Posted inଜାତୀୟ

ଏୟାର ଫୋର୍ସ ଡେ ରେ ୮୦ ବିମାନ କରିବେ ଚିତାକର୍ଷକ ପ୍ରଦର୍ଶନ…

ନୂଆଦିଲ୍ଲୀ,୫।୧୦ : ଅକ୍ଟୋବର ୮ରେ ଏୟାର ଫୋର୍ସ ଡେରେ ବାୟୁସେନା ପକ୍ଷରୁ ସ୍ବତନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୮୦ ବିମାନ ଦ୍ୱାରା ଚିତାକର୍ଷକ ପ୍ରଦର୍ଶନ କରାଯିବ। ଏୟାର ଫୋର୍ସର ୯୦ତମ ବାର୍ଷିକୀ ପାଳନ ଅବସରରେ ଚଣ୍ଡିଗଡ଼ର ସୁଖନା ଲେକ୍‌ ଉପରେ ଏହି ପ୍ରଦର୍ଶନ କରାଯିବ।

ଏଥିରେ ରାଫାଲ, ସୁଖୋଇ-୩୦ ଏବଂ ମିରାଜ-୨୦୦୦ ଆଦି ଯୋଗଦେବେ ବୋଲି ବାୟୁସେନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟାଳୟରେ ପିସ୍ତଲ ଦେଖାଇଲେ ଟିଏମ୍‌ସି ନେତ୍ରୀ

କୋଲକତା,୭।୧୨: ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। ରାଜ୍ୟର ମାଲଦା ଜିଲାର ଏକ ସରକାରୀ କାର୍ଯ୍ୟାଳୟରେ ଟିଏମସି ନେତ୍ରୀ ମୃଣାଳିନୀ ମଣ୍ଡଳ...

ନିମିଷକରେ ଉଜୁଡିଗଲା ବାହାଘର ଖୁସି: ସଡ଼କ ଦୁର୍ଘଟଣାରେ କନ୍ୟା ପିତାଙ୍କ ସମେତ ୫ ମୃତ

ରାମପୁର,୫ ।୨: ଉତ୍ତର ପ୍ରଦେଶର ଟାଂଡା ଥାନା ଅଞ୍ଚଳର ସିକମପୁର ଗାଁ ନିକଟରେ ଏକ ମାରୁତି ଇକୋ କାର୍ ସ୍ପିଡ ବ୍ରେକରରେ ନିୟନ୍ତ୍ରଣ ହରାଇ ଓଲଟି...

କରୋନା ରୋଗୀଙ୍କୁ ବିକଳାଙ୍ଗ କରୁଛି ବ୍ଲାକ୍‌ ଫଙ୍ଗସ୍‌

ନୂଆଦିଲ୍ଲୀ, ୧୦।୫: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ିଚାଲିଛି। ଏଥିରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର...

ରାଜନାଥଙ୍କ ଘରେ ଗ୍ରୁପ ଅଫ୍‌ ମିନିଷ୍ଟର୍ସ ବୈଠକ ଆରମ୍ଭ

ନୂଆଦିଲ୍ଲୀ,୧୭।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘରେ ଶନିବାର ଗ୍ରୁପ ଅଫ୍‌ ମିନିଷ୍ଟର୍ସ ବୈଠକ ଆରମ୍ଭ ହୋଇଛି। ଏଥିରେ ଯୋଗଦେବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ,...

କାଉଡିଆ ଯାତ୍ରାକୁ ନେଇ ଗୃହ ମନ୍ତ୍ରାଳୟର ପ୍ରସ୍ତୁତି

ନୂଆଦିଲ୍ଲୀ,୧୫।୭: କାଉଡିଆ ଯାତ୍ରାକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଯାତ୍ରୀଙ୍କ ସୁରକ୍ଷା ବଢାଇବାକୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ସମେତ ଅନ୍ୟ...

ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ

ରାୟପୁର, ୧୭।୨:ମାଓବାଦୀଙ୍କ ଦ୍ୱାରା ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ ହୋଇଯାଇଛନ୍ତି। ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଘଟଣା। ଗତ ୧୧...

ଏପ୍ରିଲ ୧ରୁ ଆରମ୍ଭ ହେବ କୁମ୍ଭମେଳା

ଡେରାଡୁନ,୧୮ ।୨: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଏପ୍ରିଲ ୧ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ । ଏଥିପାଇଁ ସରକାରଙ୍କ ପକ୍ଷରୁ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ଲକ୍ଷେ ୪୫ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week