ଟ୍ରାଫିକ୍‌ ଜାମ୍‌ରେ ଫସିଯାଇଥିଲେ ଡାକ୍ତର, ରୋଗୀଙ୍କ ଜୀବନ ବଞ୍ଚାଇବାକୁ ୩ କିମି ଦୌଡିଲେ

ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁର ଜଣେ ଡାକ୍ତର ସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଟ୍ରାଫିକ ଜାମ୍‌ରେ ଅଟକି ଯାଇଥିବା ଏହି ଡାକ୍ତର ଜଣଙ୍କ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତିନି କିଲୋମିଟର ଦୌଡ଼ିଥିଲେ ଏବଂ ଡାକ୍ତରଖାନାରେ ଠିକ ସମୟରେ ପହଞ୍ଚି ରୋଗୀର ସଫଳ ଅସ୍ତ୍ରୋପଚାର କରିଥିଲେ।
ଏହି ଘଟଣା ଅଗଷ୍ଟ ୩୦ରେ ଘଟିଥିବା କୁହାଯାଉଛି। ଡା.ଗୋବିନ୍ଦ ନନ୍ଦକୁମାର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଜଣେ ସର୍ଜନ। ସେ ଘଟଣା ଦିନ ଜଣେ ରୋଗୀଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ସରଜାପୁରସ୍ଥିତ ମଣିପାଲ ହସ୍ପିଟାଲକୁ ଯାଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ କାର ଟ୍ରାଫିକ ଜାମରେ ଅଟକି ଯାଇଥିଲା। ଏହା ପରେ ଉପାୟ ଖୋଜିବା ଆରମ୍ଭ କରିଥିଲେ।
ଜାମରେ ଫସି ରହିବା ପରେ ସେ ଗୁଗୁଲ ମ୍ୟାପ୍‌ରେ ଯାଞ୍ଚ କରିଥିଲେ। ପରେ କାର ଛାଡି ଡାକ୍ତରଖାନା ଆଡକୁ ଦୌଡିଥିଲେ। ସଠିକ ସମୟରେ ପହଞ୍ଚି ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରିଥିଲେ। ସେ ନିଜକୁ ଫିଟ ରଖୁଥିବାରୁ ଏତେ ବାଟ ଦୌଡିବାକୁ ସକ୍ଷମ ହୋଇଥିଲେ। ଫିଟ୍‌ ରହିବା ପାଇଁ ପ୍ରତିଦିନ ଜିମ୍‌ କରୁଥିବା ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମୁହାଁ ଛୁଆ ଶାର୍କ ଉଦ୍ଧାର: ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ, ୧୭।୧୦: ପ୍ରକୃତିରେ କିଛି ଏମିତି ଅନେକ ଜିନିଷ ରହିଛି, ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଯେତେବେଳେ ଆମେ ଏହାକୁ ଦେଖିଥାଉ...

ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବ ବୋଲି ଶୁକ୍ରବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାୟ...

ଅବସର ନେବେ ୯ ରାଜ୍ୟପାଳ

ନୂଆଦିଲ୍ଲୀ,୧୪ା୬: ଆଗାମୀ ୩ ମାସ ମଧ୍ୟରେ ପଶ୍ଚିମବଙ୍ଗ, କର୍ନାଟକ ଓ ଉତ୍ତରପ୍ରଦେଶ ସମେତ ୯ ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିସହ କେନ୍ଦ୍ର ସରକାର...

ମହାତ୍ମା ଗାନ୍ଧୀ, ଲାଲବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨।୧୦: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୧ତମ ଜନ୍ମଦିବସ। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶୁକ୍ରବାର ସକାଳୁ ପ୍ରଧାନମନ୍ତ୍ରୀ...

ଡେରାଡୁନ୍‌ରେ ଆର୍‌ଏସ୍‌ଏସ୍‌ ଖୋଲିବ ଆଧୁନିକ ମଦ୍ରାସା

ଡେରାଡୁନ୍‌,୨୨।୫: ଆର୍‌ଏସ୍‌ଏସ୍‌ ପକ୍ଷରୁ ଡେରାଡୁନ୍‌ରେ ଆଧୁନିକ ମଦ୍ରାସା ଖୋଲିବା ଯୋଜନା କରାଯାଇଛି। ଆର୍‌ଏସ୍‌ଏସ୍‌ର ମୁସଲମାନ୍‌ ମଞ୍ଚ ଶାଖା ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି। ମଦ୍ରାସା...

ଗୁରୁବାର ଫେରିବେ ସିନ୍ଧେ ଗୋଷ୍ଠୀ

ମୁମ୍ବାଇ, ୨୯ା୬: ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ଜବାବ ଦେବାକୁ ସୁପ୍ରିମକୋର୍ଟ ସୁଯୋଗ ଦେବା ପରେ...

ସ୍ବାମୀଙ୍କ ସହମତି ବିନା ବାରମ୍ବାର ବାପ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ଛାଡ଼ପତ୍ର-କ୍ରୁରତା ଶ୍ରେଣୀଭୁକ୍ତ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୩।୬ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହମତି ବିନା ବାରମ୍ବାର ନିଜ ବାପଙ୍କ ଘରକୁ ଯାଉଥିବା...

ଫୁଲରେ କଙ୍କିକୁ ଦେଖି ଏମିତି ଡେଇଁଲା ବେଙ୍ଗ , ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week