ଜାତୀୟ

ଅସ୍ତିତ୍ୱରେ ରହିଛି ଏକତା, ଆମେ ଅହିଂସାର ଉପାସକ, ଦୁର୍ବଳତାର ନୁହେଁ, କହିଲେ ମୋହନ ଭାଗଓ୍ବତ…

ନାଗପୁର, ୧୪।୮ : ମହାରାଷ୍ଟ୍ରର ନାଗପୁରରେ ରବିବାର ଅନୁଷ୍ଠିତ ଉତିଷ୍ଠ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ଆରଏସଏସ ସଂଗଠନର ମୁଖ୍ୟ ମୋହନ ଭଗଓ୍ବତ ଯୋଗ କହିଛନ୍ତି ଯେ ଭାରତର ଅସ୍ତିତ୍ୱରେ ଏକତା ଅଛି। ସେ କହିଛନ୍ତି ଯେ ଆମେ ଭିନ୍ନ ଭିନ୍ନ ଦେଖାଗଲେ…

ଗଙ୍ଗା ଜଳକୁ ଅମୃତ କରୁଥିବା ମିତ୍ର ବ୍ୟାକ୍ଟେରିଆ ଶେଷ ହେବାରେ ଲାଗିଛି…

ନୂଆଦିଲ୍ଲୀ, ୧୪।୮ : ଗଙ୍ଗାର ଉପନଦୀ ଅଲକନନ୍ଦା ଏବଂ ଭାଗୀରଥୀର ଜଳର ସ୍ଥିତି ଭଲ ନାହିଁ। ଜଳସ୍ତରକୁ ଅମୃତ ଭଳି ବିଶୁଦ୍ଧ କରୁଥିବା ଜଳ ମିତ୍ର ମାଇକ୍ରୋ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଶେଷ ହେବାରେ ଲାଗିଛି। ଏହି ମିତ୍ର ବ୍ୟାକ୍ଟେରିଆ ଜଳକୁ ବିଶୁଦ୍ଧ…

ବିଗ୍‌ ବୁଲ୍‌ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପୂରଣ ହୋଇ ନ ଥିବା ସ୍ବପ୍ନ, ୩ ଜଣଙ୍କୁ ରାତ୍ରଭୋଜନ ପାଇଁ ଡାକିଥାନ୍ତେ…

ମୁମ୍ବାଇ, ୧୪।୮ : ଷ୍ଟକ୍‌ ମାର୍କେଟର ବିଗ୍‌ ବୁଲ୍‌ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପରଲୋକ ଘଟିଛି। ଷ୍ଟକ ମାର୍କେଟ୍‌ରେ ଜଣେ ଆଗଧାଡ଼ିର ନିବେଶକ ଭାବେ ସେ ଜଣାଶୁଣା ଥିଲେ। ତେବେ ତାଙ୍କର ଏକ ପୂରଣ ହୋଇ ନଥିବା ସ୍ବପ୍ନ ରହି ଯାଇଛି। ସେ…

ନିବେଶକ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ…

ମୁମ୍ବାଇ, ୧୪।୮ : ଷ୍ଟକ ମାର୍କେଟର ଭେଟେରାନ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପରଲୋକ ଘଟିଛି। ସେ ରବିବାର ସକାଳେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାନୁସାରେ, ତାଙ୍କୁ କିଛି ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ…

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶନିବାର ହତ୍ୟା ଧମକ ମିଳିଛି । ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଚିଠି ଜରିଆରେ ଏହି ଧମକ ଦେଇଥିବା ପୋଲିସ କହିଛି। ଭାରତୀୟ କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପିଆଇଏଲ୍‌…

ସଞ୍ଜୟ ରାଉତ, ନୱାବ ମଲିକଙ୍କ ସମେତ ଏମଭିଏ ମେଣ୍ଟର ୩ ବଡ ନେତା ଜେଲରେ

ମୁମ୍ବାଇ,୧୪ ।୮: ଏନସିପି ନେତା ଅନିଲ ଦେଶମୁଖ ଓ ନୱାବ ମଲିକଙ୍କ ପରେ ଏବେ ଶିବସେନା ନେତା ସଞ୍ଜୟ ରାଉତଙ୍କ ନୂଆ ଠିକଣା ମୁମ୍ବାଇର ଆର୍ଥର ରୋଡ ଜେଲ ହୋଇଯାଇଛି । ଏହି ୩ ବଡ ବଡ ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)…

କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ ପୋଲିସ ଶହୀଦ

ଶ୍ରୀନଗର,୧୪ ।୮: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ବିଳମ୍ବିତ ରାତିରେ ଆକ୍ରମଣ କରୁଛନ୍ତି । ଶନିବାର ରାତିରେ ଆତଙ୍କବାଦୀମାନେ କୁଲଗାମର କୈମୋହରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ଜଣାପଡିଛି । ଏହି ଘଟଣାପରେ ସେଠାରେ…

ମହାକାଶରୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୪ ।୮: ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଦେଶ ପାଳନ କରୁଛି ‘ଆଜାଦି କା ଅମୃତ ମହୋତ୍ସବ’ । ସାରା ବିଶ୍ୱରୁ ଭାରତକୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଉଛି । ହେଲେ ଏମିତି ଏକ ବାର୍ତ୍ତା ପୃଥିବୀ ଗ୍ରହ ବାହାରୁ ମହାକାଶରୁ…

ତ୍ରିରଙ୍ଗା ରଙ୍ଗରେ ସଜେଇ ହେଲା ଦେଶର ଐତିହାସିକ ସ୍ମାରକ, ପ୍ରାସାଦ

ନୂଆଦିଲ୍ଲୀ,୧୪ ।୮: ଦେଶ ପାଳନ କରୁଛି ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ସମାରୋହ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇଛି । ଏହାକୁ ନେଇ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ…

କେବଳ ଘରେ ତ୍ରିରଙ୍ଗା ଲଗାଇଲେ କେହି ହୋଇପାରିବେନି ଦେଶଭକ୍ତ, ମୋଦିଙ୍କୁ ଟାର୍ଗେଟ କଲେ ଉଦ୍ଧବ…

ମୁମ୍ବାଇ, ୧୩।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହାକୁ ନେଇ ଶିବସେନା ନେତା ଉଦ୍ଧବ ଠାକରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତିି। ସେ ମୋଦିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ,…

ଏଲଏସିରେ ସ୍ଥିତି ଶାନ୍ତିପୂର୍ଣ୍ଣ, କହିଲେ ଚାଇନା ରାଷ୍ଟ୍ରଦୂତ…

ନୂଆଦିଲ୍ଲୀ/ବେଜିଂ, ୧୩।୮ : ପୂର୍ବ ଲଦାଖ ସୀମାରେ ଚାଇନାର କାର୍ଯ୍ୟକଳାନ ଉପରେ ଭାରତର ଆପତ୍ତି ପରେ ଚାଇନା ନିଜର ସ୍ଥିତି ସ୍ପଷ୍ଟ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ(ଏଲଏସି) ନିକଟରେ ସାମରିକ ଏବଂ ଆକାଶ ମାର୍ଗ କାର୍ଯ୍ୟକଳାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?