ଆଜି ଇଦ୍-ଉଲ୍-ଫିତର: ଜାମା ମସଜିଦ୍ରେ କଡ଼ା ସୁରକ୍ଷା ଭିତରେ ନମାଜ ପାଠ
ନୂଆଦିଲ୍ଲୀ,୩।୫:ଆଜି ସମଗ୍ର ଦେଶରେ ଇଦ୍-ଉଲ୍-ଫିତର ଅର୍ଥାତ୍ ଇଦ୍ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ଭଉଣୀ ଓ ଭାଇମାନେ ସକାଳେ ଦିଲ୍ଲୀର ଜାମା ମସଜିଦରେ ଆଲ୍ଲାଙ୍କୁ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ। ଇଦ ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ସୁରକ୍ଷା…
ଜୁନରେ ଉତ୍ତର ପ୍ରଦେଶ ଗସ୍ତ କରିବେ ରାଜ ଠାକରେ, ବୁକ କରାଯାଇଛି ୧୨ ସ୍ପେଶାଲ ଟ୍ରେନ୍
ମୁମ୍ବାଇ,୩ ।୫: ହନୁମାନ ଚାଳିଶା ପାଠ ବାହାନାରେ ଏବେ ମହାରାଷ୍ଟ୍ରରେ ହିନ୍ଦୁତ୍ୱକୁ ନେଇ ବିବାଦ ଉପୁଜିଛି । ଏମଏନଏସ୍ ମୁଖ୍ୟ ରାଜ ଠାକରେ ଏବେ ଉତ୍ତର ପ୍ରଦେଶ ଗସ୍ତ କରିବାକୁ ସ୍ଥିର କରିଛନ୍ତି । ଜୁନ ୫ରେ ସେ ଉତ୍ତର ପ୍ରଦେଶ…
କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ଚର୍ଚ୍ଚା
ନୂଆଦିଲ୍ଲୀ,୩।୫: ଭାଜପା ନେତା ବାସବରାଜ ବୋମାଇ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ୯ ମାସ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛନ୍ତି। ଆସନ୍ତାବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ଏହା ଦଳ ଉପରେ ପ୍ରଭାବ ପକାଇବା ଶାସକ ଦଳ ଆଶଙ୍କା…
ବେରୋଜଗାର ୭.୮୩%କୁ ବୃଦ୍ଧି
ନୂଆଦିଲ୍ଲୀ, ୩ା୫: ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି(ସିଏମ୍ଆଇଇ)ର ତଥ୍ୟ ଅନୁସାରେ ମାର୍ଚ୍ଚରେ ବେରୋଜଗାର ହାର ୭.୬୦% ଥିବା ବେଳେ ଏପ୍ରିଲ୍ରେ ତାହା ବୃଦ୍ଧି ଘଟି ୭.୮୩%ରେ ପହଞ୍ଚିଛି। ତଥ୍ୟ ଅନୁସାରେ ଏପ୍ରିଲରେ ସହରାଞ୍ଚଳ ବେରୋଜଗାର ହାର ବୃଦ୍ଧି ଘଟି ୯.୨୨%ରେ…
ଟୁଇଟରରୁ ବିଦା ହେବେ ପରାଗ
ଓ୍ବାଶିଂଟନ,୩।୫: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପରେ ନୂଆ ସିଇଓ ସନ୍ଧାନରେ ଲାଗିପଡ଼ିଛନ୍ତି। ଫଳରେ ବର୍ତ୍ତମାନର ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲ ବିଦା ହେବା ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ…
ରମଜାନ ଇଦ୍ ପାଳନରେ ବାଧା ଦେବନି ଏମ୍ଏନ୍ଏସ୍
ମୁମ୍ବାଇ,୩।୫: ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍ ପାଳନ କରିବେ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ଅଧ୍ୟକ୍ଷ ରାଜ୍ ଠାକ୍ରେ ସୋମବାର ଘୋଷଣା କରିଛନ୍ତି। ମୁସଲମାନମାନେ ଆନନ୍ଦର ସହ ଉତ୍ସବ ପାଳନ କରନ୍ତୁ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅକ୍ଷୟ ତୃତୀୟାରେ…
ତରୁଣ କପୁର ହେଲେ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା
ନୂଆଦିଲ୍ଲୀ,୩।୫: ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଷ୍ଟା ଭାବେ ସୋମବାର ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରେ ଉପଦେଷ୍ଟା ଭାବେ କପୁରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ଏହି ପଦବୀ…
ଟର୍ବୁଲାନ୍ସରୁ ସ୍ପାଇସ୍ଜେଟ୍ର ୧୫ ଯାତ୍ରୀ ଆହତ
ନୂଆଦିଲ୍ଲୀ,୩।୫: ବଡ଼ ଧରଣର ଏୟାର ଟର୍ବୁଲାନ୍ସ ଯୋଗୁ ରବିବାର ମୁମ୍ବାଇରୁ ଦୁର୍ଗାପୁର ଯାଉଥିବା ସ୍ପାଇସ୍ଜେଟ୍ ବିମାନର ୧୨ ଯାତ୍ରୀ ଓ ୩ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଦୁଇଜଣଙ୍କୁ ଆଇସିୟୁରେ ଭର୍ତ୍ତି…
ପୁଲୱାମାରେ ସିଆରପିଏଫ ଉପରେ ଆଇଇଡି ଆକ୍ରମଣ, ୨ ଯବାନ ଆହତ
ଜମ୍ମୁ,୩ ।୫: ଦକ୍ଷିଣ କଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗଟ କରି ଆଇଇଡି ଆକ୍ରମଣ କରିଛନ୍ତି । ଏଥିରେ ୨ ଯବାନ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ପାଇଁ ଜୈଶ-ଇ-ମହମ୍ମଦ ସହ ଜଡିତ ସଙ୍ଗଠନ…
ଟେଷ୍ଟ କମିବାରୁ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୨।୫: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନରୁ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ସୋମବାର ଏହି ସଂଖ୍ୟା ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୭୬ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଜଣଙ୍କର ବି ମୃତ୍ୟୁ ଘଟିନାହିଁ। ବର୍ତ୍ତମାନ…
ଅକ୍ଷୟ ତୃତୀୟାରେ ଆରତୀ କରିବେନି ରାଜ୍ ଠାକ୍ରେ
ମୁମ୍ବାଇ,୨।୫: ଅକ୍ଷୟ ତୃତୀୟା ଅବସରରେ ମହାଆରତୀ କରିବେନି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ଅଧ୍ୟକ୍ଷ ରାଜ୍ ଠାକ୍ରେ। ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍ ପାଳନ କରିବେ ବୋଲି ଏମ୍ଏନ୍ଏସ୍ ଅଧ୍ୟକ୍ଷ ରାଜ୍ ଠାକ୍ରେ ସୋମବାର ଏନେଇ ଘୋଷଣା କରିଛନ୍ତି। ମୁସଲମାନମାନେ…
ଟୁଇଟର ବାୟୋରୁ ଦଳର ନାମ ହଟାଇଲେ ହାର୍ଦ୍ଦିକ
ଗାନ୍ଧୀନଗର,୨।୫: ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଧରଣର ଝଟ୍କା ଲାଗିପାରେ। କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲଙ୍କ ଦଳ ଛାଡିବା ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ବର୍ତ୍ତମାନ ଆହୁରି ବଢ଼ିଯାଇଛି। ହାର୍ଦ୍ଦିକ ତାଙ୍କ ଟୁଇଟର ବାୟୋରୁ ଦଳର…
Archives


