ଜାତୀୟ

ବିଏସ୍‌ପିର ସବୁ ୟୁନିଟ୍‌ ଭାଙ୍ଗିଲେ ମାୟାବତୀ

ଲକ୍ଷ୍ନୌ,୨୮।୩(ଆଇଏଏନ୍‌ଏସ୍‌): ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀ ରବିବାର ତାଙ୍କ ଦଳର ରାଜ୍ୟ ସଭାପତି, ବିଧାନସଭା ବାଚସ୍ପତି ଏବଂ ଜିଲା ସଭାପତି ପଦକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ୟୁନିଟ୍‌କୁ ଭଙ୍ଗ କରିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସ୍‌ପିର...

ବ୍ରେକ ପରେ ପୁଣି ବଢୁଛି ସମ୍ପର୍କ

ନୂଆଦିଲ୍ଲୀ,୨୮ ।୩: ନିର୍ବାଚନ ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କିଶୋର ପୁଣିଥରେ କଂଗ୍ରେସ ସହ ଯୋଗାଯୋଗରେ ଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋର ଇତିମଧ୍ୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସମ୍ପର୍କରେ ଅଛନ୍ତି...

ଆଉ ମୋବାଇଲରେ ଶୁଣିବାକୁ ମିଳିବନି କରୋନା କଲର ଟ୍ୟୁନ!

ନୂଆଦିଲ୍ଲୀ,୨୮ ।୩: କରୋନା ମହାମାରୀ ଆରମ୍ଭରୁ ଟେଲିକମ ପ୍ରଦାନକାରୀ ସଂସ୍ଥା ଦ୍ୱାରା କୋଭିଡ-୧୯ ବିଷୟରେ ସଚେନତା ସୃଷ୍ଟି କରିବାକୁ କଲ୍ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଘୋଷଣା ଶୀଘ୍ର ଇତିହାସ ହେବାକୁ ଯାଉଛି । କରୋନା ମହାମାରୀ ସମ୍ପର୍କରେ ସଚେତନତା ସୃଷ୍ଟି...

ପ୍ରମୋଦ ସାଓ୍ବନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୋଦି

ପଣଜୀ,୨୭।୩: ଭାଜପା ନେତା ପ୍ରମୋଦ ସାଓ୍ବନ୍ତ ସୋମବାର ଦ୍ୱିତୀୟ ଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପାର ଶୀର୍ଷ ନେତୃବୃନ୍ଦ ଯୋଗଦେବେ। ପୂର୍ବାହ୍ନ ୧୧ଟାରେ ଡ....

ରାଷ୍ଟ୍ରପତି ପଦ ଗ୍ରହଣ କରିବି ନାହିଁ

ଲକ୍ଷ୍ନୌ,୨୭।୩: ଉତ୍ତରପ୍ରଦେଶରେ ଭାଜପାକୁ ଜିତାଇଦେଲେ ମାୟାବତୀଙ୍କୁ ରାଷ୍ଟ୍ରପତି କରାଯିବ ବୋଲି ଭାଜପା ପକ୍ଷରୁ ମିଥ୍ୟା ପ୍ରଚାର କରାଯାଇଛି। ଏପରି କି ବିଏସ୍‌ପି ସମର୍ଥକମାନଙ୍କୁ ବିଭ୍ରାନ୍ତ କରାଯାଇଛି ବୋଲି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ କହିଛନ୍ତି। କୌଣସି ଦଳଠାରୁ ସେ କଦାପି ଏଭଳି...

ରାକେଶ ଟିକାଏତଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୭।୩: କୃଷକ ନେତା ରାକେଶ ଟିକାଏତଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ଏକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରବିବାର ସକାଳ ପ୍ରାୟ ୧୧ଟା ସମୟରେ ରାକେଶଙ୍କ ମୋବାଇଲକୁ ଏକ କଲ ଆସିଥିଲା।...

କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନାମରେ ନାବାଳିକା ବଳାତ୍କାର ମାମଲା

ଜୟପୁର,୨୭।୩: କଂଗ୍ରେସ ବିଧାୟକଙ୍କ ପୁଅଙ୍କ ସମେତ ୫ ଜଣ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ରାଜସ୍ଥାନର ଦାଉସା ଜିଲାରେ ଏଭଳି ଘଟଣା ଘଟିଥିବା ପୋଲିସ ଅଧିକାରୀ କହିଛନ୍ତି। ପୋଲିସ ମୁଖ୍ୟ ଅଭିଯୁକ୍ତ ଦୀପକ ମୀନାଙ୍କୁ ଚିହ୍ନଟ କରିଛି। ସେ...

ଷ୍ଟେଜ୍‌ ଉପରେ ଚଢ଼ି ବିହାର ମୁଖ୍ୟମନ୍ତ୍ରୀଙ୍କୁ ମାଡ଼

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘରୋଇ ସହର ଭକ୍ତିୟାରପୁରରେ ଜଣେ ଯୁବକ ଆକ୍ରମଣ କରିଛନ୍ତି। ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ଆକ୍ରମଣକାରୀଙ୍କୁ ଗିରଫ କରାଯିବା ସହ ବର୍ତ୍ତମାନ ପୋଲିସ ହେପାଜତରେ ରଖାଯାଇଛି। ସ୍ଥାନୀୟ ହସ୍ପିଟାଲ କମ୍ପ୍ଲେକ୍ସରେ ଥିବା...

ପୋଲିସ ଅଧିକାରୀଙ୍କ ସମେତ ଦୁଇ ଭାଇଙ୍କୁ ହତ୍ୟା କଲେ

ଜମ୍ମୁ,୨୭।୩: ଜମ୍ମୁ-କଶ୍ମୀର ବୁଦଗାମ ଅଞ୍ଚଳରେ ଜଣେ ପୋଲିସ ଅଧିକାରୀଙ୍କ ପରିବାର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ପୋଲିସ ଅଧିକାରୀ ଏବଂ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଛି। ଚଳିତ ମାସରେ ବୁଦଗାମ ଜିଲାରେ ଆତଙ୍କବାଦୀମାନେ ତୃତୀୟ ଥର ପାଇଁ ଟାର୍ଗେଟ...

‘ମୁଁ କାହାକୁ ଡରେ ନାହିଁ’

ଭୋପାଳ,୨୭।୩: ପ୍ରାୟ ଏକ ଦଶନ୍ଧି ପୁରୁଣା ମାମଲାରେ ଇନ୍ଦୋରର ଏକ ସ୍ବତନ୍ତ୍ର ଅଦାଲତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦିଗ୍‌ବିଜୟ ତାଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ...

ଜୁନ୍‌ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ

ଶ୍ରୀନଗର,୨୭।୩: ଚଳିତବର୍ଷ ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେବ ଏବଂ ପରମ୍ପରା ଅନୁଯାୟୀ ରାଖି ପୁର୍ଣ୍ଣିମା ଦିନ ଶେଷ ହେବ। ଏଥର ବର୍ଷ ଭକ୍ତମାନେ ପ୍ରାୟ ୪୩ ଦିନ ବାବା ବର୍ଫାନୀଙ୍କୁ ଦେଖିପାରିବେ। ଗତ ୨ ର୍ବେ ହେବ...

ନାବାଳିକା ପୀଡ଼ିତା ସ୍ତ୍ରୀ ଭାବେ ଅଭିଯୁକ୍ତଙ୍କ ସହିତ ବାସ କରି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, ପୋକ୍ସୋ ମାମଲାକୁ ଖାରଜ କଲେ କୋର୍ଟ …

ଶିଲଂ, ୨୭।୩ : ନିକଟରେ ମେଘାଳୟ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ଯୌନ ନିର୍ଯାତନା ଆଇନ ୨୦୧୨ ଶିଶୁଙ୍କ ସୁରକ୍ଷା ଏବଂ ଅପରାଧିକ ପ୍ରକ୍ରିୟା(ପୋକ୍ସୋ) ମାମଲାକୁ ଖାରଜ କରିଛନ୍ତି। କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri