ଜାତୀୟ

ବେଙ୍ଗାଲୁରୁରେ ପହଞ୍ଚିଲା ନବୀନଙ୍କ ମୃତ ଶରୀର

ବେଙ୍ଗାଲୁରୁ,୨୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୫ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇ ସାରିଲେଣି । ମାର୍ଚ୍ଚ...

୫୫ ଜଣଙ୍କଠାରୁ ୧୩ କୋଟି ଠକି ନେଇଥିଲେ

ନୂଆଦିଲ୍ଲୀ,୨୦।୩: ଫ୍ଲାଟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ୫୫ ଜଣଙ୍କଠାରୁ ୧୩ କୋଟି ଠକିନେଇଥିବା ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ରବିବାର ଗିରଫ କରିଛି। ସେ ହେଲେ ହରିୟାଣାର ହିସାର ଅଞ୍ଚଳର ଦିନେଶ ଶର୍ମା। ସୂଚନା ଯୋଗ୍ୟ,...

୫ ବର୍ଷ ଧରି ବାପା, ଭାଇ, ଜେଜେବାପା ବଳାତ୍କାର କରୁଥିଲେ

ପୁଣେ,୨୦।୩: ୧୧ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଭାଇ, ବାପା, ଜେଜେବାପା ଏବଂ ସମ୍ପର୍କୀୟ ମାମୁଁ ବିଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇଥିଲେ। ଗତ ୫ ବର୍ଷ ହେଲା ଏଭଳି ଚାଲିଥିବା ନେଇ ପୀଡ଼ିତା ପୁଣେ ପୋଲିସରେ ଅଭିଯୋଗ କରିଛନ୍ତି। ପୋକ୍‌ସୋ...

ଶିବାଜୀଙ୍କ ମୂର୍ତ୍ତି ପାଇଁ ୧୪୪ ଧାରା

ନିଜାମାବାଦ(ତେଲେଙ୍ଗାନା),୨୦।୩: ଛତ୍ରପତି ଶିବାଜୀଙ୍କ ଏକ ମୂର୍ତ୍ତି ସ୍ଥାପନ ନେଇ ତେଲେଙ୍ଗାନାର ନିଜାମାବାଦ ଜିଲାର ବୋଧାନ ସହରରେ ଦୁଇ ରାଜନୈତିକ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ବୋଧାନ ସହରରେ ୧୪୪ ଧାରା ଜାରି କରାଯାଇଛି। ତେବେ ମହାରାଷ୍ଟ୍ର ସୀମାକୁ ଲାଗିଥିବା ବୋଧାନ...

ଏଣିକି ୮-୧୨ ସପ୍ତାହ ମଧ୍ୟରେ ଦିଆଯିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ,୨୦।୩:ଭାରତରେ ଟିକାକରଣର ନିୟମ ସ୍ଥିର କରିବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସ ଏନ୍‌ଟିଏଜିଆଇ(NTAGI) କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ଅବଧି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି। ଏବେ ଟିକାକରଣ ନୀତି ଅନୁଯାୟୀ, କୋଭିଶିଲ୍ଡର ପ୍ରଥମ...

ଆରଜେଡି ସହ ହାତ ମିଶାଇଲେ ଶରଦ ଯାଦବ

ପାଟନା,୨୦।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଦଳ ଲୋକତାନ୍ତ୍ରିକ ଜନତା ଦଳ (ଏଲଜେଡି)ର ଆରଜେଡିରେ ବିଲୟ ଘଟିଛି। ଏହି ଅବସରରେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ବିରୋଧୀ ଦଳ ସରକାରଙ୍କ ସହ ଲଢିବା ପାଇଁ ପ୍ରସ୍ତୁତି ବିଳମ୍ବ...

‘ମନ୍ତ୍ରୀଙ୍କ ପାଇଁ ମାନ ଟାର୍ଗେଟ୍‌ ସେଟ୍‌ କରିଛନ୍ତି, ବିଫଳ ହେଲେ … ’

ଚଣ୍ଡିଗଡ଼,୨୦।୩: “ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ତାଙ୍କ କ୍ୟାବିନେଟ୍‌ରେ ସାମିଲ କରିଥିବା ପ୍ରତ୍ୟେକ ମନ୍ତ୍ରୀଙ୍କ ପାଇଁ ଟାର୍ଗେଟ ନିର୍ଦ୍ଧାରିତ କରିଛନ୍ତି। ଯଦି ଟାର୍ଗେଟ ପୂରଣ ନ ହୁଏ, ତେବେ ଲୋକେ ମନ୍ତ୍ରୀଙ୍କୁ ବିଦା କରିବାକୁ ଦାବି କରିପାରିବେ”। ଆମ ଆଦମି...

ଦ୍ୱିତୀୟଥର ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ ବିରେନ ସିଂ

ଇମ୍ଫାଲ,୨୦।୩: ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ରବିବାର ସ୍ପଷ୍ଟ ହୋଇଛି। ମଣିପୁର ଭାଜପା ବିଧାୟକ ଦଳର ବୈଠକରେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି। ଫଳରେ ବିରେନ ସିଂ କ୍ରମାଗତ ଦ୍ୱିତୀୟ...

‘ସୁପାରିସରେ ଦିଆଯିବ ନାହିଁ ଚାକିରି’

ମୋହାଲି,୨୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ରବିବାର ଆମ ଆଦମି ପାର୍ଟି (ଏଏପି)ର ବିଧାୟକଙ୍କୁ ଲୋକଙ୍କ କଲ୍ୟାଣ ପାଇଁ ସଚ୍ଚୋଟତା ସହ କାର୍ଯ୍ୟ କରିବାକୁ କହିଛନ୍ତି। ଫାଙ୍କା ପଡ଼ିଥିବା ୨୫ ହଜାର ପଦବୀ ପାଇଁ କୌଣସି ସୁପାରିସ ନ କରିବାକୁ...

ଜମ୍ମୁ-କଶ୍ମୀର ଘଟଣା ପାଇଁ ପାକିସ୍ତାନ ଦାୟୀ: ଆଜାଦ

ଶ୍ରୀନଗର,୨୦।୩: ବଲିଉଡ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଗୋଟିଏ ପରେ ଗୋଟିଏ ରାଜନୈତିକ ମନ୍ତବ୍ୟ ସାମ୍ନାକୁ ଆସୁଛି। ଜମ୍ମୁରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ...

ଉତ୍ତରାଖଣ୍ଡ ସରକାର ଗଠନ ନେଇ ଦିଲ୍ଲୀରେ ମାନସମନ୍ଥନ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଧାମି ଆଗରେ

ଡେରାଡୁନ,୨୦ା୩: ଉତ୍ତରାଖଣ୍ଡ ସରକାର ଗଠନ ପାଇଁ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସୂଚନାନୁସାରେ ଭବିଷ୍ୟତର ମୁଖ୍ୟମନ୍ତ୍ରୀଙ୍କ ନାମ ସମ୍ପର୍କରେ ଦଳର ବରିଷ୍ଠ ନେତାମାନେ ଏହି...

‘ପଞ୍ଜାବରେ ନୂଆ ସରକାର କାମ ଆରମ୍ଭ କଲେଣି, ୪ ରାଜ୍ୟରେ ତୁଟୁନି ଭାଜପା କଳି’

ନୂଆଦିଲ୍ଲୀ,୨୦।୩: ପଞ୍ଜାବରେ ବିଜୟ ପରେ ଆମ ଆଦମୀ ପାର୍ଟି ଏବେ ସକ୍ରିୟ ହୋଇପଡିଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ପଞ୍ଜାବର ସମସ୍ତ ବିଧାୟକଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri