Posted inଜାତୀୟ

୧୫୦ ଦିନିଆ ଭାରତ ଯୋଡ଼ ପଦଯାତ୍ରାରେ ୧୧୯ ଭାରତ ଯାତ୍ରୀ…

ନୂଆଦିଲ୍ଲୀ, ୮।୯ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ବହୁ ବରିଷ୍ଠ ନେତା ଗୁରୁବାର ସକାଳେ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି। ଦଳ ଏହି ଯାତ୍ରାକୁ ଏକ ଜନସମ୍ପର୍କ ଅଭିଯାନ ଭାବରେ ବର୍ଣ୍ଣନା କରୁଛି ଏବଂ ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରୁଛି।

ରାହୁଲ ଗାନ୍ଧୀ ଅନ୍ୟ ୧୧୮ ଜଣ ଭାରତ ଯାତ୍ରୀ ଏବଂ ବହୁ ବରିଷ୍ଠ ନେତା ତଥା କାର୍ଯ୍ୟକର୍ତ୍ତାଙ୍କ ସହ ବିବେକାନନ୍ଦ ପଲିଟେକନିକରୁ ଯାତ୍ରା ଆରମ୍ଭ କରିଛନ୍ତି। ୧୧୯ ଜଣ ଭାରତ ଯାତ୍ରୀ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ସମୁଦାୟ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ କରିବେ ।

ପଦଯାତ୍ରା ସେପ୍ଟେମ୍ବର ୧୧ ରେ କେରଳରେ ପହଞ୍ଚି ୩୦ ସେପ୍ଟେମ୍ବରରେ କର୍ନାଟକରେ ପହଞ୍ଚିବ ଏବଂ ତା’ପରେ ଉତ୍ତର ଦିଗକୁ ଅନ୍ୟ ରାଜ୍ୟକୁ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ: ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦିଲ୍ଲୀ କପାଶେରାର ‘ଠେକେ ଓ୍ବାଲି ଗଲି’ ସ୍ଥିତ ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ସ୍ଥାନରୁ...

ହିନ୍ଦୀକୁ ଶାହଙ୍କ ଗୁରୁତ୍ୱ ପ୍ରସଙ୍ଗ: ୟେଦୁରାପ୍ପା, କମଲ ହାସନ୍‌ଙ୍କ ବିରୋଧ

ନୂଆଦିଲ୍ଲୀ, ୧୭ା୯ (ପି.ଟି.): ହିନ୍ଦୀକୁ ଗୁରୁତ୍ୱ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା କଥା କହିଥିବାବେଳେ ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ତୀବ୍ର...

ମୋଦିଙ୍କୁ ସୋନିଆଙ୍କ ପ୍ରଶ୍ନ: ଚାଇନା ସୀମାରେ କେମିତି ଶହୀଦ ହେଲେ ୨୦ ଯବାନ

ନୂଆଦିଲ୍ଲୀ,୨୬।୬: ଭାରତ-ଚାଇନା ସୀମାର ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଲଗାତାର ବିରୋଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ ଶୁକ୍ରବାର କଂଗ୍ରେସର ଅସ୍ଥାୟୀ...

ପିଆଜ ମାଳ ପିନ୍ଧି ପ୍ରଚାର କଲେ ତେଜସ୍ବୀ

ପାଟନା, ୨୬।୧୦: ଦେଶରେ ପିଆଜ କିଲୋ ଆସି ୧୦୦ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଛି। ଆର୍‌ଜେଡ଼ି ପକ୍ଷରୁ...

ସିଙ୍ଗାପୁର ଯାଇ ପାରିବେ ନାହିଁ କେଜରିୱାଲ

ନୂଆଦିଲ୍ଲୀ,୨୯ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସିଙ୍ଗାପୁର ଗସ୍ତ କରି ପାରିବେ ନାହିଁ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି କେନ୍ଦ୍ର...

ବର୍ଦ୍ଧିତ ପିଆଜ ଦରକୁ ନେଇ ବୈଠକ ଡକାଇଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୧୧।୧୨: ଲଗାତାର ଭାବେ ପିଆଜ ଦର ହ୍ରାସ ହେଉ ନ ଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବିଭିନ୍ନ ସହରରେ ପିଆଜ...

ପାଗ ଖରାପ ଯୋଗୁ ହୋଇଛି ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ,୧୪ ।୧: ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଖରାପ ପାଗ ଯୋଗୁ ହୋଇଛି । ଏହି ଘଟଣାକୁ ନେଇ ‘ଟ୍ରାଇ ସର୍ଭିସେସ କୋର୍ଟ ଅଫ୍...

ରାଜଧାନୀର ରୋହିଣୀ ଜେଲରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଥିବା ରୋହିଣୀ ଜେଲର ଜଣେ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।...

Advertisement
Archives

Model This Week