ଜାତୀୟ

ହେମନ୍ତଙ୍କ ମୁଣ୍ଡରେ ଇସି ଖଣ୍ଡା

ରାଞ୍ଚତ୍/ନୂଆଦିଲ୍ଲୀ,୨୬ା୮:ଝାଡ଼ଖଣ୍ଡ ଖଣି ଲିଜ୍‌ ମାମଲାରେ ନିର୍ବାଚନ କମିଶନ (ଇସି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ହେମନ୍ତଙ୍କ ବିଧାୟକ ପଦ ରଦ୍ଦ କରିବା ଲାଗି ରାଜ୍ୟପାଳ ରମେଶ ବୈସଙ୍କୁ ଆୟୋଗ ସୁପାରିସ କରିଥିବା ଜଣାପଡ଼ିବା ପରେ ସେ କୌଣସି ମୁହୂର୍ତ୍ତରେ…

କଳ୍ପନା ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୬ ।୮: ଝାଡ଼ଖଣ୍ଡରେ ଏବେ ରାଜନୈତିକ ଝଡ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ଖଣ୍ଡା ଝୁଲୁଛି । ଅବୈଧ ଖଣି ଖନନ ପଟ୍ଟା ଆବଣ୍ଟନ ମାମଲାରେ ତାଙ୍କର ଅଡୁଆ ବଢିବାରେ ଲାଗିଛି । ଜନପ୍ରତିନିଧି…

ଦୁର୍ଘଟଣାରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସହାୟତା ଘୋଷଣା

ଟୁମାକୁରୁ,୨୫।୮: କର୍ନାଟକର ଟୁମାକୁରୁ ନିକଟ ୪୮ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଶିଶୁ ଓ ୪ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୩ ଜଣ ଆହତ…

ବଡ଼ପଣ ଦେଖାଇଲେ ଭାରତୀୟ ଯବାନ: ଆତଙ୍କବାଦୀଙ୍କୁ କଲେ ରକ୍ତଦାନ

ନୂଆଦିଲ୍ଲୀ,୨୫ା୮: ପାକିସ୍ତାନ ଗୋଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଇଣ୍ଡିଆନ୍‌ ଆର୍ମି ପୋଷ୍ଟରେ ଆକ୍ରମଣ କରିବା ନିମନ୍ତେ ପଠାଇଥିବା ଆତଙ୍କବାଦୀଙ୍କୁ ରକ୍ତଦାନ କରିଛନ୍ତି ଭାରତୀୟ ସୈନିକ। ଗତ ୨୧ ତାରିଖରେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ବାସିନ୍ଦା ତବାରକ୍‌ ହୁସେନ୍‌(୩୨) ରଜୌରି ନିକଟ ନିୟନ୍ତ୍ରଣ…

ପୃଥିବୀଠାରୁ ବଡ଼ ୨ ସୂର୍ଯ୍ୟ ଥିବା ଗ୍ରହ ଠାବ

ନୂଆଦିଲ୍ଲୀ, ୨୫ା୮: ପୃଥିବୀ ଭଳି ଜୀବଜଗତ ଉପଯୋଗୀ ଗ୍ରହ ସନ୍ଧାନରେ ବୈଜ୍ଞାନିକଙ୍କ ଉଦ୍ୟମ ଜାରିଥିବା ବେଳେ ଗବେଷକମାନେ ଏକ ସୁପରଆର୍ଥ ଠାବ କରିଛନ୍ତି। ଏହି ଗ୍ରହର ନାମ ଟିଓଆଇ-୧୪୫୨ ରଖାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକବର୍ଷ ଦୂରରେ…

କୋର୍ଟରେ ପଡ଼ିିଛି ସିବିଆଇର ୬,୭୦୦ ଦୁର୍ନୀତି ମାମଲା

ନୂଆଦିଲ୍ଲୀ, ୨୫ା୮: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ତଦନ୍ତ କରୁଥିବା ପ୍ରାୟ ୬,୭୦୦ ଦୁର୍ନୀତି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି। ସେଥିମଧ୍ୟରୁ ୨୭୫ଟି ୨୦ ବର୍ଷ ହେଲା ପଡ଼ିରହିଛି ବୋଲି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି)ର ବାର୍ଷିକ ରିପୋର୍ଟରେ କୁହାଯାଇଛି। ୨୦୨୧…

