ଜାତୀୟ

ଫେଲ ମାରିଲା କଂଗ୍ରେସର ସମସ୍ତ ଯୋଜନା

ନୂଆଦିଲ୍ଲୀ,୨୬ ।୪: ପ୍ରତିଥର ପରାଜୟର ମୁହଁ ଦେଖି ଦେଖି ଏଥର କଂଗ୍ରେସ ଟାର୍ଗେଟରେ ୨୦୨୪ ନିର୍ବାଚନ । ଏଥିପାଇଁ ଦଳ ପକ୍ଷରୁ ଅନେକ ପ୍ରକାର ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଛି । ଏଥିରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ…

କଂଗ୍ରେସରେ ଯୋଗ ଦେବେନି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୬।୪: କଂଗ୍ରେସରେ ଯୋଗ ଦେବାକୁ ମନା କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯଓ୍ବୋଲା ମଙ୍ଗଳବାର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ଗତ ଅନେକ ଦିନ ଧରି ପ୍ରଶାନ୍ତ କିଶୋର କଂଗ୍ରେସରେ…

ହେଟ୍‌ ସ୍ପିଚ୍‌ ନେଇ କାହିଁକି ନିଆଗଲା ନାହିଁ ଆଇନଗତ ପଦକ୍ଷେପ, ହିମାଚଳ-ଉତ୍ତରାଖଣ୍ଡ ସରକାରଙ୍କୁ ଏସ୍‌ସିଙ୍କ ତାଗିଦ୍‌…

ନୂଆଦିଲ୍ଲୀ, ୨୬।୪ : ଭାଜପା ଶାସିତ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଧର୍ମସଂସଦରେ ଦିଆଯାଇଥିବା ହେଟ୍‌ସ୍ପିଚ୍‌ ନେଇ ସୁପ୍ରିମକୋର୍ଟ (ଏସ୍‌ସି) ମଙ୍ଗଳବାର ତାଗିଦ୍‌ କରିଛନ୍ତି। ହେଟ୍‌ସ୍ପିଚ୍‌ ନେଇ କାହିଁକି ଆଇନଗତ ପଦକ୍ଷେପ ନିଆଗଲା ନାହିଁ ବୋଲି ଶୀର୍ଷକୋର୍ଟ ପ୍ରଶ୍ନ କରିଛନ୍ତି।…

୩ ମାସ ପରେ ରାଷ୍ଟ୍ରପତି ନିର୍ବାଚନ…

ନୂଆଦିଲ୍ଲୀ, ୨୬।୪ : ଜୁଲାଇ ୨୫ ରେ ଦେଶକୁ ନୂଆ ରାଷ୍ଟ୍ରପତି ମିଳିବେ। ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ ଶେଷ ହେବ। ନୂତନ ରାଷ୍ଟ୍ରପତିଙ୍କ ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହେବା…

ସ୍ଥିତି ଅଣାୟତ୍ତ, ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୪୮୩ ରେ ପହଞ୍ଚିଛି। ସେହିପରି…

୬ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ଼ ଟିକା

ନୂଆଦିଲ୍ଲୀ,୨୬।୪: ଦେଶରେ ଏବେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା ମିଳିବ। ତେବେ ପିଲାଙ୍କୁ ଭାରତ ବାୟୋଟିକ୍‌ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ଟିକା ଦେବାକୁ ଡିସିଜିଆଇ…

ଏପ୍ରିଲ ୨୯ରେ ରାଣା ଦମ୍ପତିଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ,୨୬।୪: ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଥିବା ଅମରାବତୀ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଏପ୍ରିଲ ୨୯ରେ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଉଭୟଙ୍କ ଜାମିନ ଆବେଦନ ଆଜି ଶୁଣାଣି…

କୋଭିଡ଼ ଅନାଥଙ୍କୁ ମାଗଣା ପାଠପଢା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କେନ୍ଦ୍ରୀୟ ବିଦ୍ୟାଳୟରେ କୋଭିଡ଼ ଅନାଥ ପିଲା ଏଣିକି ମାଗଣାରେ ପଢିପାରିବେ। କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହୋଇଛି ନୂଆ ବ୍ୟବସ୍ଥା। ପିଏମ କେୟାର ଫର୍‌ ଚିଲଡ୍ରେନ ଯୋଜନାରେ କରୋନା ଯୋଗୁ ଅନାଥ ହୋଇଥିବା ଶିଶୁଙ୍କୁ କେନ୍ଦ୍ରୀୟ…

ବୁଲ୍‌ଡୋଜରରେ ଟେକିନେଲେ ଏଟିଏମ୍‌

ମୁମ୍ବାଇ,୨୬।୪: ସୁବୁଆଡେ ଚର୍ଚ୍ଚାରେ ଏବେ ବୁଲ୍‌ଡୋଜର। ଇତିମଧ୍ୟରେ କିଛି ଦୁର୍ବୃତ୍ତ ବୁଲ୍‌ଡୋଜରରେ ଏଟିଏମ୍‌ କାଉଣ୍ଟର ଟେକିନେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମହାରାଷ୍ଟ୍ରର ପୁଣେରେ ଏଭଳି ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ବୁଲ୍‌ଡୋଜର ଲଗାଇ ଏଟିଏମ୍‌ କାଉଣ୍ଟାରକୁ…

ଅଳିଆ ଗଦାରେ ଲାଗିଲା ନିଆଁ: ଲିଭାଇବାକୁ ପହଞ୍ଚିଲା ୩୫ ଦମକଳ ଗାଡି

ନୂଆଦିଲ୍ଲୀ,୨୬ ।୪: ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମର ମାନେସର ଅଞ୍ଚରେ ସୋମବାର ବିଳମ୍ବିତ ରାତିରେ ଅଳିଆ ଗଦାରେ ଭିଷଣ ନିଆଁ ଲାଗିଯାଇଥିଲା । ସେକ୍ଟର- ୬ ନିକଟରେ ଲାଗିଥିବା ଏହି ନିଆଁକୁ ଲିଭାଇବାକୁ ପ୍ରାୟ ୩୫ଟି ଦମକଳ ଗାଡି ସେଠାରେ…

ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ନେଇ କଂଗ୍ରେସ ନୀରବ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରି ନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ବରିଷ୍ଠ ନେତାମାନଙ୍କ…

କୋଠା ଭୁଶୁଡ଼ି ୨ ମୃତ

ନୂଆଦିଲ୍ଲୀ,୨୬୪: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନଠାରେ ସୋମବାର ଅପରାହ୍ନରେ ଏକ ୩ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମାସେ ହେଲା ଉକ୍ତ ବିଲ୍ଡିଂର ମରାମତି କାମ ଚାଲିଥିଲା। ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏହା ଭୁଶୁଡ଼ି ପଡିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri