ଏଣିକି ହୋଟେଲ ମାଲିକ ମନଇଛା ଲଗାଇପାରିବେନି ସର୍ଭିସ ଚାର୍ଜ

ନୂଆଦିଲ୍ଲୀ,୪।୭: ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋମବାର କେନ୍ଦ୍ର ସରକାର ସର୍ଭିସ ଚାର୍ଜକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ହୋଟେଲ ଓ ରେଷ୍ଟୁରାଣ୍ଟରେ ମାଲିକମାନେ ମନଇଛା ସର୍ଭିସ ଚାର୍ଜ ଲଗାଇପାରିବେନି। ଜାତୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ସୋମବାର ଏକ ବଡ ନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ମାଲିକ ଗ୍ରାହକଙ୍କୁ ସର୍ଭିସ ଚାର୍ଜ ଦେବାକୁ ବାଧ୍ୟ କରିପାରିବେ ନାହିଁ। ଏଥିସହ ଖାଦ୍ୟ ବିଲରେ ମଧ୍ୟ ଏହାକୁ ଯୋଡାଯିବ ନାହିଁ ବୋଲି ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ହୋଟେଲ ଏହାକୁ ଖାଦ୍ୟ ବିଲରେ ଯୋଡିବାକୁ ଚେଷ୍ଟା କରନ୍ତି, ତେବେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଗ୍ରାହକ ଚାହିଁଲେ ସର୍ଭିସ ଚାର୍ଜ ଦେଇପାରିବେ। ଏହା ସମ୍ପୂୂର୍ଣ୍ଣ ସ୍ବେଚ୍ଛାକୃତ, ବିକଳ୍ପ ଏବଂ ଗ୍ରାହକଙ୍କ ବିବେକ ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ବଳାତ୍କାର ମାମଲା ସର୍ବାଧିକ

ଜୟପୁର,୧୫।୯: ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ବଳାତ୍କାର ମାମଲା ରୁଜୁ ହେଉଛି। ଏପରି କି ଉତ୍ତରପ୍ରଦେଶକୁ ପଛରେ ଛାଡ଼ି ଦେଇଛି କଂଗ୍ରେସ ଶାସିତ...

ରାମମନ୍ଦିର ନିର୍ମାଣ ନେଇ ସୁବ୍ରମଣିୟମ୍‌ ସ୍ବାମୀ ଓ ସଞ୍ଜୟ ରାଓ୍ବତ ମୋଦିଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ସମୟରେ ରାମ ମନ୍ଦିର ବିବାଦଠାରୁ ଭାଜପା ଦୂରେଇ ରହିଥିଲା। ତେବେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ପରେ ପୁଣିଥରେ ଦେଶରେ...

କେମିକାଲ ଫ୍ୟାକ୍ଟ୍ରିରେ ପ୍ରଚଣ୍ଡ ବିସ୍ଫୋରଣ

ମୁମ୍ବାଇ,୨୦।୩: ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ପୂର୍ବାହ୍ନ ୮ଟା ୩୦ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରି...

ଭାରତରେ କ୍ୟାମ୍ପସ ଥିବା ବିଦେଶୀ ବିଶ୍ୱବିଦ୍ୟାଳୟକୁ ଅନ୍‌ଲାଇନ ପାଠପଢ଼ା ଅନୁମତି ମନା: ୟୁଜିସି…

ନୂଆଦିଲ୍ଲୀ,୫।୧ : ଭାରତରେ କ୍ୟାମ୍ପସ ଖୋଲିଥିବା ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନଲାଇନ ପାଠପଢ଼ା ପାଇଁ ଅନୁମତି ଦିଆଯିବ ନାହିଁ। ୟୁଜିସି ମୁଖ୍ୟ ଏମ ଜଗଦେଶ କୁମାର କହିଛନ୍ତି...

ପ୍ରଧାନମନ୍ତ୍ରୀ ହୋଇଗଲେ ପ୍ରଚାରମନ୍ତ୍ରୀ: ଭୁପେଶ ବାଘେଲ

ବେଙ୍ଗାଲୁରୁ,୭।୫: କର୍ନାଟକ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ମୋଦି ରବିବାର ବେଙ୍ଗାଲୁରୁରେ ମେଗା ରୋଡ ଶୋ’ କରିଛନ୍ତି। ଏହି ସମୟରେ ମୋଦିଙ୍କ ରୋଡ ଶୋ’ରେ ସାମିଲ...

କେଜରିଓ୍ବାଲଙ୍କ ଲୋକପ୍ରିୟତା: ବିବାହ ନିମନ୍ତ୍ରଣ କାର୍ଡରେ ବି ଛପାଗଲା ନାମ

ଯୋଧପୁର,୧୭।୨: ତୃତୀୟଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି। ରାଜସ୍ଥାନ ଯୋଧପୁରର ବାଲେସର ଅଞ୍ଚଳର...

ମୋଦିଙ୍କୁ ଭେଟିବା ପାଇଁ ସଂସଦ ବାହାରେ ଅପେକ୍ଷା କରିଥିଲେ ଏହି ୮ବର୍ଷର ଝିଅ: ଜାଣନ୍ତୁ କାହିଁକି?

ଚେନ୍ନାଇ, ୨୩।୬: ଗ୍ଲୋବାଲ ଓ୍ବାର୍ମିଂ ବା ବିଶ୍ୱତାପମାନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗ୍ଲୋବାଲ ଓ୍ବାର୍ମିଂରୁ ଦେଶକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି ୮...

ଆକାଶର ଲାଇଭ ଷ୍ଟ୍ରିମିଂ ପାଠ୍ୟକ୍ରମ

ନୂଆଦିଲ୍ଲୀ,୧୮।୪: ଆକାଶ ଏଜୁକେଶନାଲ ସିର୍ଭିସ ଲିମିଟେଡ୍‌ ପକ୍ଷରୁ ଲାଇଭ ଷ୍ଟ୍ରିମିଂ ପାଠ୍ୟକ୍ରମ ଆକାଶ ପ୍ରାଇମ କ୍ଲାସ୍‌ ଶୁଭାରମ୍ଭ ହୋଇଛି। ନୂଆ ସାଟେଲାଇଟ ଟେକ୍ନୋଲୋଜି ଦ୍ୱାରା ଛାତ୍ରୀଛାତ୍ରଙ୍କୁ...

Advertisement
Archives

Model This Week