ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରେଇ ଦେଲେ ନାହିଁ
ବେଙ୍ଗାଲୁରୁ,୨୪।୧୨: କର୍ନାଟକ ମାଣ୍ଡ୍ୟା ଜିଲାର ଏକ ସ୍କୁଲରେ ଗୁରୁବାର ଖ୍ରୀଷ୍ଟମାସ ପାଳନକୁ ବନ୍ଦ କରି ଦେଇଛନ୍ତି ହିନ୍ଦୁତ୍ୱବାଦୀ ଗୋଷ୍ଠୀର କର୍ମକର୍ତ୍ତା। ସେମାନେ ସ୍କୁଲ ଭିତରେ ପସି ଅଧିକାରୀଙ୍କୁ ଧମକ ଦେଇଥିଲେ। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ଭିଡିଓ ଏବେ ଭାଇରାଲ...
ବିଶ୍ୱରେ କରୋନାର ଚତୁର୍ଥ ଲହର, ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଦେଶର ୧୭ ରାଜ୍ୟରେ ଓମିକ୍ରନ୍ ଭାରିଏଣ୍ଟ ପହଞ୍ଚି ସାରିଥିବା ବେଳେ ଏଥିରେ ମୋଟ ୩୫୮...
କେମିକାଲ ୟୁନିଟରେ ଭୟଙ୍କର ବିସ୍ଫୋରଣ; ୪ ମୃତ
ଭଦୋଦରା: ଗୁଜରାଟର ଭଦୋଦରା ଅନ୍ତର୍ଗତ ମକରପୁରା ଅଞ୍ଚଳରେ ଥିବା ଗୋଟିଏ କେମିକାଲ ୟୁନିଟରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି...
ଉତ୍ତରାଖଣ୍ଡ ନିର୍ବାଚନ: କଂଗ୍ରେସର ମଙ୍ଗ ଧରିବେ ହରିଶ ରାୱତ
ଡେରାଡୁନ,୨୪ ।୧୨: କଂଗ୍ରେସର କଳି ତୁଟିବାର ନାଁ ନେଉନି । ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ କନ୍ଦଳ ଦେଖିବାକୁ ମିଳୁଛି । ଉତ୍ତରାଖଣ୍ଡରେ ଏହା ଆରମ୍ଭ ହୋଇଥିବା ବେଳେ ଅଳ୍ପକେ ସମାଧାନ ହୋଇଯାଇଛି । ଶୁକ୍ରବାର ଉତ୍ତରାଖଣ୍ଡ କଂଗ୍ରେସ...
ଓମିକ୍ରନରୁ ରକ୍ଷା କରିବ ଏହି ଏକମାତ୍ର ଉପାୟ
ନୂଆଦିଲ୍ଲୀ,୨୪ା୧୨: ଛଅ ମାସ ମଧ୍ୟରେ ଡିସେମ୍ବର ୨୨ରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୧୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ରେ ୫୭ରୁ ଅଧିକ ଆକ୍ରାନ୍ତ...
ୟୁପି ପୋଲିସକୁ ଓୱାଇଇସିଙ୍କ ଧମକ: ଭାଇରାଲ ହେଉଛି ଭିଡିଓ
କାନପୁର,୨୪ ।୧୨: ପାଖେଇ ଆସିଲାଣି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ହେବାକୁ ଥିବା ଏହି ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଯୋରସୋରରେ କରୁଛନ୍ତି । ଇତିମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମିନ(ଏଆଇଏମ୍ଆଇଏ)ର ମୁଖ୍ୟ...
ବ୍ୟବସାୟୀଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା: ୨୪ ଘଣ୍ଟା ହେଲା ଚାଲିଛି ଗଣନା
କାନପୁର,୨୪।୧୨: ଉତ୍ତର ପ୍ରଦେଶର କାନପୁରରେ ଏକ ପରଫ୍ୟୁମ୍ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଘରୁ ବିଡା ବିଡା ଟଙ୍କା ମିଳିଛି। ୨୪ ଘଣ୍ଟା ହେବ ଟଙ୍କା ଗଣା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କ...
ଉତ୍ତରପ୍ରଦେଶରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ
ଉତ୍ତରପ୍ରଦେଶ,୨୪।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ନାଇଟ୍ କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ତେବେ ଶନିବାର ରାତି ୧୧ ରୁ ସକାଳ ୫ ଟା...
ନିର୍ବାଚନ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର
ନୂଆଦିଲ୍ଲୀ,୨୪।୧୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର କୃଷକଙ୍କ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଶୁକ୍ରବାର ଚାଷୀଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ଛାଡ ଘୋଷଣା କରିଛନ୍ତି। ସେ କହିଛନ୍ତି...
ଦିନେ ମା’ବାପା ହାତ ଛାଡିଦେଇଥିଲେ, ଏବେ ଯୋଡା ଭାଇଙ୍କୁ ମିଳିଲା ସରକାରୀ ଚାକିରି
ଅମୃତସର,୨୪।୧୨: କଥାରେ ଅଛି, ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ, ପଙ୍ଗୁ ମଧ୍ୟ ଗିରି ଲଘିଂପାରେ। ଏହା ପ୍ରମାଣିତ କରିଛନ୍ତି ପଞ୍ଜାବର ଦୁଇ ଯୋଡା ଭାଇ। ଏହି ଦୁଇ ଯୋଡା ଭାଇଙ୍କୁ ମିଳିଛି ସରକାରୀ ଚାକିରି। ୧୯ ବର୍ଷୀୟ ଯୋଡା ଶରୀର...
ଦିନେ ବଢିଲେ ଦିନେ କମୁଛି
ନୂଆଦିଲ୍ଲୀ,୨୪।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୬,୬୫୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୭୪ ଜଣଙ୍କର ମୃତ୍ୟୁ ହୋଇଛି।...
ଚୋରି କରିବାକୁ ଆସି ଭାବପ୍ରବଣ ହେଲେ ଚୋର: ଜିନିଷ ରଖି ଛାଡିଗଲେ ଚିଠି
ଲକ୍ଷ୍ନୌ,୨୪।୧୨: ଉତ୍ତର ପ୍ରଦେଶର ବାନ୍ଦାରେ ଚୋରିର ଏକ ରୋଚକ ଘଟଣା ଘଟିଛି। ଏକ ଦୋକାନକୁ ଚୋରି କରିବାକୁ ଯାଇଥିବା ଚୋର ଦୋକାନୀ ମାଲିକଙ୍କ ଦୁଃଖ ଦେଖି ଭାବପ୍ରବଣ ହୋଇପଡିଛନ୍ତି। କେବଳ ଏତିକି ନୁହେଁ, ଚୋର ଦୋକାନୀଙ୍କୁ ସବୁ ଜିନିଷ ରଖିଦେବା...
Archives