ଅକ୍ଟୋବର ୧୨ରୁ ଦେଶରେ ଆରମ୍ଭ ହେବ ୫-ଜି ସେବା

ନୂଆଦିଲ୍ଲୀ,୨୫।୮: ୨୦୨୨ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଦେଶରେ ୫-ଜି ମୋବାଇଲ ସେବା ଆରମ୍ଭ ହେବ। ଆସନ୍ତା ଅକ୍ଟୋବର ୧୨ସୁଦ୍ଧା ଦେଶରେ ୫-ଜି ମୋବାଇଲ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହାପରେ ଦେଶର ସମସ୍ତ ବଡ଼ ଏବଂ ଛୋଟ ସହରରେ ଏହି…

ସୋନାଲି ଫୋଗାଟଙ୍କ ପରିବାର ପକ୍ଷରୁ ଲିଖିତ ଦାବି ମିଳିଲେ ହେବ ସିବିଆଇ ଯାଞ୍ଚ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୮: ଟିକ୍ ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ମତ୍ୟୁ ମାମଲା ଏବେ ନୂଆ ମୋଡ ନେବାକୁ ଯାଉଛି । ପ୍ରଥମେ ଏହା ହୃଦଘାତ ଜନିତ ମୃତ୍ୟୁ କୁହାଯାଉଥିବା ବେଳେ ଏବେ ଏହା ଏକ…

ସୋନାଲୀଙ୍କ ଶରୀରରେ ରହିଛି କ୍ଷତ ଚିହ୍ନ: ହତ୍ୟା ନେଇ ରୁଜୁ ହେଲା ଏଫ୍‌ଆଇଆର

ପଣଜୀ,୨୫।୮: ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଆରମ୍ଭରୁ ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିଲା। ହେଲେ ଗୁରୁବାର ଆସିଥିବା ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆଉ କିଛି ବୟାନ କରୁଛି। ବର୍ତ୍ତମାନ…

ନିଲମ୍ବିତ ଭାଜପା ନେତା ଟି. ରାଜା ପୁଣି ଗିରଫ

ହାଇଦ୍ରାବାଦ,୨୫।୮: ନିଲମ୍ବିତ ଭାଜପା ନେତା ଟି. ରାଜା ସିଂଙ୍କୁ ପୁଣି ଗୁରୁବାର ଗିରଫ କରାଯାଇଛି। ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ସେ ଦୃଢ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହାପୂର୍ବରୁ ଟି.ରାଜାଙ୍କୁ ଗତ ଅଗଷ୍ଟ ୨୩ରେ ଗିରଫ କରାଯାଇଥିଲା। ଏହା…

‘ପୂର୍ବ ଜନ୍ମରେ ନିଶ୍ଚେ ଭଲ କାମ କରିଥିଲି, ସିସୋଡିଆଙ୍କ ଭଳି ସାଥୀ ପାଇଛି’

ନୂଆଦିଲ୍ଲୀ,୨୫।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବାସଭବନରେ ଆମ୍‌ ଆଦମୀ ପାର୍ଟି(ଏଏପି) ବିଧାୟକଙ୍କ ବୈଠକ ଶେଷ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ଏଏପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ଥାନ ରାଜଘାଟରେ ପହଞ୍ଚିଥିଲେ। ଏହି ଅବସରରେ କେଜ୍‌ରିଓ୍ବାଲ୍‌ ଦିଲ୍ଲୀର…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୨୫।୮: ଜମ୍ମୁ-କଶ୍ମୀରର ବାରମୁଳା ଜିଲାର ଉରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରବେଶ ଉଦ୍ୟମକୁ ରୋକିବାବେଳେ ସୁରକ୍ଷାବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଏକ ଟିମ୍‌ କମଲକୋଟରୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?