କରହଲରେ ପୁନଃ ମତଦାନ ପାଇଁ ଦାବି କଲେ ବାଘେଲ
ମୈନପୁରୀ,୨୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଭିଭିଆଇପି ଆସନ କରହଲରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇସାରିଛି। ମତଦାନ ପରେ ଏଠାରେ ବୁଥ୍ ଦଖଲ, ନକଲି ଭୋଟ ଦେବା...
‘ଫୁଲ୍ ଟସ୍ ବଲ୍ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’
ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୀତାପୁରରେ ପହଞ୍ଚିଥିଲେ। ଏକ...
ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀଙ୍କ ହୃଦଘାତରେ ପରଲୋକ
ହାଇଦ୍ରାବାଦ,୨୧।୨: ହୃଦଘାତରେ ଆନ୍ଧ୍ରପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପଟି ଗୌଥମ ରେଡ୍ଡୀଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସୋମବାର ଘରେ ଥିବା ବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି...
ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଘଟଣାରେ ୨ଅଭିଯୁକ୍ତ ଗିରଫ
ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା ମାମଲାରେ ସୋମବାର ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ସେମାନଙ୍କୁ ପଚରାଉଚରା କରାଯାଉଛି ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ, ଘଟଣା ପରେ ରାଜ୍ୟରେ ରାଜନୈତିକ...
ଫିଲ୍ମ ଷ୍ଟାଇଲରେ ପ୍ରଚାର କଲେ କେଜରିୱାଲ
ଲକ୍ଷ୍ନୌ,୨୧ ।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯାୟ ମତଦାନ ଶେଷ ହାଇ ସାରିଛି । ଏବେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଚାଲିଛି ଯାହା ସୋମବାର ସନ୍ଧ୍ୟାରେ ଶେଷ ହେବ । ଏଥିପାଇଁ ସବୁ ରାଜନୈତିକ...
ଲାଲୁଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଟଙ୍କା ଜରିମାନା
ପାଟନା,୨୧ ।୨: ଗୋଖାଦ୍ୟ ଦୁର୍ନିତି ମାମଲାର ସବୁଠାରୁ ବଡ ତଥା ପଞ୍ଚମ ମାମଲାରେ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି...
ମୌଳିକ କର୍ତ୍ତବ୍ୟ ପ୍ରତି ସଚେତନ ନ ହୋଇ କେବଳ ଅଧିକାର ସାବ୍ୟସ୍ତ କରିବା ଠିକ୍ ନୁହେଁ…
ନୂଆଦିଲ୍ଲୀ,୨୧।୨ : ଭାରତର ସମ୍ବିଧାନ ନାଗରିକଙ୍କୁ କେତେକ ମୌଳିକ ଅଧିକାର ପ୍ରଦାନ କରିଛନ୍ତି। ଅନୁଚ୍ଛେଦ ୧୪, ୧୯ ଏବଂ ୨୧ରେ ଏସବୁ ଉଲ୍ଲେଖ କରାଯାଇଛି। ସେହିପରି ସମ୍ବିଧାନ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। କେବଳ ଅଧିକାର କଥା...
ସମୟ ମଧ୍ୟରେ ଓଟିପି ଅପଲୋଡ୍ କରି ନ ଥିବା ଛାତ୍ରଙ୍କ ମାମଲା, ତୁମେ ବସ୍ ହରାଇଛ କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୧।୨ : ଜଣେ ଛାତ୍ରଙ୍କ ଆଡ଼ମିଶନ ପାଇଁ ତାଙ୍କ ପାଖକୁ ପଠାଯାଇଥିବା ଓଟିପି ଧାର୍ଯ୍ୟ ସମୟ ମଧ୍ୟରେ ଅପଲୋଡ୍ ନ କରିବାରୁ ତାଙ୍କର ନାମଲେଖା ହୋଇ ପାରି ନ ଥିଲା। ଏନେଇ ଛାତ୍ର ଜଣକ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି...
ଦଶମ-ଦ୍ୱାଦଶ ଅଫ୍ଲାଇନ ପରୀକ୍ଷା ରଦ୍ଦ ଆବେଦନର ବିଚାର କରିବେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୧।୨ : ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗତ ବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏମ ଖାନୱିଲକରଙ୍କ ବେଞ୍ଚରେ...
‘ମୁସଲିମ ଗୁଣ୍ଡାମାନେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା କରିଛନ୍ତି’
ଶିବମୋଗା,୨୧।୨: ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ଲାଗି କର୍ନାଟକର ଜଣେ ମନ୍ତ୍ରୀ ମୁସଲିମ ଗୁଣ୍ଡାମାନଙ୍କୁ ଦୋଷ ଦେଇଛନ୍ତି। ଏଥିଯୋଗୁ ଶିବମୋଗା ଜିଲାରେ ଉତ୍ତେଜନା ସୃଷ୍ଟି ହୋଇଛି। ବଜରଙ୍ଗ ଦଳର କର୍ମୀ ହର୍ଶ(୨୬)ଙ୍କୁ ରବିବାର ରାତିରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ...
ଉତ୍ତରପ୍ରଦେଶ ମହିଳା ନେତା ପିସ୍ତଲ-ରାଇଫଲ ରଖିବାକୁ ପସନ୍ଦ କରୁଛନ୍ତି, ସତ୍ୟପାଠରେ ଉଲ୍ଲେଖ…
ଲକ୍ଷ୍ନୌ,୨୧।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ରାଜନୀତିରେ ବହୁ ବାହୁବଳୀ ନେତା ଏଥର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ମହିଳା ନେତାମାନେ ମଧ୍ୟ ପଛରେ ନାହାଁନ୍ତି। ସାଧାରଣତଃ ବାହୁବଳୀ ନେତାମାନେ ଅସ୍ତ୍ରଶସ୍ତ୍ର ରଖିବାକୁ...
ନାବାଳିକା ବଳାତ୍କାର, ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ମୃତ୍ୟୁଦଣ୍ଡାଦେଶ
ଗୁରୁଗ୍ରାମ,୨୧।୨: ୧୨ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର କରି ପାନିପତ୍ର ଏକ ଫାଷ୍ଟ ଟ୍ରାକ୍ କୋର୍ଟ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ୪ ବର୍ଷ ପୂର୍ବେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ପୋକ୍ସୋ ମାମଲାରେ ହରିୟାଣାରେ ଏହା...
Archives


