Posted inଜାତୀୟ

ପ୍ରୟାଗରାଜ ହିଂସା ମାମଲାରେ ଜେଲ ଗଲେ ୬୪ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିପାରେ ବୁଲଡୋଜର

ନୂଆଦିଲ୍ଲୀ,୧୨ ।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣି ଦେବା ମାମଲାରେ ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ହିଂସା ବ୍ୟାପିଛି । ପ୍ରୟାଗରାଜ ସହର ଏଥିରୁ ବାଦ ଯାଇନାହିଁ । ତେବେ ପୋଲିସର ଆକ୍ସନ ପରେ ମାଷ୍ଟରମାଇଣ୍ଡ ସମେତ ୬୪ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି । ତାଜା ସୂଚନା ଅନୁଯାୟୀ, ଏହି ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ଜାଭଦେ ଓରଫ ଜାଭେଦ ପପଙ୍କ ଘର ଉପରେ ରବିବାର ବୁଲଡୋଜର ଚାଲିପାରେ ।
ସୂଚନା ମୁତାବକ ଜାଭେଦ ପପଙ୍କ ଘରେ ନୋଟିସ ଲଗାଇ ଦିଆଯାଇଛି । ଯେଉଁଥିରେ ରବିବାର ସକାଳ ୧୧ଟା ସୁଦ୍ଧା ଘର ଖାଲି କରିବାକୁ କୁହାଯାଇଛି । ଅନୁମାନ କରାଯାଉଛି କି ରବିବାର ସକାଳ ୧୧ଟା ସୁଦ୍ଧା ଜାଭେଦଙ୍କ ଘର ଉପରେ ବୁଲଡୋଜର ଚଲାଯାଇପାରେ । ଜଭେଦଙ୍କ ପତ୍ନୀ ପରବିନ ଫାତମା ଓ ଝିଅ ସୁମୈୟା ଫାତମାଙ୍କୁ ବି ପୋଲିସ ଅଟକ ରଖିଥିଲା । ପୋଲିସ ଅନୁମାନ କରିଥିଲା କି ଏମାନେ ବି ହିଂସାରେ ସାମିଲ ଥିଲେ । ସେଥିପାଇଁ ଏମାନଙ୍କୁ ପଚରା ଉଚରା କରାଯାଉଥିଲା । ଜେଲ ଯାଇଥିବା ୬୪ ଅପରାଧିଙ୍କ ବ୍ୟତୀତ ୪ ନାବାଳକଙ୍କୁ ପଥରମାଡ ଘଟଣାରେ ବାଲ ସୁଧାର ଗୃହକୁ ପଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ: ଏସିଆରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.):ଏସିଆ ମହାଦେଶରେ ସବୁଠୁ ବେଶି ଲାଞ୍ଚ କାରବାର ଭାରତରେ ହେଉଥିବା ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ଅଧିକାଂଶ ଲୋକ...

ଦ୍ୱିତୀୟ ଲହରରେ ବୟସ୍କ ଅଧିକ ଅସୁରକ୍ଷିତ

ନୂଆଦିଲ୍ଲୀ, ୨୦।୪(ପି.ଟି.): କରୋନାର ପ୍ରଥମ ଲହର ଭଳି ଦ୍ୱିତୀୟ ଲହର ମଧ୍ୟ ବୟସ୍କଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି। କାରଣ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ...

ଶୀତ ଅଧିବେଶନ ଲାଗି ୬ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୨୬।୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହା ପୂର୍ବରୁ କେନ୍ଦ୍ର ସରକାର ୬ ତାରିଖ...

ଫେବୃୟାରୀ ୧୪କୁ ‘କାଓ ହଗ୍‌ ଡେ’ ଭାବେ ପାଳନ କରିବାକୁ ଏଡବ୍ଲ୍ୟୁବିଆଇର ଅପିଲ୍‌

ନୂଆଦିଲ୍ଲୀ,୮।୨: ପ୍ରାଣୀ କଲ୍ୟାଣ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି। ଏହି ଦିନ...

‘ଆମେ କଂଗ୍ରେସ ନୁହେଁ ଯେ ଆମକୁ କିଣିଦେବ’

ନୂଆଦିଲ୍ଲୀ,୧୪।୯: ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍‌ଯୁଦ୍ଧ ଥମିବାର ନାଁ ଧରୁନି। ଗୋଆରେ କଂଗ୍ରେସ ବିଧାୟକ ଭାଜପାରେ...

ଶିବାଜୀ ପାର୍କରେ ହେବ କୋକିଳକଣ୍ଠୀଙ୍କ ଅନ୍ତିମ ସତ୍କାର

ବମ୍ବେ,୬।୨: ମା’ ସରସ୍ବତୀଙ୍କ ବିସର୍ଜନରେ ବାହୁଡ଼ିଗଲେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର। ଏହାପରେ ତାଙ୍କର ଶେଷକୃତ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର...

ମନ୍ଦିର ଉପରେ ଆକ୍ରମଣକୁ ସହ୍ୟ କରାଯିବ ନାହିଁ, କାନାଡ଼ା-ବ୍ରିଟେନ ଉଦ୍ଦେଶ୍ୟରେ କହିଲା ଭାରତ…

ନୂଆଦିଲ୍ଲୀ, ୨୧।୯ : ଶିଖ ମୌଳବାଦ ଘଟଣା ବଢ଼ିବା ସହିତ ମନ୍ଦିର ଉପରେ ଆକ୍ରମଣ ଏବଂ ବ୍ରିଟେନ ଓ କାନାଡାରେ ହିନ୍ଦୁ ପ୍ରତୀକଗୁଡ଼ିକର ଭଙ୍ଗାରୁଜା ଘଟଣାରେ...

ମୁମ୍ବାଇରେ ୧୪୪ ଧାରା, ୭ ଜାନୁୟାରୀ ପର୍ଯ୍ୟନ୍ତ ହୋଇପାରିବନି କୌଣସି ପାର୍ଟି

ମୁମ୍ବାଇ,୩୦ ।୧୨: ଦେଶରେ ପୁଣି ବଢିଲାଣି କରୋନା ସଂକ୍ରମଣ । ଏଥର ବି ଆଗରେ ରହିଲାଣି ମହାରାଷ୍ଟ୍ର । ଗତ ୨୪ ଘଣ୍ଟାରେ ସେଠାରେ ୨୫୧୦...

Advertisement
Archives

Model This Week