ଅଗ୍ନିବୀରଙ୍କୁ ମିଳିବ ନିଶ୍ଚିତ ନିଯୁକ୍ତି: ହରିୟାଣା ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୨୧ ।୬: ଅଗ୍ନିପଥ ଯୋଜନାରେ ଦେଶ ସେବା କରି ସାରିବା ପରେ ଅଗ୍ନିବୀରଙ୍କୁ ନିଶ୍ଚିତଭାବେ ହରିୟାଣାରେ ନିଯୁକ୍ତି ସୁଯୋଗ ମିଳିବ ବୋଲି କଥା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ମଙ୍ଗଳବାର ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।…
ମୈସୁର ପ୍ୟାଲେସରେ ଯୋଗ କଲେ ମୋଦି
ମୈସୁର,୨୧ ।୬: ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ମୈସୁର ପ୍ୟାଲେସରେ ଯୋଗ କରିଛନ୍ତି । ତାଙ୍କ ସହ ପ୍ରାୟ ୧୫ ହଜାର ଲୋକ ଯୋଗାଭ୍ୟାସ କରିଛନ୍ତି । ଦୁଇ ଦିନିଆ କର୍ନାଟକ ଗସ୍ତରେ ଥିବା…
୧୬ ବର୍ଷରେ ବିବାହ କରିପାରିବେ ମୁସଲମାନ ଝିଅ
ଚଣ୍ଡୀଗଡ଼,୨।୧।୬: ମୁସ୍ଲିମ ଶରିଆ ଆଇନ ଅନୁସାରେ ମୁସଲମାନ ଝିଅ ୧୬ ବର୍ଷରେ ବିବାହ କରିବା ବୈଧ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ଏଥିସହ ବିବାହ କରିଥିବା ଜଣେ ୧୬ ବର୍ଷୀୟା…
ସୋପୋର ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ
ଜମ୍ମୁ,୨୧ ।୬: ଜମ୍ମୁ-କଶ୍ମୀରର ସୋପୋରରେ ସୁରକ୍ଷାର୍କମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁଯାୟୀ, ଏନକାଉଣ୍ଟର ପୁଲୱାମାର ଦୁଜାନ ଗାାଁରେ ଚାଲିଛି । ସୁରକ୍ଷାକର୍ମୀ ଏଠାରେ…
୨୪ରେ ଏସ୍କେଏମ୍ର ଦେଶବ୍ୟାପୀ ଆନ୍ଦୋଳନ ଡାକରା
ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ କୃଷକମାନଙ୍କ ମିଳିତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ପକ୍ଷରୁ ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇaଛି। ସୋମବାର କୃଷକ ନେତା ରାକେଶ ଟିକାଏତ୍ ଏହି ସୂଚନା ଦେଇଛନ୍ତି। କର୍ନଲଠାରେ…
୧୭ ହଜାର ଫୁଟ ଉପରେ ଯୋଗ କଲେ ହିମବୀର
ସିକ୍କିମ, ୨୧ ।୬: କରୋନା ମହାମାରୀ କାରଣରୁ ୨୦୨୦ ଓ ୨୦୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ସାର୍ବଜନିକ ଭାବେ ପାଳନ କରାଯାଇ ପାରି ନ ଥିଲା । ହେଲେ ୨୦୧୯ ପରେ ଚଳିତ ବର୍ଷ ଏହାକୁ ସାର୍ବଜନିକ ଭାବେ ପାଳନ କରାଯାଉଛି…
ଥମୁନାହିଁ ଅଗ୍ନିପଥ ଯୋଜନାର ବିରୋଧ, ତିନି ସେନାମୁଖ୍ୟଙ୍କ ସହ କଥା ହେବେ ମୋଦି
ନୂଆଦିଲ୍ଲୀ,୨୧ ।୬: ଦେଶର ୩ ସେନା ମୁଖ୍ୟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଲଗା ଅଲଗା କଥା ହେବେ ବୋଲି ସୂଚନା ମଳିଛି । ଏହି ସାକ୍ଷାତକାର ସମୟରେ ଅଗ୍ନିପଥ ଯୋଜନା ସହ ଏହାର କାର୍ଯ୍ୟାନ୍ୱୟନର ଯୋଜନା ସମ୍ପର୍କରେ ସୂଚନା…
ମୈସୁର ପ୍ୟାଲେସରେ ୧୯ ଯୋଗାସନ କରିବେ ମୋଦି
ମୈସୁର,୨୧ ।୬: ଚଳିତ ବର୍ଷ ଅଷ୍ଟମ ଅନ୍ତରାଷ୍ଟୀୟ ଯୋଗ ଦିବସରେ ସାରା ବିଶ୍ୱରେ ୨୫ କୋଟିରୁ ଅଧିକ ଲୋକ ଏକାଥରେ ଯୋଗ କରିବେ । ଚଳିତ ବର୍ଷର ଥିମ ରହିଛି ‘ମାନବତା ପାଇଁ ଯୋଗ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର…
ଟିସି ପାଇଁ ଆବେଦନ କଲେ ୫ ମୁସଲମାନ ଛାତ୍ରୀ
ମାଙ୍ଗାଲୋର,୨୦।୬: କର୍ନାଟକ ହାମପାନକଟ୍ଟାର ୟୁନିଭର୍ସିଟି କଲେଜର ୫ଜଣ ମୁସଲମାନ ଛାତ୍ରୀ ସୋମବାର ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ପାଇଁ ଆବେଦନ କରିଛନ୍ତି। ଅନ୍ୟ କଲେଜରେ ନାମ ଲେଖିବା ଲାଗି ଛାତ୍ରୀମାନେ ଟିସି ଆବେଦନ କରିଥିବା ଜଣାପଡ଼ିଛି। ଯେଉଁ କଲେଜରେ ହିଜାବ ପରିଧାନ ପାଇଁ…
୨୪ରେ ଦେଶବ୍ୟାପୀ ଆନ୍ଦୋଳନ
ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ କୃଷକମାନଙ୍କ ମିଳିତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ପକ୍ଷରୁ ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ସୋମବାର କୃଷକ ନେତା ରାକେଶ ଟିକାଏତ୍ ଏହି ସୂଚନା ଦେଇଛନ୍ତି। କର୍ନଲଠାରେ…
‘କେତେକ ନିଷ୍ପତ୍ତି ଅନୁଚିତ ଲାଗୁଥିଲେ ବି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ’
ନୂଆଦିଲ୍ଲୀ,୨୦।୬: ସେନାରେ ଠିକା ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ଅନ୍ଦୋଳନ ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ୪ ବର୍ଷୀୟା ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମାଲୋଚନା କରିଛନ୍ତି। ଇତିମଧ୍ୟରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି…
ବିରୋଧୀଙ୍କୁ ମିଳୁନାହାନ୍ତି ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ରହିଛି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ମିଳିତ ପ୍ରାର୍ଥୀ ଦେବା ଲାଗି ଅଣ୍ଟା ଭିଡ଼ୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ପ୍ରାର୍ଥୀ ମିଳୁନାହାନ୍ତି। ପୂର୍ବରୁ ପ୍ରାର୍ଥୀ ହେବା…
Archives


