ଦିଲ୍ଲୀରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନ୍ଡିଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ। ଦ୍ରୌପଦୀ ଗୁରୁବାର ସକାଳେ ଏମ୍ସିଏଲ…
ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ ୧୩ ରାଜ୍ୟର ୧୨ କୋଟିରୁ ଅଧିକ ଭୋଟରଙ୍କ ଉପରେ ଭାଜପାର ଲକ୍ଷ୍ୟ…
ନୂଆଦିଲ୍ଲୀ, ୨୩।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ପଛରେ ଦେଶର ୧୩ ଟି ରାଜ୍ୟର ୧୨ କୋଟିରୁ ଅଧିକ ଜନଜାତି ଭୋଟରଙ୍କୁ ହାତେଇବା ଉପରେ ଭାଜପାର ଲକ୍ଷ୍ୟ ରହିଛି। ୨୦୧୧ ଜନଗଣନା…
ବଢୁଥିବା ସଂକ୍ରମଣକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ,୨୩।୬: ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ରହୁଛି। ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଗୁରୁବାର ଉଚ୍ଚସ୍ତରୀୟ ବୈଠକ କରିବେ। ଅପରାହ୍ନରେ ଏକ ବିଶେଷଜ୍ଞ ଦଳ…
ମହାରାଷ୍ଟ୍ର ରାଜନୀତିରେ ଟିଏମ୍ସିର ଏଣ୍ଟ୍ରି, ରେଡିସନ ବ୍ଲୁ ହୋଟେଲ ବାହାରେ ଧାରଣା…
ଗୁଆହାଟୀ, ୨୩।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ଏଣ୍ଟ୍ରି କରିଛି। ମମତା ବାନାର୍ଜୀଙ୍କ ଟିଏମସି କର୍ମୀମାନେ ଶିବସେନା ବିଧାୟକମାନେ ଗୁଆହାଟୀରେ ରହିଥିବା ହୋଟେଲ ରେଡିସନ ବ୍ଲୁ ବାହାରେ ପ୍ରଦର୍ଶନ କରିଛନ୍ତି। ହୋଟେଲରେ ଏକନାଥ ସିନ୍ଦେ ୪୧ ଶିବସେନା ଏବଂ…
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ ଦେଲେ ମୁସଲମାନ ସରପଞ୍ଚ
ହାଇଦ୍ରାବାଦ୍,୨୩।୫: ତେଲେଙ୍ଗାନାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଖମ୍ମାମ ଜିଲାରେ ଜଣେ ମୁସଲମାନ ସରପଞ୍ଚ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ, ଏହି ମନ୍ଦିର ନିର୍ମାଣ ପାଇଁ ସେ ୨୫…
ନବୀନଙ୍କ ସହ କଥା ହେଲେ ନଡ୍ଡା
ଭୁବନେଶ୍ୱର,୨୩ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ସଭାପତି ଜେ.ପି ନଡ୍ଡା କଥା ହୋଇଥିବା ନବୀନ ଟୁଇଟ୍ କରି ସୂଚନା ଦେଇଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ନେଇ ନଡ୍ଡା ନବୀନଙ୍କ ସହ କଥା ହୋଇଛନ୍ତି। ନାମାଙ୍କନପତ୍ରରେ ପ୍ରସ୍ତାବକ ରହିବେ ବିଜେଡିର…
ଯଦି କିଙ୍ଗ୍ ହୁଅନ୍ତି କିଙ୍ଗ୍ ମେକର, ସଫଳ ହେବା କଷ୍ଟକର…
ମୁମ୍ବାଇ, ୨୩।୬ : ଭାରତୀୟ ରାଜନୀତିରେ କିଙ୍ଗ୍ ଏବଂ କିଙ୍ଗ୍ ମେକରଙ୍କର ଲମ୍ବା କାହାଣୀ ଅଛି। ଅନେକ ମହାନ ବ୍ୟକ୍ତିତ୍ୱ କିଙ୍ଗ୍ ମେକର ଥିଲେ, କିନ୍ତୁ କେବେ କିଙ୍ଗ୍ ହୋଇ ନଥିଲେ। ଯେଉଁମାନେ ଏଭଳି କିଙ୍ଗ୍ ହେବାକୁ ଉଦ୍ୟମ କରିଥିଲେ, ସେମାନେ…
ସ୍ଥିତି ଅଣାୟତ୍ତ ମୁହାଁ, ଦୈନିକ ସଂକ୍ରମଣ ୧୩ ହଜାର ଟପିଲା…
ନୂଆଦିଲ୍ଲୀ, ୨୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ସୀମାରୁ ଚୋରା ଅସ୍ତ୍ରଶସ୍ତ୍ର-ନିଶାଦ୍ରବ୍ୟ ଜବତ…
ବାଡମେର୍, ୨୩।୬ : ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡମେର ଜିଲାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ ପକ୍ଷରୁ ଏଭଳି ର଼୍ୟାକେଟର ସଦସ୍ୟଙ୍କୁ ଗିରଫ କରିବା ଲାଗି ଏବେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ…
କମଲନାଥଙ୍କୁ ଶିବରାଜଙ୍କ ଟାର୍ଗେଟ: ଯିଏ ନିଜ ଗାଦି ବଞ୍ଚାଇ ପାରିଲେନି ସେ ମହାରାଷ୍ଟ୍ର ସରକାରକୁ ବଞ୍ଚାଇବେ
ଭୋପାଳ,୨୩ ।୬: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଜ୍ଜୟିନୀରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି । ଶିବରାଜ କଂଗ୍ରେସ ଦଳକୁ ନେଇ କହିଛନ୍ତି, ଦେଶରେ କଂଗ୍ରେସ ଏବେ ଅନ୍ତିମ ସ୍ତରରେ…
କାମ କରୁନାହିଁ କି ଉଦ୍ଧବଙ୍କ ଅପିଲ, ଆଉ ୭ ବିଧାୟକ ଅସନ୍ତୁଷ୍ଟ
ମୁମ୍ବାଇ,୨୩ ।୬: ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ସମସ୍ୟା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅପିଲ ପରେ ବି ଶିବସେନା ବିଧାୟକଙ୍କ ପଳାୟନ ଜାରି ରହିଛି । ଗୁରୁବାର ସକାଳେ ଆଉ ୩ ବିଧାୟକ ଗୁଆହାଟି ପହଞ୍ଚିିବା ବେଳେ ବୁଧାବର…
ଉଦ୍ଧବଙ୍କ ବିରୋଧରେ ଇଡି ଯାଞ୍ଚ୍ ଦାବି, ହାଇକୋର୍ଟରେ ପିଟିଶନ…
ମୁମ୍ବାଇ, ୨୩।୬ : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି। ଏହା ମାଧ୍ୟମରେ…
Archives


