୍ଲୀ, ୧୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୮ ହଜାର ଟପିଛି। ଏହା ୮ ହଜାର ୫୮୨ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ପୁଣି ୪୪ ହଜାର ଟପିଛି। ଏହା ୪୫ ହଜାର ମୁହାଁ ହୋଇ ୪୪ ହଜାର ୫୧୩ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୪ ହଜାର ୪୩୫ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୯୨୨ ଜଣ, କେରଳରେ ୨,୪୭୧ ଜଣ, ଦିଲ୍ଲୀରେ ୭୯୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କର୍ନାଟକରେ ୫୬୨ ଜଣ, ହରିୟାଣାରେ ୪୧୧ ଜଣ, ଉତ୍ତରପ୍ରଦେଶରେ ୨୩୩ ଜଣ, ତାମିଲନାଡୁରେ ୨୧୭ ଜଣ, ଗୁଜରାଟରେ ୧୫୪, ତେଲେଙ୍ଗାନାରେ ୧୪୫, ପଶ୍ଚିମବଙ୍ଗରେ ୧୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୬୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୨ ଲକ୍ଷ ୨୨ ହଜାର ୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୫୨ ହଜାର ୭୩୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୫ କୋଟି ୧୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୩ କୋଟି ୪୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ପେପର୍‌ ଲିକ୍‌ ମାମଲା: ୧୫ ଗିରଫ

ଗାନ୍ଧୀନଗର,୨୯।୧: ଗୁଜରାଟରେ ପୁଣି ଥରେ ପେପର୍‌ ଲିକ୍‌ ହେବା ଖବର ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୨୯ ଅର୍ଥାତ ରବିବାର ହେବାକୁ ଥିବା...

ପ୍ରଧାନମନ୍ତ୍ରୀ ହେବାକୁ ମୋର ଇଚ୍ଛା ନାହିଁ: ନୀତୀଶ କୁମାର

ନୂଆଦିଲ୍ଲୀ,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିଲ୍ଲୀ ଗସ୍ତ ସମୟରେ ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। ସାକ୍ଷାତ ପରେ ଉଭୟ ନେତା ଗଣମାଧ୍ୟମ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ କୋଠିୟାଲ

ଡେରାଡୁନ,୧।୭: ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ତଥା ଅବସରପ୍ରାପ୍ତ କଲୋନେଲ ଅଜୟ କୋଠିୟାଲ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ...

ୟୁପି ବିଧାନସଭା ପୂର୍ବତନ ବାଚସ୍ପତିଙ୍କ ପରଲୋକ

ପ୍ରୟାଗରାଜ,୮।୧: ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ୮୯ ବର୍ଷରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ...

ପୁଣି ଆଲୋଚନା ପାଇଁ କହିଲେ କୃଷକ ସଂଗଠନ

ନୂଆଦିଲ୍ଲୀ,୨୧।୫: ପୁଣି ଥରେ ତେଜିପାରେ କୃଷକ ଆନ୍ଦୋଳନ। କରୋନା ବିଫଳତା ଯୋଗୁ ଚାରି ଆଡ଼ୁ ଘେରି ହୋଇପଡ଼ିଛନ୍ତି କେନ୍ଦ୍ର ସରକାର। ଏଭଳି ସ୍ଥିତିରେ କୃଷକ ସଂଗଠନ...

ପାକିସ୍ତାନ ମନ୍ତ୍ରୀଙ୍କ ଦାବି ଆରମ୍ଭ ହୋଇ ସାରିଛି କରୋନାର ଚତୁର୍ଥ ଲହର

ଇସ୍‌ଲାମାବାଦ,୧୦ ।୭: ସାରା ବିଶ୍ୱ ଏବେ କରୋନା ଯୁଦ୍ଧ ଲଢି ଚାଲିଥିବା ବେଳେ ପାକିସ୍ତାନର ପ୍ଲାନିଙ୍ଗ ଡେଭଲପମେଣ୍ଟ ଆଣ୍ଡ ସ୍ପେଶାଲ ଇନିସିଏଟିଭ ମନ୍ତ୍ରୀ ଅସଦ ଉମର...

‘ଗୋ କରୋନା ଗୋ’ ପରେ ଏବେ ‘ନୋ କରୋନା ନୋ’

ନୂଆଦିଲ୍ଲୀ,୨୭।୧୨: ଭାରତ ସମେତ ସମଗ୍ର ବିଶ୍ୱରେ ଯେତେବେଳେ କରୋନା ଭୂତାଣୁ ବ୍ୟାପିଥିଲା, ସେତେବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ‘ଗୋ କରୋନା ଗୋ’ ସ୍ଲୋଗାନ ଦେଇ...

ପାକିସ୍ତାନକୁ ସହାୟତା ଦେଲା ଆମେରିକା: ଚିନ୍ତାପ୍ରକଟ କଲା ଭାରତ

ନୂଆଦିଲ୍ଲୀ,୧୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ତାଙ୍କ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନଙ୍କ ସହ ଫୋନରେ ବାର୍ତ୍ତାଳାପ କରିଛନ୍ତି। ଏହି ସମୟରେ ଦୁଇ...

Advertisement
Archives

Model This Week