ଜାତୀୟ

୫ ଉପଦେଷ୍ଟା କମିଟି ସଦସ୍ୟଙ୍କ ଭାଜପା ସହ ସମ୍ପର୍କ ଥିଲା

ଗୋଧ୍ରା,୨୦ା୮: ବହୁଚର୍ଚ୍ଚିତ ବିଲ୍‌କିସ ବାନୋ ଗଣବଳାତ୍କାର ଓ ହତ୍ୟା ମାମଲାରେ ୧୧ ଅପରାଧୀଙ୍କୁ ମୁକ୍ତ କରିଦେବା ଲାଗି ଗୁଜରାଟ ସରକାରଙ୍କ ଉପଦେଷ୍ଟା କମିଟି ସୁପାରିସ କରିଥିଲା। ଉକ୍ତ ସୁପାରିସକ୍ରମେ ସରକାରଙ୍କ ଏକ ପୁରୁଣା କ୍ଷମା ନୀତି ଆଧାରରେ ଗତ ସ୍ବାଧୀନତା ଦିବସ…

ତ୍ରିରଙ୍ଗା ରାଲିବେଳେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ

ନୂଆଦିଲ୍ଲୀ,୨୦ା୮: ଉତ୍ତରପ୍ରଦେଶର ଆଲିଗଡ଼ କଲେଜ ପକ୍ଷରୁ ଗତ ୧୩ ତାରିଖରେ ତ୍ରିରଙ୍ଗା ରାଲି ବେଳେ କେତେଜଣ ଛାତ୍ର ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ ଦେଇଥିଲେ। ଏନେଇ ଅଭିଯୋଗ ହୋଇଥିଲେ ହେଁ କଲେଜ ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ…

୨୦ ବର୍ଷ ପରେ ଧରାପଡ଼ିଲେ ବିଧାୟକ

ମୋତିହାରୀ,୨୦ା୮: ବିହାରର ପୂର୍ବତନ ବିଧାୟକ ରଞ୍ଜନ ତିଓ୍ବାରୀ ନେପାଳ ସୀମାନ୍ତ ରାକ୍ସାଉଲରୁ ଗିରଫ ହୋଇଛନ୍ତି। ପୋଲିସ ଉପରକୁ ଗୁଳିମାଡ଼ କରିବା ଅଭିଯୋଗରେ ୟୁପି ପୋଲିସ ତାଙ୍କୁ ଖୋଜୁଥିଲା। କିନ୍ତୁ ଦୀର୍ଘ ୨୦ ବର୍ଷ ଧରି ରଞ୍ଜନ ଲୁଚି ରହିଥିବାବେଳେ ପୋଲିସ ତାଙ୍କୁ…

ବାଙ୍କେ ବିହାରି ମନ୍ଦିରରେ ଦଳାଚକା, ୨ ଶ୍ରଦ୍ଧାଳୁ ମୃତ

ମଥୁରା,୨୦ ।୮: କୃଷ୍ଣ ନଗରୀ ମଥୁରା-ବୃନ୍ଦାବନର ବିଶ୍ୱ ପ୍ରସିଦ୍ଧ ବାଙ୍କେ ବିହାରି ମନ୍ଦିରରେ ଦଳାଚକଟା ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜନ୍ମାଷ୍ଟମୀରେ ମଙ୍ଗଳ ଆଳତି ସମୟରେ ଏହି ଘଟଣା ହୋଇଛି । ଦଳାଚକଟାରେ ଅନେକ ଆହତ ହୋଇଥିବା ବେଳେ ଏଥିରେ…

ମହିଳାଙ୍କର ଯୌନ ସାଥୀ ଅଧିକ

ନୂଆଦିଲ୍ଳୀ,୨୦ା୮: ଦେଶର ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ଯୌନ ସାଥୀ ରହିଛନ୍ତି। ଶୁକ୍ରବାର ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ରାଜସ୍ଥାନର ମହିଳା ଏ କ୍ଷେତ୍ରରେ ଅଧିକ ସକ୍ରିୟ…

