ଜାତୀୟ

ୟୁପି: ୫୧% ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ଲକ୍ଷ୍ନୌ,୧୪।୩(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ନବନିର୍ବାଚିତ ୪୦୩ ବିଧାୟକଙ୍କ ମଧ୍ୟରୁ ୨୦୫ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। ଅର୍ଥାତ୍‌ ପାଖାପାଖି ୫୧ ପ୍ରତିଶତ ବିଧାୟକଙ୍କ ବିରୋଧରେ ବିଭିନ୍ନ ଅପରାଧ ମାମଲା ରହିଛି। ୨୦୧୭ ୟୁପି ବିଧାନସଭା ନିର୍ବାଚନ ବେଳେ…

୪ ଘଣ୍ଟାର ବୈଠକ ପରେ ନିଷ୍ପତ୍ତି ହେଲା ସୋନିଆ ଧରିବେ ମଙ୍ଗ

ନୂଆଦିଲ୍ଲୀ,୧୩ା୩: ସଦ୍ୟ ଅନୁଷ୍ଠିତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ନେତୃତ୍ୱ ପରିବର୍ତ୍ତନ କରିବାକୁ ଜୋର ଧରିଥିଲା। ଏହି ପରିପ୍ରେକ୍ଷୀରେ ରବିବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ବସିଥିଲା।…

ଅଢେଇ ଘଣ୍ଟା ଧରି ଆଲୋଚନା କଲେ ମୋଦି-ଯୋଗୀ

ନୂଆଦିଲ୍ଲୀ,୧୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ରାତି ୫ଟାରୁ ଆରମ୍ଭ ହୋଇଥିବା ଏହି ସଭା ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା। ଯୋଗୀ…

କୋଟିଏ ଲୁଟି ଲକ୍ଷେ ଦାନ କଲେ ମନ୍ଦିରକୁ

ନୂଆଦିଲ୍ଳୀ,୧୩।୩: ୧.୧ କୋଟି ଟଙ୍କା ଚୋରି ଅଭିଯୋଗରେ ଦିଲ୍ଳୀ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାର୍ଚ୍ଚ ୩ ତାରିଖର ଘଟଣା। ଦିଲ୍ଲୀ ରୋହିଣୀରେ ଥିବା ଏକ ଗହଣା ଦୋକାନର ଦୁଇ କର୍ମଚାରୀ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଚାନ୍ଦିନୀ…

ମଦ ଦୋକାନରେ ପଶି ବୋତଲ ଭାଙ୍ଗିଲେ ଭାଜପା ନେତ୍ରୀ

ଭୋପାଳ,୧୩।୩: ଭାଜପାର ବରିଷ୍ଠ ନେତା ଉମା ଭାରତୀ ଭୋପାଳର ଏକ ମଦ ଦୋକାନରେ ପଶି ପଥର ଫିଙ୍ଗି ମଦ ବୋତଲ ଭାଙ୍ଗିଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ଏହାର ଭିଡିଓ ଶେୟାର କରିଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ଭୋପାଳର ବରଖେଡା ପଠାନି…

ନିଶାଶକ୍ତଙ୍କୁ ରାସ୍ତା ଉପରେ ପିଟିବା ମହଙ୍ଗା ପଡ଼ିଲା

ଭୋପାଳ,୧୩।୩: ଇନ୍ଦୋରରେ ଅଭିଯୋଗ ଅନୁଯାୟୀ, ଦୁଇ ମଦ୍ୟପଙ୍କୁ ରାସ୍ତା ଉପରେ ନିର୍ଯାତନା ଦେବା ୩ ପୋଲିସ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ଶନିବାର ରାତିରେ ହରି ନଗର ଥାନା…

୩ ବର୍ଷ ହେଲା ଦୁଇ ଝିଅଙ୍କୁ ବଳାତ୍କାର କରୁଥିଲେ

ପାଲଘର,୧୩।୩: ୨୦୧୯ରୁ ୩ ବର୍ଷ ଧରି ଦୁଇ ନାବାଳିକା ଝିଅଙ୍କୁ ବାରମ୍ବାର ବଳାତ୍କାର କରିବା ଅଭିଯୋଗରେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ମହାରାଷ୍ଟ୍ରର ପାଲଘର ଜିଲାରୁ ସାମ୍ନାକୁ ଆସିଛି। ଦୁଇ ପୀଡ଼ିତାଙ୍କ ବୟସ ଯଥାକ୍ରମେ ୬ ଏବଂ…

ଦେଇଥିବା ପ୍ରତିଶ୍ରୁତି ପୂରଣ କରିବି: କେଜରିୱାଲ

ଚଣ୍ଡିଗଡ଼,୧୩ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ରବିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲ ପଞ୍ଜାବ ଗସ୍ତରେ ଯାଇ ଏକ ମେଗା ରୋଡ ଶୋ’ରେ ୋଯାଗ ଦେଇଥିଲେ । ତାଙ୍କସହ ଥିଲେ ପଞ୍ଜାବର ଭାବି ମୁଖ୍ୟମନ୍ତ୍ରୀ…

୪ ଦିନ ହେଲା ଜଳୁଛି ଜଙ୍ଗଲ

ଚେନ୍ନାଇ,୧୩ା୩: ତାମିଲନାଡୁର ଡିଣ୍ଡିଗୁଲ ଜିଲାର ପେରୁମାଲ ପାହାଡ଼ିଆ ଜଙ୍ଗଲରେ ଗୁରୁବାରଠାରୁ ନିଆଁ ଲାଗିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଲିଭୁନାହିଁ। ନିଆଁର ପ୍ରକୋପ ଏତେ ଅଧିକ ଯେ, ଏହାକୁ ଲିଭାଇବାରେ ନିୟୋଜିତ ଜଙ୍ଗଲ ଅଧିକାରୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ବନ ବିଭାଗ…

୬ ଆତଙ୍କବାଦୀ ଗିରଫ

ଭୋପାଳ,୧୩।୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁଇନ୍ଦା ଏଜେନ୍ସି ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ଆତଙ୍କବାଦୀମାନେ ସହରର ଆଇଶବାଗ ପୋଲିସ ଷ୍ଟେଶନଠାରୁ ୨୦୦ ମିଟର ଦୂରରେ ଏକ ଭଡା ଘର…

ଝିଅକୁ ଜୀଅନ୍ତା ପୋତିଦେଲେ

ନାଗପୁର,୧୩।୩: ଜଣେ ୨୭ ବର୍ଷୀୟ ବ୍ୟକ୍ତି ତାଙ୍କ ଏକ ବର୍ଷର ଝିଅକୁ ଜୀଅନ୍ତା ଚାଷ ଜମିରେ ପୋତି ହତ୍ୟା କରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଓ୍ବାଶିମ ଜିଲାରୁ। ତେବେ ସ୍ତ୍ରୀ ସହ ଝଗଡ଼ା ପରେ ଅଭିଯୁକ୍ତ ଝିଅକୁ ହତ୍ୟା…

ୟୁକ୍ରେନ୍‌ର ଭାରତୀୟ ଦୂତାବାସ ପୋଲାଣ୍ଡକୁ ସ୍ଥାନାନ୍ତର ହେବ…

ନୂଆଦିଲ୍ଲୀ, ୧୩।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୮ ଦିନ ବିତିଗଲାଣି। ତେବେ ସ୍ଥିତିରେ ଉନ୍ନତି ପରିବର୍ତ୍ତେ ଏହା ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଉଭୟ ଦେଶ କେହି କାହା ଆଗରେ ନୋଇବାକୁ ହେବାକୁ ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri