୧୫୧ ଆସନ ସହ କ୍ଷମତାକୁ ଫେରିବା ଲକ୍ଷ୍ୟରେ ଜଗନମୋହନ
ଗୁଆହାଟୀ,୨୮।୪: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ୨ବର୍ଷ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍ଆର୍ସିପି ଅଧ୍ୟକ୍ଷ ଜଗନମୋହନ ରେଡ୍ଡୀ ପୁନର୍ବାର କ୍ଷମତାକୁ ଫେରିବା ଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିକଟରେ ସେ ତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ…
ଝାନ୍ସୀ ମନ୍ଦିର, ମସ୍ଜିଦରୁ ହଟିଲା ଡାକବାଜି ଯନ୍ତ୍ର
ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶର ଧର୍ମୀୟ ସ୍ଥାନଗୁଡ଼ିକରେ ବେଆଇନ ଭାବେ ଲାଗିଥିବା ଡାକବାଜି ଯନ୍ତ୍ର ହଟାଇବା ପାଇଁ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧,୫୬୫ ଥାନାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଝାନ୍ସୀରେ ଥିବା ସର୍ବବୃହତ ମନ୍ଦିର ଓ ମସ୍ଜିଦରୁ ଡାକବାଜି ଯନ୍ତ୍ର ହଟାଇଦିଆଯାଇଛି। ଐକ୍ୟଭାବ…
ଆଉ ୫ ଦିନ ସତର୍କ ଜାରି କଲା ଆଇଏମ୍ଡି
ନୂଆଦିଲ୍ଲୀ,୨୮।୪: ଦେଶର ୫ଟି ରାଜ୍ୟରେ ଅନୂ୍ୟନ ଆଉ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହର ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିିଗ୍ରୀ ସେଲ୍ସିୟସ କିମ୍ବା…
ପାଟନାରେ ପଶିଲା ନୂଆ ଭାରିଆଣ୍ଟ ବିଏ-୧୨
ନୂଆଦିଲ୍ଲୀ,୨୮।୪: ବିହାରର ପାଟନାରୁ ଗୁରୁବାର କୋଭିଡ୍-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ମୋଟ ୧୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଗୋଟିଏ ବିଏ-୧୨ ଷ୍ଟ୍ରେନ୍ ରହିଥିବା ଜଣାପଡ଼ିଛି। ଏହା ତୃତୀୟ ଲହର ସମୟର ବିଏ-୨ ଭାରିଆଣ୍ଟ ତୁଳନାରେ ୧୦ ଗୁଣ…
ସାହିନ ବାଗରୁ ୪୦୦କୋଟିର ହେରୋଇନ୍ ଜବତ
ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ସ୍ଥିତ ସାହିନ ବାଗ ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)କୁ ଏକ ବଡ଼ ସଫଳତା ମିଳିଛି। ସାହିନ ବାଗର ଜାମିଆ ଅଞ୍ଚଳରେ ଏନ୍ସିବି ଟିମ୍ ଚଢ଼ାଉ କରି ୫୦କିଲୋ ହେରୋଇନ୍ ଓ ୪୭ କିଲୋ ଅନ୍ୟ ଡ୍ରଗ୍ସ ଜବତ କରିଛି।…
ଜାହାଙ୍ଗୀରପୁରୀ ହିଂସା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ଜଣକ ହେଲେ ଫରୀଦ ଓରଫ ନୀଟୁ। ଉକ୍ତ ଅଞ୍ଚଳରେ ବେଶ୍ ଜଣାଶୁଣା…
ପ୍ରଧାନମନ୍ତ୍ରୀ ହୋଇପାରିବି, ରାଷ୍ଟ୍ରପତି ନୁହେଁ: ମାୟାବତୀ
ଲକ୍ଷ୍ନୌ,୨୮।୪: ବର୍ତ୍ତମାନ ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଇତିମଧ୍ୟରେ ବିଏସ୍ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବି କିନ୍ତୁ ରାଷ୍ଟ୍ରପତି…
ବିରୋଧିଦଳ ନେତା ପଦରୁ ଇସ୍ତଫା ଦେଲେ କମଳ ନାଥ
ଭୋପାଳ,୨୮ ।୪: ମଧ୍ୟପ୍ରଦେଶ ବିଧାନସଭାର ବିରୋଧିଦଳ ନେତା କମଳ ନାଥ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ସେ ପ୍ରଦେଶ ଅଧ୍ୟକ୍ଷ ପଦରେ ରହିବେ କିନ୍ତୁ ବିରୋଧୀ ଦଳ ନେତା ରହିବେ ନାହିଁ । ତାଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ବିଧାୟକ…
ବଡ ଆତଙ୍କବାଦୀ ଷଡଯନ୍ତ୍ର ବିଫଳ
ଶ୍ରୀନଗର,୨୮।୪: ଜମ୍ମୁ-କଶ୍ମୀରର ସିଡ୍ରାରେ ଗୁରୁବାର ସନ୍ଦେହଜନକ ଆଇଇଡି ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଦ୍ୱାରା ଆଇଇଡି ନଷ୍ଟ କରାଯାଇଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ଅଢେଇ ବର୍ଷର ଶିଶୁକୁ ଝୁଣି ପକାଇଲା ବୁଲା କୁକୁର
ହାଇଦ୍ରାବାଦ୍,୨୮।୪: ହାଇଦ୍ରାବାଦର ଗୋଲକୋଣ୍ଡାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା କୁକୁରର ଶିକାରରେ ଅଢେଇ ବର୍ଷ ଶିଶୁଙ୍କର ମୃତ୍ୟୁ ହୋଇଛି। ଶିଶୁର ନାମ ଅନାସ। ଗୋଲକୋଣ୍ଡାର ବାଡା ବଜାର ଅଞ୍ଚଳରେ ପିଲାଟି ଖେଳୁଥିବାବେଳେ ଏହି ଘଟଣା ଘଟିଥିଲା। ବୁଲା କୁକୁରମାନେ…
ରାଣା ଦମ୍ପତିଙ୍କ ଝିଅ ପାଠ କଲେ ହନୁମାନ ଚାଳିଶା
ପୁଣେ,୨୮।୪: ମହରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏହି ବିବାଦରେ ଗିରଫ ହୋଇଥିବା ଏମ୍ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ କୁନି ଝିଅ ଆରୋହୀ ମାତାପିତାଙ୍କୁ ଜେଲ୍ରୁ ଶୀଘ୍ର ମୁକ୍ତ ପାଇଁ ହନୁମାନ ଚାଳିଶା…
ଆସାମରେ ପ୍ରଧାନମନ୍ତ୍ରୀ,ଡବଲ ଇଞ୍ଜିନ୍ ସରକାରରେ ସବ୍କା ସାଥ୍-ସବ୍କା ବିକାଶ ସମ୍ଭବ…
ଗୁଆହାଟୀ, ୨୮।୪ : ଡବଲ ଇଞ୍ଜିନ୍ ସରକାରରେ ସବ୍କା ସାଥ୍,ସବ୍କା ବିକାଶ ସମ୍ଭବ ହୋଇପାରିଛି। ଆସାମର ଦିଫୁ ଠାରେ ଗୁରୁବାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏଭଳି କହିଛନ୍ତିି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ବି ଆଙ୍ଗ୍ଲୋଙ୍ଗର ମଞ୍ଜା…
Archives