ଉତ୍ତର ପ୍ରଦେଶରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୫୨

ଲକ୍ଷ୍ନୌ,୨୦ ।୮: ଉତ୍ତର ପ୍ରଦେଶର ଲକ୍ଷ୍ନୌ, ସୀତାପୁର ସମେତ କିଛି ସ୍ଥାନରେ ଶୁକ୍ରବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୁତ ହୋଇଛି । ରାତି ପ୍ରାୟ ୧ଟା ୧୬ରେ ଅନୁଭୁତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫,୫୨ ଥିବା କୁହାଯାଇଛି…

ଭାଜପାର‘ପେଡ୍‌ ନ୍ୟୁଜ୍‌’ ଉପରେ ପ୍ରତିକ୍ରିୟା ରଖିଲା ନ୍ୟୁୟର୍କ ଟାଇମ୍ସ

ନୂଆଦିଲ୍ଲୀ,୧୯ା୮: ଆମେରିକାର ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଅଗଷ୍ଟ ୧୮ ଗୁରୁବାର ସଂସ୍କରଣରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନେଇ ଏକ ଆର୍ଟିକଲ ପ୍ରକାଶ ପାଇଛି। ପ୍ରଥମ ପୃଷ୍ଠାରେ ପ୍ରକାଶିତ ଉକ୍ତ ଷ୍ଟୋରିରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ରୂପେ ତାଙ୍କ ଉଲ୍ଲେଖନୀୟ ସଫଳତା…

‘କେଜ୍‌ରିଓ୍ବାଲଙ୍କ ଘରୁ ୪ମଫ୍‌ଲର, ସିସୋଡିଆଙ୍କ ଘରୁ ମିଳିବ କେବଳ ଖାତା- ପେନ୍‌ସିଲ୍‌’

ନୂଆଦିଲ୍ଲୀ,୧୯।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ାଉ ପରେ ଭାଜପା-ଏଏପି ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ରାଘବ ଚଡ୍ଡା ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ସେ…

ବଙ୍ଗୋବସାଗରେ ବୁଡ଼ିଲା ମତ୍ସ୍ୟଜୀବୀଙ୍କ ଟ୍ରଲର: ୧୮ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା,୧୯।୮: ପଶ୍ଚିମ ବଙ୍ଗୋପସାଗରର ଉପସାଗରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗଭୀର ସମୁଦ୍ରକୁ ମାଛ ଧରିଯାଇଥିବା ଏକ ଟ୍ରଲର ବୁଡ଼ିଯାଇଛି। ଏଥିରେ ଥିବା ୧୮ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ ସହ ଏକ…

୩ବର୍ଷରେ ୧୦୦ରୁ ଊର୍ଦ୍ଧ୍ୱ ବ୍ରହ୍ମୋସ୍‌ ମିଶାଇଲ୍‌ ତିଆରି ଲକ୍ଷ୍ୟ

ଲକ୍ଷ୍ନୌ,୧୯।୮: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଥା ଦ୍ରୁତତମ ସୁପରସୋନିକ ବ୍ରହ୍ମୋସ୍‌ କ୍ରୁଜ୍‌ ମିଶାଇଲ୍‌ ପ୍ଲାଣ୍ଟ ନିର୍ମାଣ କରିବାକୁ ସ୍ଥିର କରାଯାଉଛି। ଏନେଇ…

ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ,୧୯।୮: ଏକ୍ସାଇଜ ସ୍କାମ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହି ମାମଲାରେ ସିବିଆଇ ୧୫ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ସିସୋଡିଆ ରହିଥିବା ଜଣାପଡ଼ିଛି। ଏଥିରେ କେତେକ ମଦ କମ୍ପାନୀଙ୍କ ନାମ…

କୋମାରେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୯।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ କୋମାରେ ଅଛନ୍ତି। ଶୁକ୍ରବାର ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?