‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବରଦସ୍ତି କୋଳାଗ୍ରତ କରନ୍ତି ରାହୁଲ’
ନୂଆଦିଲ୍ଲୀ,୧୦।୪: କଂଗ୍ରେସ ଓ ବିଏସପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଥମିବାର ନାଁ ନେଉ ନାହିଁ। ଇଡି ଏବଂ ସିବିଆଇ ଭୟରେ ମାୟାବତୀ ନିର୍ବାଚନ ଲଢିବାକୁ ଭୟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନ୍ତ୍ୟବ୍ୟ ଦେବା ପରେ ଏହାର ଜବାବ ଦେଇଛନ୍ତି...
ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ନଡ୍ଡା
ଶିମ୍ଲା,୧୦।୪:ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିବର୍ତ୍ତନ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି। ରବିବାର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଜୟ...
ଆରମ୍ଭ ହେଲା କରୋନାର ଚତୁର୍ଥ ଲହର!
ନୂଆଦିଲ୍ଲୀ,୧୦ ।୪: କରୋନା ସଂକ୍ରମଣ ପୁଣିଥରେ ଦେଶରେ ମୁଣ୍ଡ ଟେକିଲାଣି । ଦେଶର କିଛି ରାଜ୍ୟରେ ସଂକ୍ରମିତଙ୍କ ସଖ୍ୟା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ...
କନ୍ୟାଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ
ଗୋରଖପୁର,୧୦।୪: ଉତ୍ତର ପ୍ରଦେଶର ଗୋରେଖନାଥ ମନ୍ଦିରରେ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରୀ ଏବଂ ଶ୍ରୀ ରାମନବମୀ ଅବସରରେ ୯ ଜଣ କନ୍ୟାଙ୍କ ପାଦ ଧୋଇଥିଲେ। ସେ ପିଠାଧିଶ୍ୱରରେ କନ୍ୟାଙ୍କ କପାଳରେ ତିଲକ ଲଗାଇବା ସହ ସେମାନଙ୍କ ପୂଜା...
ଶିବସେନା ଭବନ ବାହାରେ ହନୁମାନ ଚାଳିଶା ବଜାଇଲା ମହାରାଷ୍ଟ୍ର ନବ ନିର୍ମାଣ ସେନା
ମୁମ୍ବାଇ,୧୦ ।୪: ମହାରାଷ୍ଟ୍ରରେ ଅଜାନ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି । ରାଜନୀତିରେ ଉଚିତ ସ୍ଥ।।ନ ପାଇବାକୁ ବ୍ୟାକୁଳ ହେଉଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନା ମସଜିଦର ଅଜାନ ଶବ୍ଦକୁ ନେଇ ବିରୋଧ ପ୍ରଦର୍ଶନ କରିଛି । ମହାରାଷ୍ଟ୍ର...
ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…
ଶ୍ରୀନଗର, ୧୦।୪ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ସଫଳତା ମିଳିଛି। ଶ୍ରୀନଗରରେ ରବିବାର ୨ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କର ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ଦୁଇ ଆତଙ୍କବାଦୀ ଏପ୍ରିଲ୍ ୪ରେ ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ...
ୟୁଜିସି ଆକାଉଣ୍ଟ୍ ହ୍ୟାକ୍, ୨ ଦିନରେ ୩ ସରକାରୀ ଆକାଉଣ୍ଟ୍ …
ନୂଆଦିଲ୍ଲୀ, ୧୦।୪ : ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କର ଅଫିସିଆଲ୍ ଟୁଇଟର ଆକାଉଣ୍ଟ୍ ରବିବାର ହ୍ୟାକ୍ କରାଯାଇଛି। ଗତ ୨ ଦିନ ମଧ୍ୟରେ ଏହାକୁ ମିଶାଇ ୩ ସରକାରୀ ଆକାଉଣ୍ଟ୍ ହ୍ୟାକର ମାନେ ହ୍ୟାକିଂ କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ...
ବୁଷ୍ଟର ଡୋଜ୍ ଆରମ୍ଭ…
ନୂଆଦିଲ୍ଲୀ, ୧୦।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ ଭାବେ ବୁଷ୍ଟର ଡୋଜ୍ ପ୍ରଦାନ ରବିବାରଠାରୁ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ...
ବଳାତ୍କାର ହତ୍ୟାଠାରୁ ଜଘନ୍ୟ ଅପରାଧ, ପୋକ୍ସୋ କୋର୍ଟଙ୍କ ରାୟ…
ମୁମ୍ବାଇ, ୧୦।୪ : ମୁମ୍ବାଇରେ ଜଣେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋକ୍ସୋ କୋର୍ଟ ଦୋଷୀଙ୍କୁ ଦଶ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ବାଳିକା ଜଣଙ୍କ ମାନସିକ ସ୍ତରରେ ଅସୁସ୍ଥ ଥିଲେ। ଅଭିଯୁକ୍ତ ଅନ୍ୟ...
ଚାର୍ ଧାମ୍ ଯାତ୍ରାରେ ୫୫୦୦ ଯବାନଙ୍କ ହାତରେ ସୁରକ୍ଷା…
ଡେରାଡୁନ୍, ୧୦।୪ : ମେ ମାସରୁ ଚାର୍ ଧାମ୍ ଯାତ୍ରା ପାଇଁ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିିଥର ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ଚାର୍ ଧାମ୍ ଯାତ୍ରାରେ ପହଞ୍ଚିବାର ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଉତ୍ତରାଖଣ୍ଡର...
ଧରା ପଡ଼ିଲେ ୬ ବାଂଲାଦେଶୀ ଅନୁପ୍ରବେଶକାରୀ…
ନୂଆଦିଲ୍ଲୀ, ୧୦।୪ : ସୀମା ସୁରକ୍ଷା ବଳ (ବିଏସଏଫ) ହାତରେ ୬ ଜଣ ବାଂଲାଦେଶୀ ନାଗରିକ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ଶିଶୁ...
୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୧୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୧ ହଜାର ୫୪ ରେ ପହଞ୍ଚିଛି। ସେହିପରି...
Archives


