ଜାତୀୟ

ବିଧାୟକଙ୍କ ପେନ୍‌ସନ୍‌କୁ ନେଇ ମାନ୍‌ଙ୍କ ବଡ଼ ନିଷ୍ପତ୍ତି

ଚଣ୍ଡିଗଡ଼,୨୫।୩: ଶାସନ ଭାର ସମ୍ଭାଳିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ଇତିମଧ୍ୟରେ ଶୁକ୍ରବାର ବିଧାୟକଙ୍କୁ ନେଇ ସେ ଏକ ବଡ଼ ଘୋଷଣା କରିଛନ୍ତି। ମାନ୍‌ ବିଧାୟକଙ୍କ ପେନ୍‌ସନ୍‌ କ୍ଷେତ୍ରରେ ଏକ ପରିବର୍ତ୍ତନ...

୨୦୨୪ ଲୋକ ସଭା ନିର୍ବାଚନ ପ୍ରଚାର ମୋଡର ଆରମ୍ଭ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହ

ଲକ୍ଷ୍ନୌ,୨୫ ।୩: ମାର୍ଚ୍ଚ ୧୦ରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜଣାପଡିବା ପରେ ୪ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଜୟ ଲାଭ କରିଥିଲା । ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ଭାଜପାର ଐତିହାସିକ ବିଜୟ...

ରାଜ୍ୟ ସଭାରେ ହଠାତ୍‌ ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୩: ପାର୍ଲାମେଣ୍ଟର ଉଭୟ ଗୃହରେ ଆଜି ଉତ୍ତେଜନାପୂର୍ଣ୍ଣ ଥିଲା। ଶୁକ୍ରବାର ଭାଜପା ସମେତ ଅଧିକାଂଶ ଦଳ ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ଟିଏମସିକୁ ଜବାବ ମାଗିଥିଲେ। ଭାଜପା ଏମ୍‌ପି ରୂପା ଗାଙ୍ଗୁଲି ମଧ୍ୟ...

ସ୍କୁଲ ପରିସରରେ ନାବାଳିକାଙ୍କୁ ବଳାତ୍କାର

ପୁଣେ,୨୫।୩: ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଏକ ବେସରକାରୀ ସ୍କୁଲ ପରିସରରେ ବଳାତ୍କାର କରିଛନ୍ତି। ମହାରାଷ୍ଟ୍ରର ପୁଣେରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ଅପରାହ୍ନରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। “ଜଣେ ଅଜ୍ଞାତ...

ଗୋରଖନାଥ ମନ୍ଦିରରେ ଚଢ଼ାଗଲା ୧୧କୁଇଣ୍ଟାଲ ଲଡୁ

ଲକ୍ଷ୍ନୌ,୨୫।୩: ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣି ଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୟୁପିରେ ଦୀର୍ଘ ୩୫ବର୍ଷ ପରେ କୌଣସି ଏକ ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଯୋଗୀ...

କେଜ୍‌ରିଓ୍ବାଲ୍‌ଙ୍କୁ ଅର୍ବାନ୍‌ ନକ୍ସଲ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୩: ଭାଜପା ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅର୍ବାନ୍‌ ନକ୍ସଲ ବୋଲି କହିଛନ୍ତି। କେଜ୍‌ରିୱାଲ ଫିଲ୍କ କଶ୍ମୀର ଫାଇଲ୍ସ ସମ୍ପର୍କରେ ଗୁରୁବାର ଦେଇଥିବା ମନ୍ତବ୍ୟ ପରେ ଅମିତ ମାଲଭିଆ...

‘ପରୀକ୍ଷା ଏବଂ ହିଜାବ ମଧ୍ୟରେ କୌଣସି ଲିଙ୍କ୍‌ ନାହିଁ’

ନୂଆଦିଲ୍ଲୀ,୨୫।୩: “ପରୀକ୍ଷା ସହିତ ହିଜାବର କୌଣସି ଲିଙ୍କ୍‌ ନାହିଁ। ହିଜାବ ପ୍ରସଙ୍ଗକୁ ଅଧିକ ସମ୍ବେଦନଶୀଳ କର ନାହିଁ” ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌ ଭି ରମଣା କହିଛନ୍ତି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ଶୁଣାଣି...

ଯୋଗୀ କ୍ୟାବିନେଟର ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମ୍‌ରେ ଶୁକ୍ରବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ୪୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ। ତେବେ ଯୋଗୀ ସରକାରଙ୍କ ସହ ଶପଥ ନେବାକୁ ଥିବା ୫୧ଜଣ...

ଯୋଗୀଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ, ୪୭ମନ୍ତ୍ରୀ ନେବେ ଶପଥ: ୭୦ନେତାଙ୍କ କରାଗଲା ଆରଟିପିସିଆର ଟେଷ୍ଟ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଶୁକ୍ରବାର ଅପରାହ୍ନ ୪ଟାରେ ଇକାନା ଷ୍ଟାଡିୟମ୍‌ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯୋଗୀଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ ଓ ୪୭ମନ୍ତ୍ରୀ ଶପଥ ନେବେ। ଏଥିସହ ଯୋଗୀଙ୍କ ନୂଆ କ୍ୟାବିନେଟରେ...

ବୀରଭୂମ ହିଂସା ଘଟଣାର ଯାଞ୍ଚ୍‌ କରିବ ସିବିଆଇ

କୋଲକତା,୨୫।୩:ବୀରଭୂମ ହିଂସା ଘଟଣାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଛି। କଲିକତା ହାଇକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜ୍ୟ ସରକାର ଏଥିରେ ପଶ୍ଚିମବଙ୍ଗ ପୋଲିସ ଏହାର ଅନୁସନ୍ଧାନ...

ଏନକାଉଣ୍ଟରରେ ଗଡିଲା ଲକ୍ଷେ ଟଙ୍କିଆ ମୁଣ୍ଡ

ଲକ୍ଷ୍ନୌ,୨୫।୩: ଆଜି ଦ୍ୱିତୀୟଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ଶୁକ୍ରବାର ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ଲକ୍ଷ୍ନୌରେ ଫାୟାରିଂ ହୋଇଛି। ପୋଲିସ ଏନକାଉଣ୍ଟରରେ ଅପରାଧୀ ରାହୁଲ ସିଂ...

‘ୟୁଟ୍ୟୁବରେ ଅପଲୋଡ୍‌ କରିଦିଅ’

ନୂଆଦିଲ୍ଲୀ,୨୫।୩: ‘ଦ କଶ୍ମୀର ଫାଇଲ୍ସ’କୁ ବିଭିନ୍ନ ରାଜ୍ୟରେ ଟିକସ୍‌ ଛାଡ଼ କରାଯିବା ପରେ ଜାତୀୟ ରାଜଧାନୀରେ ସମାନ ଦାବି ରଖିଥିଲେ ବିରୋଧୀ ଭାଜପା। ବିଧାନସଭାରେ ଏହାର ଉତ୍ତର ରଖି ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ୍‌ କରିଦେବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri