Posted inଜାତୀୟ

ମଝି ଆକାଶରେ ବିମାନରେ ଲାଗିଲା ନିଆଁ

ପାଟନା,୧୯।୬: ମଝି ଆକାଶରେ ବିମାନରେ ନିଆଁ ଲାଗିଯାଇଛି। ବିହାର ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ୧୮୫ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ବିମାନଟି ପାଟନାର ଜୟପ୍ରକାଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ୧୨ଟା ୧୦ ମିନିଟ୍ରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ତେବେ ଟେକ ଅଫ୍‌ କିଛି ମିନିଟ ପରେ ବିମାନର ଗୋଟିଏ ଡେଣାରେ ନିଆଁ ଲାଗିଯାଇଥିଲା। ତଳେ ଥିବା କିଛି ଲୋକେ ନିଆଁ ଦେଖି ତୁରନ୍ତ ପାଟନା ପୋଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଭି ମୁମ୍ବାଇ ପାୱାର ପ୍ଲାଣ୍ଟରେ ବ୍ଲାଷ୍ଟ , ଇଞ୍ଜିନିୟର ସମେତ ୩ ଆହତ

ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ନଭି ମୁମ୍ବାଇର ଉରନରେ ସ୍ଥିତ ପାୱାର ପ୍ଲାଣ୍ଟରେ ରବିବାର ଅର୍ଥାତ୍ ୯ ଅକ୍ଟୋବରରେ ଏକ ବ୍ଲାଷ୍ଟ ହୋଇଛି । ଏଥିରେ ୩...

‘ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା’

ମୁମ୍ବାଇ,୩।୭:ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପରେ ସେଠାରେ ଏକ ନୂତନ ସରକାର ଗଠନ କରାଯାଇଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ...

ଶ୍ୟାମଳ ରଙ୍ଗ ପାଇଁ ୧୫ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର, ଆଉ ତା’ ପରେ…

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜଣେ ଇଞ୍ଜିନିୟର ଛାତ୍ର ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କାରଣ ତାଙ୍କର ଶ୍ୟାମଳ ରଙ୍ଗ ହୋଇଥିବାରୁ ସେ ମାନସିକ...

ରାଜୌରିରେ ଆତଙ୍କବାଦୀ ଆକ୍ରମଣ, ଟାର୍ଗେଟରେ ୪ ସାଧାରଣ ନାଗରିକ

ରଜୌରି,୧ ।୧: ଜମ୍ମୁ-କଶ୍ମୀରର ରାଜୌରିରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ବର୍ଷର ପ୍ରଥମ ଦିନରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ପ୍ରାଥମିକ ସୂଚନା...

ବେରୋଜଗାର ଚିନ୍ତା ବଢ଼ାଇଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ...

ଥରିଲା ଦିଲ୍ଲୀ-ଏନ୍‌ସିଆର୍‌

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତରେ ଶୁକ୍ରବାର ଅପରାହ୍ନରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି...

ବିଭିନ୍ନ ବିଭାଗରୁ ହଜାରେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୨୬।୧୧: ଉତ୍ତର ପ୍ରଦେଶରେ ଅଯୋଗ୍ୟ ଓ ଭ୍ରଷ୍ଟାଚାର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଭିନ୍ନ ବିଭାଗରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ...

ଏଣିକି ଆଉ ଦେବାକୁ ପଡିବନି ‘ଏୟାର ସୁବିଧା’ ଫର୍ମ

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା’ ଫର୍ମ ପୂରଣ ବାଧ୍ୟତାମୂଳକ ନ କରିବାକୁ ସରକାର...

Advertisement
Archives

Model This Week