ଜାତୀୟ

କେରଳ ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ପରିବାରବାଦ, ରାଜ୍ୟପାଳ-ସରକାର ମୁହାଁମୁହିଁ…

ଥିରୁଭାନନ୍ତପୁରମ୍‌, ୨୦।୮ : କେରଳର ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ପରିବାରବାଦ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଶାସକ ସିପିଆଇ (ଏମ) ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଶନିବାର ରାଜ୍ୟପାଳ ଖାନ କହିଛନ୍ତି ଯେ…

ସରକାରୀ କାର୍ଯ୍ୟାଳୟରେ ବଢୁଛି ଦୁର୍ନୀତି, ବିଡ଼ିଏ ଅଧିକାରୀଙ୍କୁ ମିଳିଲାନି ଜାମିନ…

ବେଙ୍ଗାଲୁରୁ, ୨୦।୮ : ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ଅନିୟନ୍ତ୍ରିତ ଦୁର୍ନୀତି ରହିଛି ବୋଲି ଦର୍ଶାଇ ବାଙ୍ଗାଲୋର ବିକାଶ ପ୍ରାଧିକରଣ (ବିଡିଏ)ର ଜଣେ ଅଧିକାରୀଙ୍କୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ…

୨୬/୧୧ ଭଳି ମୁମ୍ବାଇକୁ ବିସ୍ଫୋରଣରେ ଉଡ଼ାଇବାକୁ ହେଉଛି ଷଡ଼ଯନ୍ତ୍ର, ହ୍ବାଟସ ଆପ୍‌ରେ ଧମକ….

ମୁମ୍ବାଇ, ୨୦।୮ : ମାୟାନାଗରୀ ମୁମ୍ବାଇକୁ ପୁଣି ଥରେ ବିସ୍ଫୋରଣରେ ଉଡ଼ାଇବାକୁ ଏକ ଷଡଯନ୍ତ୍ର ରଚାଯାଇଛି। ଏହି ମର୍ମରେ ମୁମ୍ବାଇ ପୋଲିସର ହ୍ବାଟସ ଆପ୍‌ରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଏହି ବାର୍ତ୍ତାରେ କୁହାଯାଇଛି ଯେ ମୁମ୍ବାଇକୁ ଉଡ଼ାଇବା ପାଇଁ ସମ୍ପୂର୍ଣ୍ଣ…

ତେଜସ୍ବୀଙ୍କ ନୂଆ ନିର୍ଦ୍ଦେଶ, କେହି କିଣିବେନି ଗାଡ଼ି-ପାଦ ଛୁଇଁବାକୁ ମନା…

ପାଟନା,୨୦।୮ : ବିହାରରେ ଗଠିତ ନୂତନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ବିଭାଗର କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିବା ସହିତ ତାଙ୍କ ଦଳର କୋଟା ମନ୍ତ୍ରୀମାନଙ୍କ ପାଇଁ ୬ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ…

ଜବଲପୁରରେ ବ୍ୟାପିଲା ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ: ଦେଢ଼ମାସରେ ୪୫ ଆକ୍ରାନ୍ତ ଚିହ୍ନଟ

ଜବଲପୁର,୨୦।୮: ମଧ୍ୟପ୍ରଦେଶରେ ହେଉଥିବା ଲଗାଣ ବର୍ଷା ଯୋଗୁ ଅନେକ ରୋଗ ବ୍ୟାପିବାରେ ଲାଗିଛି। ବର୍ଷା ଯୋଗୁ ଅନେକ ସ୍ଥାନରେ ପାଣି ଜମା ରହୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକେନଗୁନିଆ ଭଳି ରୋଗ ବ୍ୟାପୁଛି। ଗତ ଏକ ମାସ ମଧ୍ୟରେ ଜବଲପୁରରେ ଡେଙ୍ଗୁ…

ଦୈନିକ ସଂକ୍ରମଣ ୭ ଶହ ତଳେ…

ନୂଆଦିଲ୍ଲୀ, ୨୦।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୧ ହଜାରରୁ ଅଧିକ ରହିଛି। ଗତ…

ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉ ପରେ ୧୨ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି

ନୂଆଦିଲ୍ଲୀ,୨୦।୮: ଦିଲ୍ଲୀରେ ଅନେକ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏକ୍ସାଇଜ ସ୍କାମ୍‌ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବାସଭବନରେ ସିବିଆଇ ଶୁକ୍ରବାର ଚଢ଼ାଉ କରିଥିଲା। ତେବେ ଚଢ଼ାଉର କିଛି ଘଣ୍ଟା ପରେ ଶୁକ୍ରବାର ୧୨ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଦିଲ୍ଲୀ…

ଦୁଇଚାରି ଦିନରେ ମୋତେ ଗିରଫ କରାଯିବ, ହେଲେ ୨୦୨୪ ନିର୍ବାଚନ ହେବ ମୋଦି ବନାମ କେଜରିୱାଲ: ସିସୋଡିଆ

ନୂଆଦିଲ୍ଲୀ,୨୦ ।୮: ସିବିଆଇ ଚଢାଉକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଶନିବାର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସିବିଆଇ-ଇଡିର ଭୟ ଦେଖାଉଛି…

ଦୁର୍ଘଟଣାରେ ଚାଲିଗଲା ୭ ଜୀବନ: ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

ଜୟପୁର,୨୦।୮: ରାଜସ୍ଥାନର ପାଲି ଜିଲାର ସୁମେରପୁର ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର-ଟ୍ରକ୍‌ ପରସ୍ପର ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ…

ଆପଣ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ମୁଁ ପୂରଣ କରିବି: ପିତାଙ୍କୁ ଏମିତି ମନେ ପକାଇଲେ ରାହୁଲ

ନୂଆଦିଲ୍ଲୀ,୨୦ ।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୮ ତମ ଜୟନ୍ତୀରେ ତାଙ୍କୁ ମନେ ପକାଇଛନ୍ତି ପୁତ୍ର ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ଅବସରରେ ଏମାନେ ବୀରଭୂମି…

ପ୍ରିୟଙ୍କା ନ ହେଲେ ଦଳିତ ଚେହେରା

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ପୁଣି ଥରେ ଦଳର ଅଧ୍ୟକ୍ଷ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୌଣସି ଆଗ୍ରହ ଦେଖିବାକୁ ମିଳୁନାହିଁ। ଫଳରେ ଜଣେ…

ସିବିଆଇ ପରେ ସିସୋଡିଆଙ୍କ ଘରେ ପହଞ୍ଚିପାରେ ଇଡି, ମନି ଲଣ୍ଡରିଂ ମାମଲାର ହୋଇପାରେ ଯାଞ୍ଚ

ନୂଆଦିଲ୍ଲୀ,୨୦ ।୮: ସିବିଆଇ ଟିମ ପକ୍ଷରୁ ଶୁକ୍ରବାର ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଘରେ ଚଢାଉ କରାଯାଇଥିଲା । ୧୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଚଢାଉ ପରେ ସିବିଆଇ ଟିମ ତାଙ୍କ ଘରୁ ବାହାରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?