ଜାତୀୟ

ପ୍ରବଳ ବର୍ଷା: ଦିଲ୍ଲୀ ଏନ୍‌ସିଆର୍‌ରେ ଅରେଞ୍ଜ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୨।୭: ମଙ୍ଗଳବାର ସକାଳେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଦିଲ୍ଲୀକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପରି କି…

ଦ୍ରୌପଦୀଙ୍କ ସପକ୍ଷରେ ଯିବା ଅର୍ଥ ନୁହେଁ ଭାଜପାକୁ ସମର୍ଥନ କରିବା: ସଞ୍ଜୟ

ମୁମ୍ବାଇ,୧୨ ।୭: ଶିବସେନାରେ ତୁତୁ ମେମେ ଜାରି ରହିଛି । ଗୋଟିଏ ପଟେ ଦଳର ୪୦ ବିଧାୟକ ପ୍ରଥମେ ଅଲଗା ହୋଇଯାଇଥିବା ବେଳେ ଏବେ ଶିବସେନା ଏମ୍‌ପିମାନେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଉଛନ୍ତି । ଏମାନେ…

ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’

କୋଲକତା,୧୨।୭: ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ତେବେ ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା। ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ ବୋଲି…

୨୦୨୩ରେ କାର୍ଯ୍ୟକ୍ଷମ ହେବ ଦ୍ୱାରକା ଏକ୍ସପ୍ରେସ୍‌ଓ୍ବେ: ୨୯ କି.ମି ପାଇଁ ଖର୍ଚ୍ଚ ହୋଇଛି ୯ ହଜାର କୋଟି

ନୂଆଦିଲ୍ଲୀ,୧୨ା୭: ୨୦୨୩ରୁ କାର୍ଯ୍ୟକାରୀ ହେବ ଦ୍ୱାରକା ଏକ୍ସପ୍ରେସ୍‌ ଓ୍ବେ। ଏନେଇ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଉକ୍ତ ଏକ୍ସପ୍ରେସ୍‌ ଓ୍ବେକୁ ନର୍ଦନ ପେରିଫେରାଲ ରୋଡ୍‌ (ଏନ୍‌ପିଆର୍‌) ମଧ୍ୟ କୁହାଯାଏ। ତେବେ ଏହା ଦେଶର ପ୍ରଥମଏଲିଭେଟେଡ୍‌ ଅର୍ବାନ…

ଏମ୍ସରେ ଲାଲୁଙ୍କୁ ଭଗବତ ଗୀତା ପାଠ କରିବାକୁ ମିଳୁନି ଅନୁମତି, ପୁଅ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୨।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କୁ ଶ୍ରୀମଦ ଭଗବତ ଗୀତା ପାଠ କରିବାକୁ ଅନୁମତି ଦିଆଯାଉ ନ ଥିବା ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଙ୍ଗଳବାର…

ଶେଷରେ ମୁଣ୍ଡ ନୁଆଁଇବେ ଉଦ୍ଧବ ଠାକ୍‌ରେ!

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆପାତତଃ ରାଜି ହୋଇଛନ୍ତି। ଦଳର ଏମ୍‌ପିଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏନେଇ ଶିବସେନା ପକ୍ଷରୁ କୌଣସି ଆନୁଷ୍ଠାନିକ…

ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼

ଥିରୁଭାନନ୍ତପୁରମ୍‌,୧୨।୭: କେରଳର କନ୍ନୁର ଜିଲାର ପାୟାନ୍ନୁରରେ ଥିବା ଆରଏସଏସ କାର୍ଯ୍ୟାଳୟରେ ଉପରେ ବୋମା ମାଡ଼ କରାଯାଇଛି। ମଙ୍ଗଳବାର ସକାଳେ ଏହି ଘଟଣା ଘଟିଥିବା ପାୟାନ୍ନୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବୋମା ମାଡ଼ରେ ବିଲ୍ଡିଂର ଝରକା କାଚ ଭାଙ୍ଗି ଯାଇଛି। କିଏ…

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୬୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…

କାଳୀ ବିବାଦ: ମାନିମେକଲାଇଙ୍କୁ କୋର୍ଟ ସମନ, ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୨ା୭: କାନାଡାରେ ଫିଲ୍ମ ‘କାଳୀ’ ପୋଷ୍ଟର ପ୍ରଦର୍ଶନକୁ ନେଇ ବିବାଦୀୟ ଦେଖାଦେଇଛି। ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲିନା ମାନିମେକଲାଇ ଓ ଅନ୍ୟମାନଙ୍କୁ ଦିଲ୍ଲୀର ଏକ କୋର୍ଟ ସମନ ଜାରି କରିଛନ୍ତି। ହିନ୍ଦୁ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍‌ ଟାଣୁଥିବା…

ଦେଶର ଅଧିକାଂଶ ରାଜ୍ୟରେ ପ୍ରଳୟ୍‌ଙ୍କରୀ ବର୍ଷା, ମହାରାଷ୍ଟ୍ରରେ ୮୩, ଗୁଜରାଟରେ ୬୩ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୨ ।୭: ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମହାରାଷ୍ଟ୍ର, ଗୁଜରାଟ, ହିମାଚଳ ପ୍ରଦେଶ ଓ କର୍ନାଟକରେ ସ୍ଥିତି ସଙ୍ଗିନ ହୋଇଯାଇଛି । ଏସବୁ ରାଜ୍ୟରେ ଆଜିବି ବର୍ଷାକୁ ନେଇ…

୧୨ ଘଣ୍ଟାରେ ପହଞ୍ଚି ହେବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ,୧୨ ।୭: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର କାମ ୭୦ ପ୍ରତିଶତ ଶେଷ ହୋଇଥିବା ବେଳେ ଆଉ ମାତ୍ର ୩୦ ପ୍ରତିଶତ ବାକି ରହିଥିବା କୁହାଯାଉଛି । ଆସନ୍ତା ବର୍ଷ ୨୦୨୩ରେ ଏହି ଏକ୍ସପ୍ରେସ ୱେରେ ବାହନ ଚଳାଚଳ ଆରମ୍ଭ ହୋଇଯିବ ।…

ହଜ୍‌ ପାଇଁ ୬,୫୦୦ କି.ମି. ଚାଲିଲେ

ଲଣ୍ଡନ,୧୨।୭: ବ୍ରିଟେନରେ ରହୁଥିବା ଇରାକୀ-କୁରଦିଶ ବଂଶୋଦ୍ଭବ ଆଦମ ମହମ୍ମଦ (୫୨) ହଜ୍‌ ପାଇଁ ୬,୫୦୦ କି.ମି. ଦୂର ଚାଲିକରି ମକ୍କାରେ ପହଞ୍ଚିଛନ୍ତି। ସାଉଦି ଆରବରେ ପହଞ୍ଚିବା ପାଇଁ ଆଦମ ନେଦରଲ୍ୟାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ହଙ୍ଗେରି, ସର୍ବିିଆ, ବୁଲଗେରିଆ, ତୁର୍କୀ, ଲେବାନନ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri