Posted inଜାତୀୟ

ମୋଦିଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚାରିଦିନିଆ ଦିଲ୍ଲୀ ଗସ୍ତରେ। ଗୁରୁବାର ସେ ଏଠାରେ ପହଞ୍ଚିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେ ତାଙ୍କୁ ବାକି ରହିଥିବା ଜିଏସ୍‌ଟି ବାବଦ ଅର୍ଥ ଦେବାକୁ ଅନୁରୋଧ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ମମତା ୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ। ମୋଦିଙ୍କୁ ଭେଟିବା ପରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ମଧ୍ୟ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଦି ଶର୍ମା କିଏ

ନୂଆଦିଲ୍ଲୀ,୩୧ା୧୦: ଇୟୁ ପ୍ରତିନିଧି ଦଳ ପାଇଁ କଶ୍ମୀର ଗସ୍ତର ଆୟୋଜିକା ମାଦି ଶର୍ମାଙ୍କୁ ନେଇ ବିବାଦ ଉଠିଛି। ମାଦି ତାଙ୍କ ଟୁଇଟର ଆକାଉଣ୍ଟରେ ନିଜକୁ ଜଣେ...

ମଣିଷ ଖିଆ ବାଘୁଣୀ ନ ଥିଲା ଅବନୀ

ନୂଆଦିଲ୍ଲୀ, ୧୦ା୨- ୨୦୧୮ ନଭେମ୍ବରରେ ମଣିଷ ଖିଆ ଅଭିଯୋଗରେ ଅବନୀ ନାମକ ବାଘୁଣୀକୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲା ସମ୍ପର୍କିତ ଏକ ଆବେଦନର ଶୁଣାଣି...

ୟୁପି ପୋଲିସକୁ ଓୱାଇଇସିଙ୍କ ଧମକ: ଭାଇରାଲ ହେଉଛି ଭିଡିଓ

କାନପୁର,୨୪ ।୧୨: ପାଖେଇ ଆସିଲାଣି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ହେବାକୁ ଥିବା ଏହି ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ...

ଭାଜପା ଯୁବ ମୋର୍ଚ୍ଚାର ମଙ୍ଗ ଧରିଲେ ବିରାପ୍ପାନଙ୍କ ଝିଅ

ଚେନ୍ନାଇ,୧୯।୭: ଅତୀତରେ ଦୁଇ ଦୁଇଟି ରାଜ୍ୟ ସରକାରଙ୍କ ନିଦ ହଜାଇ ଆତଙ୍କ ସୃଷ୍ଟି କରିଥିଲେ ବିରାପ୍ପାନ। ଏବେ କିନ୍ତୁ ତାଙ୍କ ଝିଅ ବିଦ୍ୟା ବିରାପ୍ପାନ ଦେଶସେବା...

ଭାରତକୁ ବଦନାମ କରିବା ଲାଗି ପାକିସ୍ତାନର ଷଡ଼ଯନ୍ତ୍ର, ସୋସିଆଲ ମିଡ଼ିଆର ଅପବ୍ୟବହାର…

ନୂଆଦିଲ୍ଲୀ, ୧୨।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଚାଲିଥିବା ପ୍ରଦର୍ଶନକୁ ନେଇ ପାକିସ୍ତାନ ଭାରତକୁ ବଦନାମ କରିବର ଷଡ଼ଯନ୍ତ୍ର ରଚିଛି। ବିବାଦ...

ବାହାହେବା ପାଇଁ ମୋଦିଙ୍କୁ ଚିଠି

ଶାମଲି,୧୨।୫: ଉତ୍ତରପ୍ରଦେଶ ଶାମଲି ଜିଲାର କେରାନାରେ ରହୁଥିବା ୨ ଫୁଟ ୬ ଇଞ୍ଚର ୨୮ବର୍ଷୀୟ ଆଜିମ ମନସୁରୀ ନାମକ ଜଣେ ବ୍ୟକ୍ତି ନିଜ ବିବାହ ପାଇଁ...

ସୋମନାଥ ଭାରତୀ ଗିରଫ

ଆମେଠି, ୧୨।୧(ପି.ଟି.): ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଆମ୍‌ ଆଦ୍‌ମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କୁ ସୋମବାର ଉତ୍ତରପ୍ରଦେଶର ରାଏବରେଲିରୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ...

ବିଦେଶ ଯାଇପାରିବେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୨୫।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଅକ୍ଟୋବର ୨୫ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ବିଦେଶ ଯିବା ଲାଗି ସୁପ୍ରିମକୋର୍ଟ ସୋମବାର...

Advertisement
Archives

Model This Week