ଜାତୀୟ

କରୋନା ମୃତ୍ୟୁ କ୍ଷତିପୂରଣ ଆବେଦନ ପାଇଁ ୬୦ ଦିନର ସମୟ ସୀମା…

ନୂଆଦିଲ୍ଲୀ,୨୪।୩ : କରୋନା ମୃତ୍ୟୁ କ୍ଷତିପୂରଣ ପାଇବା ପାଇଁ ମିଥ୍ୟା ଦାବିର ଅଭିଯୋଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ କେରଳରେ ଦାଖଲ ହୋଇଥିବା ଆବେଦନଗୁଡିକର ୫ ପ୍ରତିଶତ ସମୀକ୍ଷା କରାଯିବ।...

ଜିଅନ୍ତା ଜାଳିବା ପୂର୍ବରୁ ନିର୍ଯାତନା ଦିଆଯାଇଥିଲା

ରାମପୁରହାଟ,୨୪।୩: ୩ ମହିଳା ଏବଂ ୨ ଶିଶୁଙ୍କ ସମେତ ୮ ଜଣଙ୍କୁ ପଶ୍ଚିମବଙ୍ଗର ବୀରଭୁମ ଜିଲାରେ ଜିଅନ୍ତ ଜାଳି ଦିଆଯାଇଥିଲା। ମୃତକଙ୍କ ବ୍ୟବଚ୍ଛେଦ କରାଯିବା ପରେ ସେମାନଙ୍କୁ ଜିଅନ୍ତା ଜାଳିବା ପୂର୍ବରୁ ଖୁବ୍‌ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିବା ଜଣାପଡ଼ିଛି।...

ୟୁପି ବୋର୍ଡ ପରୀକ୍ଷା, ଡ୍ୟୁଟିରେ ଅବସରପ୍ରାପ୍ତ-ମୃତ ଶିକ୍ଷକ…

ଲକ୍ଷ୍ନୌ,୨୪।୩ : ଉତ୍ତରପ୍ରଦେଶରେ ବୋର୍ଡ ପରୀକ୍ଷା ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେଇଛନ୍ତି। ଫିରୋଜାବାଦରୁ ଏଭଳି ମାମଲା ସାମ୍ନାକୁ ଆସିଛି, ଏହା ଜାଣି ଯେକେହି ଚକିତ ହୋଇଯିବେ।...

କୁକୁର ଭୋକିବାରୁ ମାଲିକଙ୍କୁ ପିଟି ପିଟି ମାରି ଦେଲେ

ନୂଆଦିଲ୍ଲୀ,୨୪।୩: ପୋଷା କୁକୁର ଲଗାତର ଭୋକିବାରୁ ଜଣେ ୧୭ ବର୍ଷୀୟ ନାବାଳକ କୁକୁରର ମାଲିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଦିଲ୍ଲୀ ଜାନାଫଗଡ଼ରେ। ଗତ ଶୁକ୍ରବାର କୁକୁର ବାରମ୍ବାର ଭୋକିବାକୁ ନେଇ ଅଭିଯୁକ୍ତ ଏବଂ ମୃତକ ଅଶୋକ କୁମାର...

ହିଜାବ ବିବାଦ: ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୩: କର୍ନାଟକରେ ହିଜାବ ବିବାଦ ଉପରେ ଦାଖଲ ହୋଇଥିବା ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଆଗ୍ରହ ପ୍ରକାଶ କରିଥିବା ବରିଷ୍ଠ ଓକିଲ ଦେବଦତ୍ତ କାମାଥଙ୍କୁ ମାମଲାକୁ ଅଧିକ...

ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ଜଷ୍ଟିସ ଜ୍ୟୋତ୍ସ୍ନା ରେୱାଲ ଦୁଆଙ୍କ...

ଜୀବନସାଥୀଙ୍କ ଉପରେ ମିଥ୍ୟା ଆରୋପ ଏକ କ୍ରୁରତା, ହାଇକୋର୍ଟ…

ନୂଆଦିଲ୍ଲୀ,୨୪।୩ : ଜୀବନସାଥୀଙ୍କ ବିରୋଧରେ ଚରିତ୍ରହୀନତା ଅଭିଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଭଳି ଏକ ପବିତ୍ର ସମ୍ପର୍କରେ ଏହା କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ। କୋର୍ଟ କହିଛନ୍ତି ଯେ ବିବାହ ଏକ ପବିତ୍ର ସମ୍ପର୍କ ଏବଂ ଏକ...

କମୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୪।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୯୩୮ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

ପଶ୍ଚିମବଙ୍ଗରେ ଟିଏମସି କର୍ମୀଙ୍କୁ ହତ୍ୟା

କୋଲକାତା,୨୪ ।୩: ପଶ୍ଚିମବଙ୍ଗର ବୀରଭୂମରେ ହିଂସା ଥମି ନ ଥିବା ବେଳେ ଏବେ ଆଉ ଜଣେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗର ନାଦିୟା ଜିଲାରେ ଏହି ଘଟଣା ଘଟିଥିବା କୁହାଯାଉଛି । ଘଟଣା...

ବୀରଭୂମ ଯିବେ ମମତା

କୋଲକାତା,୨୪ ।୩: ପଶ୍ଚିମବଙ୍ଗର ବୀରଭୂମ ଘଟଣାକୁ ନେଇ ଦିଲ୍ଲୀ ରାଜନୀତି ହୋଇଛି ସରଗରମ । ଏହି ଘଟଣାରେ ୮ ଜଣଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା ବେଳେ ଏବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଦିଲ୍ଲୀ ପହଞ୍ଚି ରୁଟି ସେକିବାକୁ...

ଯୋଗୀଙ୍କ ନୂତନ ଯୋଜନା…

ଲକ୍ଷ୍ନୌ,୨୪।୩ : ଦ୍ୱିତୀୟ ଇନିଂସ୍‌ରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଅର୍ଥନୀତି ପାଇଁ ଏକ ବଡ ଆହ୍ବାନ ହୋଇଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା...

ଯୋଗୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ବଡବଡ ଉଦ୍ଦ୍ୟୋଗପତି

ଲକ୍ଷ୍ନୌ,୨୪ ।୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଲାଗି ଯୋଗୀ ଆଦିତ୍ୟନାଥ ୨୫ ମାର୍ଚ୍ଚରେ ଶପଥ ଗ୍ରହଣ କରିବେ । ଏବେ ଏହି ଶପଥ ଗ୍ରହଣ ଉତ୍ସବ ଉପରେ ସମସ୍ତଙ୍କ ନଜର । ଦେଶର ସବୁଠାରୁ ବଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri