ଜାତୀୟ

ବିହାରର ୨ ଜିଲାରେ ଜନସଂଖ୍ୟା ବୃଦ୍ଧି ପୃଥିବୀରେ ସର୍ବାଧିକ, ଭାଜପା ନେତାଙ୍କ ମନ୍ତବ୍ୟ ନେଇ ରାଜନୈତିକ ବିବାଦ…

ପାଟନା,୧୦।୯ : ବିହାରର ଦୁଇଟି ଜିଲାରେ ଜନସଂଖ୍ୟା ବୃଦ୍ଧି ହାରକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବାରୁ ଭାଜପା ରାଜ୍ୟ ମୁଖ୍ୟ ସଞ୍ଜୟ ଜୟସ୍ବାଲଙ୍କୁ ଉପରେ ଜେଡିୟୁ ଘେରିବା ଆରମ୍ଭ କରିଛି। ଏନେଇ ନେଇ ରାଜନୈତିକ ବିବାଦ ଉପୁଜିଛି। ଜେଡିୟୁ କହିଛି…

ଯେଉଁଠିବି ସରକାର ଗଠନ କରିବ ଏଏପି ଠିକା କର୍ମଚାରୀଙ୍କୁ କରାଯିବ ସ୍ଥାୟୀ

ନୂଆଦିଲ୍ଲୀ,୧୦ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କ ପ୍ରଶଂସା କରି କହିଛନ୍ତି, ଯେଉଁଠି ଗୋଟିଏ ପଟେ ସାରା ଦେଶରେ ଅନ୍ୟ ସରକାର ସରକାରୀ ଚାକିରି ଦେଇ ପାରୁ ନାହାନ୍ତି ଫଳରେ ଠିକା କର୍ମଚାରୀଙ୍କୁ ଭର୍ତ୍ତି…

ସକ୍ରିୟ ମାମଲା ୫୦ ହଜାର ତଳେ…

ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୦ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ ସତର୍କ…

ନୀତୀଶଙ୍କ ସମର୍ଥନରେ ପୋଷ୍ଟର ଜାରି କଲା ସମାଜବାଦୀ ପାର୍ଟି

ପାଟନା, ୧୦ ।୯: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧୀଙ୍କୁ ଏକଜୁଟ କରିବାର ଅଭିଯାନ ତା’ର ଲକ୍ଷ୍ୟରେ ପହଞ୍ଚିବା ନଜର ଆସୁଛି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଶନିବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏହା ଉପରେ ମୋହର…

କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୦ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ କନକ୍ଲେଭର ଆୟୋଜନ ସାଇନ୍ସ ସିଟି ଅହମଦାବାଦରେ କରାଯାଇଛି । ଏଥିରେ ଏସଟିଆଇ ଭିଜନ ୨୦୪୭ ସହିତ…

ଗଣେଶ ଭସାଣି ବେଳେ ଚାଲିଗଲା ୬ ଜୀବନ

ଚଣ୍ଡିଗଡ଼,୧୦।୯: ହରିୟାଣାର ମହେନ୍ଦ୍ରଗଡ଼ ଓ ସୋନିପତ୍‌ ଜିଲାରେ ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି। ମହେନ୍ଦ୍ରଗଡ଼ର ଏକ କେନାଲରେ ୭ ଫୁଟ୍‌ ଉଚ୍ଚର ମୂର୍ତ୍ତି ବିସର୍ଜନ ବେଳେ ପ୍ରବଳ ସ୍ରୋତରେ ୯ ଜଣ…

ସିଦ୍ଦିକି କାପ୍ପାନଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୯: ଉତ୍ତରପ୍ରଦେଶରେ ପ୍ରାୟ ୨ ବର୍ଷ ହେଲା ଜେଲ୍‌ରେ ଥିବା କେରଳ ସାମ୍ବାଦିକ ସିଦ୍ଦିକି କାପ୍ପାନଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଅଭିବ୍ୟକ୍ତି ସ୍ବାଧୀନତା ପ୍ରତ୍ୟେକଙ୍କର ରହିଥିବା ସର୍ବୋଚ୍ଚ ଅଦାଲତ ଏହି ଅବସରରେ କହିଛନ୍ତି। ଉତ୍ତରପ୍ରଦେଶର ହାଥରାସରେ ଜଣେ ୧୯…

୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୯: ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା (ଟିବି) ମୂଳୋତ୍ପାଟନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଯକ୍ଷ୍ମା ନିରୋଧୀ ଅଭିଯାନର ଶୁଭାରମ୍ଭ କରିବା ସହ ଲକ୍ଷ୍ୟ ହାସଲ ଲାଗି ସମସ୍ତେ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି।…

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୦ ।୯: କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଟଣାଭିଡା ଜାରି ରହିଛି । ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ ଅଧ୍ୟକ୍ଷ ପଦ ପାଇଁ ମନା କରି ଦେଇଥିଲେ ତା’ପରେ ଆରମ୍ଭ ହୋଇଯାଇଛି ପ୍ରଶ୍ନ । ଏହି ପଦକୁ…

ଜନପଥରେ ରାହୁଲ, ବିପକ୍ଷ ପଥରେ ନୀତୀଶ ଏହି ଯୁଗଳବନ୍ଦୀ ସାମ୍ନାରେ କର୍ତ୍ତବ୍ୟ ପଥରେ ମୋଦି

ନୂଆଦିଲ୍ଲୀ,୧୦ ।୯: ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାକୁ ନେଇ ଜନପଥରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିପକ୍ଷ ପଥକୁ ନେଇ ଚାଲିବା ଆରମ୍ଭ କରି ସାରିଛନ୍ତି । ନୀତୀଶ କୁମାର ସମେତ ବିରୋଧୀ ଦଳ ନେତାଙ୍କ ଠାରୁ ସବୁଜ…

୧୨ରେ ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର

ନୂଆଦିଲ୍ଲୀ,୧୦।୯: ପୂର୍ବ ଲଦାଖର ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ ଅଞ୍ଚଳ (ପିପି-୧୫)ରୁ ଭାରତ ଓ ଚାଇନା ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ୧୨ ତାରିଖ ସୁଦ୍ଧା ସେନା ପ୍ରତ୍ୟାହାର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି, ଉଭୟ ପକ୍ଷ ଦ୍ୱାରା ଉକ୍ତ ଅଞ୍ଚଳରେ ନିର୍ମାଣ…

ୟୁକୁବ ମେମନଙ୍କ ସମ୍ପର୍କୀୟଙ୍କ ସହ ମୁମ୍ବାଇ ମେୟର କିଶୋରି ପେଡନେକରଙ୍କ ଫଟୋ ଭାଇରାଲ

ମୁମ୍ବାଇ,୧୦ ।୯: ୧୯୧୯୩ରେ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ମେମନଙ୍କ କବରର ସୌନ୍ଦର୍ଯ୍ୟକରଣକୁ ନେଇ ମହାରାଷ୍ଟ୍ର ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ସୃଷ୍ଟି କରିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଲଗାତାର ଦାବି କରି ଆସୁଛି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri