Posted inଜାତୀୟ

ସୋନିଆ-ରାହୁଲଙ୍କୁ ଇଡିର ନୋଟିସ ବିରୋଧରେ ସାରା ଦେଶରେ କଂଗ୍ରେସର ପ୍ରେସ କନଫରେନ୍ସ, ପ୍ରଦର୍ଶନ ପାଇଁ ବି ପ୍ରସ୍ତୁତି

ନୂଆଦିଲ୍ଲୀ,୧୨ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବହୁବାର ନୋଟିସ ଦିଆଗଲାଣି । ଏବେ ଏହାକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରେସ କନଫରେନ୍ସ କରିବାକୁ ଯାଉଛି । ଏଥିପାଇଁ କଂଗ୍ରେସ ବିଭିନ୍ନ ପ୍ରସ୍ତୁତି ବି କରୁଛି । କଂଗ୍ରେସ ଏହା ବିରୋଧରେ ପ୍ରଦର୍ଶନ କରିବା ସହ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବାର ବି ଯୋଜନା କରିଛି । ରବିବାର ହେବାକୁ ଯାଉଥିବା ଏହି ପ୍ରେସ କନଫରେନ୍ସ ପାଇଁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସମସ୍ତ କଂଗ୍ରେସ ନେତା ଏବେ ସରକାରୀ ଏଜେନ୍ସିଙ୍କ କାର୍ଯ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୧୧ ହଜାର ତଳେ…

ନୂଆଦିଲ୍ଲୀ, ୨୭।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ମୋଦିଙ୍କ ବାୟୋପିକ୍‌: ସୁପ୍ରିମ୍‌କୋର୍ଟରେ ଇସି ଦାଖଲ କଲେ ରିପୋର୍ଟ; ଶୁଣାଣି ଶୁକ୍ରବାର

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ସମ୍ପର୍କିତ ରିପୋର୍ଟ ସୋମବାର ନିର୍ବାଚନ କମିଶନ(ଇସି) ସୁପ୍ରିମ୍‌କୋର୍ଟରେ ଦାଖଲ କରିଛନ୍ତି। ଏହାର ରିଲିଜ୍‌ ସମ୍ପର୍କରେ ଶୁକ୍ରବାର ଶୁଣାଣି କରାଯିବ...

ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ବର୍ତ୍ତମାନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ହେବାପରେ...

ରାମ ମନ୍ଦିର ଭୂମୀ ପୂଜା ପାଇଁ ସବୁ ପବିତ୍ର ନଦୀ-ସମୁଦ୍ରରୁ ଆସିବ ଜଳ !

ନୂଆଦିଲ୍ଲୀ,୨।୩: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରସ୍ତୁତି ଯୋର ସୋରରେ ଚାଲିଛି। ଗର୍ଭଗୃହ ତଳର ମାଟିର ଶକ୍ତି ସହ ସମ୍ପୂର୍ଣ୍ଣ ଭୂମୀର ସର୍ଭେ କରାଯାଇ...

ବିନା ବ୍ୟାଗରେ ଶନିବାର ସ୍କୁଲ ଯିବେ ଛାତ୍ରୀଛାତ୍ର

ରାୟପୁର,୭।୭: ଛତିଶଗଡରେ ବର୍ତ୍ତମାନ ପିଲାମାନେ ଖେଳି ଖେଳି ଅଧ୍ୟୟନ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ ତଥା ଆଖପାଖର ପରିବେଶ ସହିତ ଯୋଡିବା ପାଇଁ ଭୁପେଶ ବଘେଲା...

ଆଡମିଟ୍‌ କାର୍ଡରେ ପ୍ରଧାନମନ୍ତ୍ରୀ-ରାଜ୍ୟପାଳ-ଧୋନୀଙ୍କ ଫଟୋ, ତଦନ୍ତ ନିର୍ଦ୍ଦେଶ…

ପାଟନା, ୧୧।୯ : ବିହାରର ପରୀକ୍ଷାର୍ଥୀଙ୍କୁ ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂ ଧୋନି...

ଦିଲ୍ଲୀରେ ଆପ୍‌ ଲହରି: କେଜ୍‌ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପୁଣି ଥରେ କ୍ଷମତାକୁ ଫେରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲଙ୍କ ନେତୃତ୍ୱରେ ଦଳ ତୃତୀୟ ଥର...

ପିଓକେରେ ଆତଙ୍କବାଦୀଙ୍କୁ ତାଲିମ୍‌ ଦେଉଛି ପାକିସ୍ତାନ ସୈନ୍ୟ ବିଭାଗ: ରେଶିୟନ୍‌-କଦଲନ ଗଲି ମଧ୍ୟ ଦେଇ ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର

ଶ୍ରୀନଗର,୪।୯: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଷଡ଼ଯନ୍ତ୍ର ରଚାଯାଉଛି। ଏଠାରେ ପାକିସ୍ତାନ ସୈନ୍ୟ ବିଭାଗର ୫୦ ଜଣ କମାଣ୍ଡୋ ଆତଙ୍କବାଦୀଙ୍କୁ ଆବଶ୍ୟକ...

Advertisement
Archives

Model This Week